ଆସନ୍ତା ୧୫ରେ ପଞ୍ଚକ ବ୍ରତ, ୧୭ରେ ଧବଳେଶ୍ୱର ପୀଠରେ ବଡ଼ ଓଷା ନୀତି

କଟକ (ଭାସ୍କର ନ୍ୟୁଜ୍‌): କଟକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ୱରଙ୍କ ପଞ୍ଚକ ବ୍ରତ ଓ ବଡ଼ଓଷା ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ମଙ୍ଗଳବାର ଧବଳେଶ୍ୱର ପୀଠରେ ଅନୁଷ୍ଠିତ ହୋଇଯାଇଛି।…

୩୪ ପୋଲିସ ଜିଲ୍ଲାରେ ଖୋଲିବ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଆଇନର ପରିସରକୁ ଆସୁଥିବା ଅନେକ ଶିଶୁ ସହାୟତା ଆବଶ୍ୟକ କରୁଥିବାବେଳେ ସେହି ଶିଶୁମାନଙ୍କ ପାଇଁ ଥାନା ଭିତରେ ସ୍ୱତନ୍ତ୍ର ଅନୁକୂଳ ପରିବେଶର ଆବଶ୍ୟକତା…

ଟି-୨୦ ବିଶ୍ୱକପ୍‌: ଭାରତ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲା ବଡ ଚାଲେଞ୍ଜ, ନୂଆ ରଣନୀତି ପ୍ରସ୍ତୁତ କରୁଛି ବିରାଟ ବାହିନୀ

ଦୁବାଇ: ଚଳିତ ଟି-୨୦ ବିଶ୍ୱକପରେ ଭାରତ ଚାମ୍ପିଅନ ହେବ ବୋଲି ଅନେକ କ୍ରିକେଟ ବିଶେଷଜ୍ଞ ପୂର୍ବରୁ ଅନୁମାନ କରୁଥିଲେ । ମାତ୍ର ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ହାରି ଯିବା ପରେ ଭାରତ ବଡ ସମସ୍ୟାରେ ପଡିଛି । କାରଣ…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ବନ୍ଦ ରହିବ ସାର୍ବସାଧାରଣ ଦର୍ଶନ

ପୁରୀ (ଭାସ୍କର ନ୍ୟୁଜ୍) : ଆଜି କାର୍ତ୍ତିକ କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଏହି ସେବା କରିବେ । ଠାକୁରଙ୍କ ବନକଲାଗି…

ସମୀର ୱାଙ୍ଖଡେଙ୍କ ବଦଳରେ ଅନ୍ୟ ଅଧିକାରୀ କରିବେ ଆର୍ୟନ ଖାନ କେସର ତଦନ୍ତ ? ଏନସିବି ବୈଠକରେ ମାନସ ମନ୍ଥନ

ମୁମ୍ବାଇ : ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଡ୍ରଗ୍ସ କେସ ମାମଲାର ତଦନ୍ତର ଦାୟିତ୍ୱ ଭାର ନୂତନ ଅଧିକାରୀଙ୍କୁ ଦିଆଯାଇପାରେ । ଏହା ଉପରେ ମାନସ ମନ୍ଥନ ଚଳାଇଛି ନାର୍କୋଟିକ୍ସ କଣ୍ଟ୍ରେଲ…

ପୁଅ ଆର୍ୟନଙ୍କୁ ମୁକୁଳାଇବା ପାଇଁ ଓକିଲଙ୍କ ଫୌଜକୁ ମଇଦାନକୁ ଓହ୍ଲାଇଲେ ଶାହରୁଖ ଖାନ, ଜାଣନ୍ତୁ କେଉଁ କେଉଁ ଓକିଲ ଲଢିବେ କେସ୍

ମୁମ୍ବାଇ : ଫିଲ୍ମ ଅଭିନେତା ଶାହାରୁଖ ଖାନ ଡ୍ରଗ୍ସ କେସରେ ଫସିଥିବା ନିଜ ପୁଅ ଆର୍ୟନ ଖାନଙ୍କୁ ଜାମିନରେ ମୁକୁଳାଇବା ପାଇଁ ଓକିଲଙ୍କ ପୂରା ଦଳକୁ ମଇଦାନକୁ ଛାଡିଛନ୍ତି । ଏହି କେସରେ ତାଙ୍କ ପକ୍ଷରୁ ପ୍ରଥମେ ଲଢିଥିଲେ…

ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ଟିମ୍ ଇଣ୍ଡିଆର ୩ ବଡ ପରିବର୍ତ୍ତନ ! ପାକିସ୍ତାନ ମ୍ୟାଚରେ ସାମ୍ନାକୁ ଆସିଥିଲା ଦୁର୍ବଳତା

ନୂଆଦିଲ୍ଲୀ : ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ ଟି-୨୦ ବିଶ୍ୱ କପ୍ ୨୦୨୧ର ସୁପର ୧୨ ରାଉଣ୍ଡରେ ନିଜର ପ୍ରଥମ ମ୍ୟାଚରେ ପରାଜୟର ମୁହଁ ଦେଖିବାକୁ ପଡିଛି । ଦଳ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠୁ…

ହଜାର ହଜାର ଲୋକଙ୍କ ଭିଡରେ ମାତ୍ର ୨୩ ଜଣ ସାକ୍ଷୀ, ଲକ୍ଷ୍ମୀପୁର ଘଟଣାରେ ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ : ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଉତ୍ତର ପ୍ରଦେଶ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ଅଦାଲତ ପ୍ରଶ୍ନ କରିଛନ୍ତି ଯେ, ଘଟଣାସ୍ଥଳରେ ହଜାର ସଂଖ୍ୟକ ଲୋକ ଥିଲେ କିନ୍ତୁ ଆପଣ…

ପେନ୍‌ରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ, ବଢ଼ିଲା ଦାମ୍: ଚିନ୍ତାରେ ନର୍ମାତା ଓ ଗ୍ରାହକ

ମୁମ୍ବାଇ: ପେନ୍‌ରେ ୧୮% ଜିଏସ୍‌ଟି ଲଗାଯିବାରୁ ଏହାର ଦାମ୍‌ ବଢ଼ିଯାଇଛି । ଫଳରେ ଲୋକମାନେ ପେନ୍‌ କିଣିବାକୁ କୁଣ୍ଠା ପ୍ରକାଶ କରୁଛନ୍ତି । ଜିଏସ୍‌ଟି କମ୍‌ କରିବା ଲାଗି ପେନ୍‌ ନିର୍ମାତାମାନେ କେନ୍ଦ୍ର ଅର୍ଥ…

ଦୀପାବଳି ପୂର୍ବରୁ କିଙ୍ଗ୍‌ ଖାନ୍‌ଙ୍କ ବିଜ୍ଞାପନ ଭିଡିଓ ଭାଇରାଲ୍‌, ଏମିତି କଲେ ଆପଣଙ୍କ ଦୋକାନ ପାଇଁ ବି ବିଜ୍ଞାପନ କରିବେ ଶାହରୁଖ….

ମୁମ୍ବାଇ: ଆଗକୁ ଦୀପାବଳି ପର୍ବ ଆସୁଛି । ସମସ୍ତେ ଏଥିାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏପରିକି ଅନେକ ବ୍ରାଣ୍ଡ ଦୀପାବଳି ଅବସରରେ ବିଜ୍ଞାପନ ପ୍ରକାଶ କରିଛନ୍ତି । ଏହି ଧାରାରେ, କ୍ୟାଡବରୀ ମଧ୍ୟ ଦୀପାବଳି…