ଗ୍ୟାସ ହେଉଥିଲେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ: ହୋଇ ଥାଇପାରେ GASTRITIS , ଜାଣନ୍ତୁ କାରଣ ଓ ନିଦାନ
ପାକସ୍ଥଳୀର ଧାରରେ ଥିବା ଝିଲ୍ଲୀରେ କୌଣସି ପ୍ରକାର ଆଘାତ ବା ବାଧା ଘଟିଲେ କିମ୍ବା କୌଣସି କାରଣରୁ ସଂକ୍ରମଣ ହେଲେ ପାକସ୍ଥଳୀ ଟି ଫୁଲିଯାଏ ।ଏହି ରୋଗଟି ହଠାତ ଆକ୍ରମଣ କରିପାରେ କିଛି ଖେତ୍ରରେ ଏହା ଦିର୍ଘଦିନ ଧରି ରହି…