ମହାମାରୀକୁ ରୋକି ପାରିବନି ବୁଷ୍ଟର ଡୋଜ୍‌, ଓମିକ୍ରନରେ ସଂକ୍ରମିତ ହେବେ ସବୁ ଭାରତୀୟ !

ନୂଆଦିଲ୍ଲୀ : କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଯୋଗୁ ଦେଶରେ ସଂକ୍ରମଣ ହାର ଢେର ପରିମାଣରେ ବୃଦ୍ଧି ପାଇଛି । ଏହା ଆଗକୁ ବଢିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଏହି ନୂଆ ଭାରିଏଣ୍ଟ ସମସ୍ତ ଭାରତୀୟଙ୍କୁ…

ଆଜି ପଞ୍ଚଭୂତରେ ଲୀନ ହେବେ ବରିଷ୍ଠ ଅଭିନେତା ମିହିର ଦାସ, ରାଜ୍ୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଶେଷକୃତ୍ୟ

କଟକ,(ଭାସ୍କର ନ୍ୟୁଜ୍‌) : ଆଜି ପଞ୍ଚଭୂତରେ ଲୀନ ହେବେ ଓଡିଆ ସିନେ ଜଗତର ବର୍ଷିଆନ୍‌ ଅଭିନେତା ମିହିର ଦାସ। କଟକ ମର୍କତନଗର ସ୍ଥିତ ବାସଭବନରୁ ସକାଳ ୮ଟାରେ ମିହିର ଦାସଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ସତୀ ଚଉରା…

ଆହୁରି ୨ ଦିନ ବର୍ଷିବ, ୧୩ ଜିଲ୍ଲାରେ କାଳବୈଶାଖୀ ସହ କୁଆପଥର ବର୍ଷା ହେବାର ଆଶଙ୍କା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌):  ଆସନ୍ତା ୧୪ ଯାଏଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ…

ସାମସଙ୍ଗ ପକ୍ଷରୁ ଗ୍ୟାଲାକ୍ସି ଏସ୍‌୨୧ ଏଫ୍‌ଇ ୫ଜିର ଶୁଭାରମ୍ଭ: ୫ଟି ରଙ୍ଗ ଓ ୨ଟି ଭାରିଆଣ୍ଟ୍‌ ଉପଲବ୍ଧ, ମିଳିବ ଅନେକ ଅତ୍ୟାଧୁନିକ ଫିଚର୍ସ

ନୂଆଦିଲ୍ଲୀ: ଭାରତର ସର୍ବାଧିକ ବିଶ୍ୱାସନୀୟ ସ୍ମାର୍ଟଫୋନ ବ୍ରାଣ୍ଡ, ସାମସଙ୍ଗ ପକ୍ଷରୁ ଏହାର ପ୍ରଥମ ୨୦୨୨ ଫ୍ଲାଗସିପ, ଗ୍ୟାଲାକ୍ସି ଏସ୍‌୨୧ ଏଫ୍‌ଇ ୫ଜିର ଶୁଭାରମ୍ଭ ଘୋଷଣା କରାଯାଇଛି । ଗ୍ୟାଲାକ୍ସି ଏସ୍‌୨୧ ଏଫ୍‌ଇ…

ବିଗ୍ ବ୍ୟାନରେ ବିଜ୍ଞାପନ ଦେଇ ପତ୍ନୀ ଖୋଜିଲେ ଯୁବକ, ଲେଖିଲେ ‘ମତେ ଆରେଞ୍ଜ ମ୍ୟାରେଜରରୁ ରକ୍ଷା କର’

ନୂଆଦିଲ୍ଲୀ: ଜଣେ ୨୯ ବର୍ଷୀୟ ଯୁବକ ବାହା ହେବାକୁ ଚାହୁଁଛନ୍ତି । ଏଥିାଇଁ ସେ ସହର ମଝିରେ ଥିବା ବିଲ୍‌ବୋର୍ଡରେ ବିଜ୍ଞାପନ ଦେଇ ଝିଅ ଖୋଜିବା ଆରମ୍ଭ କରିଛନ୍ତି । ବ୍ରିଟେନର ବର୍ହିଂହାମରେ ଏପରି ବିଜ୍ଞାପନ ଲାଗିଛି ।…

ଡାଏବେଟିସକୁ ଜନ୍ମ ଦେଇପାରେ କରୋନା! ଶରୀରର ଉପରେ ପକାଇବ ଅନେକ ପ୍ରଭାବ

ନୂଆଦିଲ୍ଲୀ: କରୋନା ଡାଏବେଟିସକୁ ଜନ୍ମ ଦେଇପାରେ । ଡାଏବେଟିସ ଆପଣଙ୍କର ନଥିଲେ ବି କରୋନା ହେବା ପରେ ଏହା ସୃଷ୍ଟି ହୋଇପାରେ । ବରିଷ୍ଠ ଡାଏବେଟୋଲୋଜିଷ୍ଟ ଡାକ୍ତର ଆଲୋକ କାନୁନ୍‌ଗୋ କହିଛନ୍ତି ଯେ କରୋନା ଭୂତାଣୁ…

ନିର୍ବାଚନ ତାରିଖ ଘୋଷଣା ହୋଇନି: ଭୋଜିଭାତରେ ଜମୁଛି ଆସର, ଲମ୍ବା ପ୍ରତିଶୃତି ଦେଉଛନ୍ତି ଆଶାୟୀ ପ୍ରାର୍ଥୀ

ନିମାପଡା (ଭାସ୍କର ନ୍ୟୁଜ୍‌): ନିମାପଡା ଅଂଚଳରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହୋଇନଥିବା ବେଳେ ପ୍ରତ୍ୟେକ ପଞ୍ଚାୟତରେ ଏକାଧିକ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।…

ସୋରଡ଼ା ନିକଟରେ ଟ୍ରକ-ବାଇକ ମୁହାଁମୁହିଁ ଧକ୍କା: ବାଇକ୍ ଚାଳକ ମୃତ, ଅନ୍ୟ ଜଣେ ଗୁରୁତର

ସୋରଡା (ଭାସ୍କର ନ୍ୟୁଜ୍‌): ଟ୍ରକ ବାଇକ୍ ମୁହାଁମୁହିଁ ଧକ୍କା । ଜଣକ ମୃତ୍ୟୁ ହୋଇ ଥିବା ବେଳେ ଜଣେ ଗୁରୁତର ଥିବା ସୂଚନା । ମୃତକ ଜଣକ ହେଲେ ମୟାଙ୍ଗୀ ଗ୍ରାମର ଜିଲୁ ସ୍ୱାଇଁ । ଘଟଣା ସ୍ଥଳରେ ସୋରଡା ପୋଲିସ ଓ ଅଗ୍ନିସମ…

ମିଛ ଦୁର୍ଘଟଣାର ନାଟକ କରି ଲୁଟିଲେ ୫୦ହଜାର ଟଙ୍କା ସହ ସ୍କୁଟି, ୩ ଲୁଟେରାଙ୍କୁ ଖୋଜୁଛି ପୋଲିସ

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ଝିଙ୍କରଡିହ କୁଆଖାଇ ନଦୀ ବନ୍ଦ ନିକଟରୁ ଦୁବୃର୍ତ୍ତମାନେ ଯୋଜନା ବଦ୍ଧ କରି ୫୦ହଜାର ଟଙ୍କା ଓ ସ୍କୁଟି ଲୁଟି ନେଇଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି । ଲୁଟର ଶିକାର ହେଲେ ନହରକଣ୍ଟା…

ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତିମ ଟେଷ୍ଟ ମ୍ୟାଚ୍: ପ୍ରଥମ ସିରିଜ ବିଜୟ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ, ‘କର ବା ମର’ ସ୍ଥିତିରେ ଘରୋଇ…

କେପ୍‌ଟାଉନ: ଚଳିତ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜିତିବା ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ କଡା ଟକ୍କର । ସେଞ୍ଚୁରିୟନରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ୧୧୩ ରନରେ ବିଜୟୀ ହୋଇଥିବା ବେଳେ…