ବରଗଡରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡିକୁ ଅଣ୍ଡା ମାଡ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୁଣି ଥରେ ମନ୍ତ୍ରୀଙ୍କ ଗାଡି ଉପରକୁ ହୋଇଛି ଅଣ୍ଡାମାଡ । ଆସନ୍ତା କାଲି ବରଗଡରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି…

ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ନରମିଲେ କେନ୍ଦ୍ର ସରକାର, ୧୧ ମହିଳା ଅଫିସରଙ୍କୁ ଦେବ ସ୍ଥାୟୀ କମିଶନ

ନୂଆଦିଲ୍ଲୀ : ପଡିଲା ସୁପ୍ରିମକୋର୍ଟଙ୍କ ଛାଟ। ତା ପରେ ଯାଇ ନରମିଲା କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ। ଆଉ ୧୧ ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ ଦେବା ପାଇଁ ଦେଲେ ନିର୍ଦ୍ଦେଶ। ସୁପ୍ରିମକୋର୍ଟ ଚେତାବନୀ ଦେଇଥିଲେ ଯେ,…

ଆମ୍ବୁଲାନ୍ସ ଭିତରୁ ଗଞ୍ଜେଇ ଜବତ: ଡ୍ରାଇଭର ସମେତ ୬ ଗିରଫ

ଭଦ୍ରକ(ଓଡ଼ିଶା ଭାସ୍କର):ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ଘଟଣାରେ ପୋଲିସର ସୂଚନା । ଫୁଲବାଣୀରୁ ପୁରୁଣାବଜାର ଆସୁଥିଲା ଗଞ୍ଜେଇ ଏସ୍କର୍ଟ କରୁଥିଲା କାର । କାର ମଧ୍ୟରେ ଥିଲା ଖଣ୍ଡା ସହ ମାରଣାସ୍ତ୍ର । ସୂଚନା ଯୋଗ୍ୟ ଯେ…

ମୁହଁରୁ କ୍ଷୀର ଛାଡିନି; ଛୁଆ ମୁଣ୍ଡରୁ ଉଠିଗଲା ମା’ର ହାତ

ଢେଙ୍କାନାଳ(ଓଡ଼ିଶା ଭାସ୍କର):ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଥାନା ଅନ୍ତର୍ଗତ ଜିରାଳ ଗ୍ରାମ ର ଜନୈକ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ତଦନ୍ତ ଚଳାଇ ଥିବା ଖବର ମିଳିଛିଜ୍ଝସୂଚନା ରୁ…

୧୬ ବର୍ଷ ବୟସରେ କ୍ୟାନ୍ସରକୁ ହରାଇଥିଲେ ଆଉ ଏବେ ପାକିସ୍ତାନକୁ ଧୂଳି ଚଟାଇଲେ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ସେମି ଫାଇନାଲ ମୁକାବିଲାରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଥିଲା । ଅଷ୍ଟ୍ରେଲିଆର ଏହି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ…

ସଚିବାଳୟରେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ: ଦେଖନ୍ତୁ Viral ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସଚିବାଳୟରେ ଜଣେ ସରକାରୀ ବାବୁ ଜଣେ ମହିଳାଙ୍କୁ ଯୌନ ଉତ୍ପୀଡନ କରୁଥିବା ବେଳେ ଏହାର ଭିଡିଓ ଭାଇରାଲ ହୋଇଛି । ଠିକା ନିଯୁକ୍ତି ପାଇଥିବା ମହିଳା ଜଣଙ୍କୁ ତାଙ୍କର ଉପରିସ୍ଥ ଅଧିକାରୀ…

କରୋନା ପରେ ଚିନ୍ତା ବଢାଇଲା Noro ଭାଇରସ୍, ଜାଣନ୍ତୁ ଏହାର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ

ନୂଆଦିଲ୍ଲୀ : କରୋନା ଭାଇରସ୍ର ମହାମାରୀର ପ୍ରକୋପ ସଂପୂର୍ଣ୍ଣ ନଥମୁଣୁ କେରଳରେ ନୋରୋଭାଇରସ୍ ସଭିଙ୍କ ଚିନ୍ତା ବଢାଇଛି। କେରଳର ସ୍ଵାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ଶୁକ୍ରବାର ଲୋକଙ୍କୁ ପେଟ ସଂପର୍କିତ ଏହି ରୋଗ…

ଗ୍ୟାଙ୍ଗ ରେପ୍ ମାମଲା: ଗାୟତ୍ରୀ ପ୍ରଜାପତିଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଚିତ୍ରକୂଟ ଗ୍ୟାଙ୍ଗରେପ୍ ମାମଲାର ରାୟ ପ୍ରକାଶ ପାଇଛି । ପୂର୍ବତନ ଉତ୍ତର ପ୍ରଦେଶ ମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସଦସ୍ୟ ଗାୟତ୍ରୀ ପ୍ରଜାପତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।…

ଭାରତୀୟ ରେଳରେ ୧୬୬୪ ଖାଲିପଦ: ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଳୀ: ନିଯୁକ୍ତିର ଏକ ବଢିଆ ଅବସର ପ୍ରଦାନ କରିଛି ଭାରତୀୟ ରେଳବାଇ । ଭାରତୀୟ ରେଳବାଇ ପକ୍ଷରୁ ଉତ୍ତର ମଧ୍ୟ ରେଳବାଇରେ ୧୬୬୪ ପଦବୀ ପାଇଁ ଭର୍ତ୍ତି କରାଯିବ ବୋଲି ଜଣାପଡିଛି । ଏହା ସହିତ ସର୍ବାଧିକ ଶିକ୍ଷାଗତ…

ଡାକ୍ତର ଲଗାଇଦେଲେ ଭୁଲ ରକ୍ତ: ଅକାଳରେ ପ୍ରାଣ ହରାଇଲେ ଯୁବତୀ 

ରାଉରକେଲା(ଓଡ଼ିଶା ଭାସ୍କର): ମେଡିକାଲର  ଅବହେଳା ଯୋଗୁ ଗଲା ନୀରିହ ରୋଗୀର ଜୀବନ। ଅବହେଳା ଏତିକି ଯେ ଗୋଟିଏ ବ୍ଲଡ଼ ଗ୍ରୁପର ବ୍ଲଡ଼ ଜାଗାରେ ଅନ୍ୟ ଗୋଟିଏ ବ୍ଲଡ଼ ଗ୍ରୁପର ବ୍ଲଡ଼ ଚଢାଇଲେ ରୋଗୀଙ୍କୁ। ଭୁଲ ବ୍ଲଡ଼…