ଦ୍ୱିତୀୟ ଇନିଂସରେ ଭାରତ ୧୭୪ ରନ୍‌ରେ ଅଲ୍‌ଆଉଟ୍‌: ଦକ୍ଷିଣ ଆଫ୍ରିକା ସାମ୍ନାରେ ୩୦୫ ରନ୍‌ର ଟାର୍ଗେଟ, ଅନ୍ତିମ ଦିନରେ ବିଜୟ ପାଇଁ ଭାରତକୁ…

ସେଞ୍ଚୁରିୟନ(ଦକ୍ଷିଣ ଆଫ୍ରିକା): ସ୍ଥାନୀୟ ସୁ ର ସ୍ପୋର୍ଟ ପାର୍କ ଗ୍ରାଉଣ୍ଡରେ ଚାଲିଥିବା ପ୍ରଥବ ଟେଷ୍ଟ କ୍ରିକେଟ ମ୍ୟାଚର ଦ୍ୱିତୀୟ ଇନିଂସରେ ଭାରତ ଘରୋଇ ଦକ୍ଷିଣ ଆଫ୍ରିକା ପେସ୍‌ ବୋଲରଙ୍କୁ ସଠିକ ମୁକାବିଲା କରିବାରେ…

ନୂଆବର୍ଷରେ କୃଷକଙ୍କୁ ଭେଟି ଦେବେ ପ୍ରଧାନମନ୍ତ୍ରୀ, ଆକାଉଣ୍ଟକୁ ପଠାଯିବ ଏହି ଯୋଜନାର କିସ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧ ଜାନୁଆରୀରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୦ମ କିସ୍ତିର ଲାଭ କିସ୍ତି ପଠାଇବେ । ଏଥିରେ ୧୦ କୋଟିରୁ ଅଧିକ ଲାଭାର୍ଥି କୃଷକ ପରିବାରଙ୍କୁ ୨୦,୦୦୦…

ସହଜରେ Impress ହେବ ପ୍ରେମିକା: ଆପଣାନ୍ତୁ ଏହି ସବୁ ଉପାୟ

ନୂଆଦିଲ୍ଲୀ: ବ୍ୟକ୍ତିଗତ ଜୀବନରେ ସମସ୍ତେ କାହାକୁ ନା କାହାକୁ ପସନ୍ଦ କରିଥାନ୍ତି । ତେବେ ପସନ୍ଦ କରୁଥିବା ଲୋକଙ୍କୁ ଇମ୍ପ୍ରେସ କରିବାରେ ସମସ୍ତେ ପ୍ରଭାବିତ ହୋଇନଥାନ୍ତି । ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡିଥାଏ ।…

ଭାରତକୁ ହିନ୍ଦୁରାଷ୍ଟ୍ରରେ ପରିଣତ କରିବା: ଉତ୍ତର ପ୍ରଦେଶ ଓ ଅନ୍ୟାନ୍ୟ ସ୍ଥାନରେ ସ୍କୁଲ ଛାତ୍ରଙ୍କୁ କରେଇଲେ ଶପଥ

ନୂଆଦିଲ୍ଲୀ: ଭାରତକୁ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର କୁହାଯାଉଥିବା ବେଳେ ସ୍କୁଲ ଛାତ୍ରଙ୍କୁ ଦିଆଯାଉଥିବା ଶପଥ ଦେଖିଲେ ଆପଣ ବି ହଡବଡେଇ ଯିବେ । ଉତ୍ତର ପ୍ରଦେଶର ଏକ ସ୍କୁଲରେ ଛାତ୍ର ମାନଙ୍କୁ ଭାରତକୁ ହିନ୍ଦୁ ରାଷ୍ଟ୍ର…

ଟିକାକୁ ଭୟ: ଗଛ ଉପରେ ଚଢିଗଲା ଯୁବକ, ଦେଖନ୍ତୁ ଭାଇରାଲ Video

ନୂଆଦିଲ୍ଲୀ: କରୋନା ଏହାର ଆତଙ୍କ ମଚାଉଥିବା ବେଳେ ଟିକାକରଣକୁ ଏକ ଅମୋଘ ଅସ୍ତ୍ର ଭାବରେ ବିବେଚନା କରାଯାଉଛି । ତେବେ ଏପରି ପରସ୍ଥିତିରେ ଟିକାକୁ ନେଇ କିଛି ଲୋକଙ୍କ ମନରେ ଏବେବି ଭୟ ରହିଛି । ଏମିତି ଏକ ମଜାଦାର ଘଟଣା…

ପ୍ରଥମ ଟେଷ୍ଟ: ଏଲଗାରଙ୍କ ଅର୍ଦ୍ଧଶତକ, ଅନ୍ତିମ ଦିନରେ ବିଜୟ ପାଇଁ ଭାରତକୁ ଆବଶ୍ୟକ ୬ ୱିକେଟ

ନୂଆଦିଲ୍ଲୀ: ରୋଚକ ସ୍ଥିତିରେ ରହିଛି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟ । ଅନ୍ତିମ ଦିନରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୨୧୧ ରନ ଆବଶ୍ୟକ ରହିଥିବା ବେଳେ ଭାରତକୁ ଆବଶ୍ୟକ ୬ ୱିକେଟ ।…

ବଢିଲା ଦରମା: ଦୁଇ IASଙ୍କୁ ସୁପର ଟାଇମ ସ୍କେଲରେ ମିଳିବ ବେତନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଜଣ ଆଇଏଏସଙ୍କ ଦରମା ବୃଦ୍ଧି କରାଯାଇଛି । ୨୦୦୬ ବ୍ୟାଚର ଦୁଇ ଆଇଏଏସ ଅଫିସରଙ୍କୁ ସୁପର ଟାଇମ ସ୍କେଲରେ ଲେଭଲ-୧୪ରେ ଦରମା ଦିଆଯିବ । ଏନେଇ ବୁଧବାର ରାଜ୍ୟ…

ପର୍ଯ୍ୟଟକଙ୍କ ପାଇଁ ୫ ଦିନ ପାଇଁ ବନ୍ଦ ରହିବ ନନ୍ଦନକାନନ: ଜାଣନ୍ତୁ କେବେଠୁ ଓ କାହିଁକି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଏକମାତ୍ର ପ୍ରାଣୀ ଉଦ୍ୟାନ ନନ୍ଦନକାନନ ୫ ଦିନ ପାଇଁ ବନ୍ଦ ରହିବ । ଓମିକ୍ରନ ଭାଇରସ କାରଣରୁ ନନ୍ଦନକାନନ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । କରୋନାର ନୂତନ ଭାରିଆଣ୍ଟ…

ବେସରକାରୀ ସ୍କୁଲରେ ୨୫ % ମାଗଣା ସିଟ୍: ଆଡମିଶନ ପାଇଁ ଅଭିଭାବକ ସଂଘର ଆହ୍ୱାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ଶିକ୍ଷା ଅଧିକାର ଆଇନ ଅନୁଯାଇ ପ୍ରାଇଭେଟ ସ୍କୁଲରେ ୨୫%ସିଟରେ ଅବହେଳିତ ଶ୍ରେଣୀର ପିଲାଙ୍କୁ ମାଗଣା ପାଠ ପଢ଼ିବାର ବ୍ୟବସ୍ଥା ୨୦୦୯ରୁ ଥିବାବେଳେ ତାହା କାର୍ୟ୍ୟକାରୀ ହେଉ ନଥିଲା । ଓଡିଶା…

ରାଜଧାନୀରେ ବଢୁଛି ମଦୁଆଙ୍କ ସଂଖ୍ୟା: ବର୍ଷକରେ ଫାଇନ ଦେଲେଣି ୪୭୧୪

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମଦ ଓ ମଦୁଆଙ୍କ ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱରରେ ଏହି ସଂଖ୍ୟା ଆଶାତୀତ ଭାବରେ ବଢିଚାଲିଛି । ବର୍ଷକ ତଳେ ୨୦୨୦ରେ ଫାଇନ ଦେଇଥିବା ମଦୁଆଙ୍କ ସଂଖ୍ୟା…