କାମ ଦେଲାନି ଜି ହଜୁର, ପାକିସ୍ତାନକୁ ନିଜର ଔକାତ ଦେଖାଇଲା ଚୀନ, କହିଲା- ପ୍ରଥମେ କ୍ଷତିପୂରଣ ଦିଅ ତା ପରେ…

ନୂଆଦିଲ୍ଲୀ : ପାକିସ୍ତାନର ପରମ ମିତ୍ର ଚୀନ ଦାସୁ ଡ୍ୟାମ ପ୍ରୋଜେକ୍ଟରେ ପ୍ରାଣ ହରାଇଥିବା ଚୀନ ଇଞ୍ଜିନିୟରଙ୍କ ପାଇଁ ପାକିସ୍ତାନଠୁ ୨୮୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛି । ପାକିସ୍ତାନ ଖବରକାଗଜ ବିଜନେସ…

ଭାରତୀୟ ଅଣ୍ଡର-୧୯ର ପୂର୍ବତନ ଅଧିନାୟକଙ୍କ ପରଲୋକ, ଏହି ବର୍ଷ ଟି-୨୦ରେ ମାରିଥିଲେ ଶତକ

ନୂଆଦିଲ୍ଲୀ : ଭାରତୀୟ ଅଣ୍ଡର-୧୯ର ପୂର୍ବତନ ଅଧିନାୟକ ଅଭି ବରୋଟଙ୍କ ହୃଦଘାତ କାରଣରୁ ପରଲୋକ ଘଟିଛି । ୨୯ ବର୍ଷୀୟ ଅଭି ସୌରାଷ୍ଟ୍ର ତରଫରୁ ପ୍ରତିନିଧିତ୍ୱ କରୁଥିଲେ । ତାଙ୍କ ଦେହାନ୍ତର ସୂଚନା ସୌରାଷ୍ଟ୍ର କ୍ରିକେଟ୍…

ମୁଁ ହିଁ କଂଗ୍ରେସର ‘ବସ୍’, ସିଡବ୍ଲ୍ୟୁସି ବୈଠକରେ ବିଦ୍ରୋହୀ ନେତାଙ୍କୁ ସୋନିଆଙ୍କ ଜବାବ

ନୂଆଦିଲ୍ଲୀ : କଂଗ୍ରେସରେ ଜାରି ଦଳୀୟ କନ୍ଦଳ ମଧ୍ୟରେ ଶନିବାର ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ(ସିଡବ୍ଲ୍ୟୁସି) ବୈଠକ ବସିଛି । ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଦାବି କରୁଥିବା ନେତାଙ୍କୁ…

ମୁକେଶ ଅମ୍ବାନୀଙ୍କୁ ଝଟକା, ଅରବପତି ତାଲିକାରେ ଟପ୍ ୧୦ରୁ ବାହାର, ମସ୍କଙ୍କ ଏମିତି ଅବସ୍ଥା

ନୂଆଦିଲ୍ଲୀ : ଦୁନିଆର ସବୁଠୁ ଧନୀ ଏଲନ ମସ୍କଙ୍କ ସଂପତ୍ତିରେ ଅହେତୁକ ବୃଦ୍ଧି ଘଟିଛି । ଅନ୍ୟପଟେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କୁ ଲାଗିଛି ଜୋରଦାର ଝଟକା । ଟେସଲାର ସିଇଓ ଏଲନ ମସ୍କଙ୍କ…

ଡୁପ୍ଲେସିସଙ୍କ ପରେ ଚମକିଲେ ଶାର୍ଦ୍ଦୁଲ ଓ ଜାଡେଜା: CSKକୁ ୪ର୍ଥ ଆଇପିଏଲ ଟ୍ରଫି

ନୂଆଦିଲ୍ଳୀ: ନବମ ଆଇପିଏଲ ଫାଇନାଲରେ ଚତୁର୍ଥ ଟାଇଟଲ ହାସଲରେ ସମର୍ଥ ହୋଇଛି ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସ୍ । ଅଧିନାୟକ ଭାବରେ ନିଜର ୩୦୦ତମ ମ୍ୟାଚ ଖେଳୁଥିବା ଧୋନୀଙ୍କ ସିଏସକେ ଏହି ମ୍ୟାଚକୁ ୨୭ ରନରେ…

ପଞ୍ଜାବ ନାଟକରେ ଯବନିକା: ଇସ୍ତଫା ପ୍ରତ୍ୟାହାର କଲେ ସିଦ୍ଧୁ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଦେଖା ଦେଇଥିବା ନାଟକରେ ପଡିଛି ଯବନିକା । ଶୁକ୍ରବାର ନଭଜୋତ ସିଂ ସିଦ୍ଧୁ ନିଜ ଇସ୍ତଫାପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଏହା ସହିତ ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବରେ ସିଦ୍ଧୁ ନିଜର…

ଧୋନୀଙ୍କ ଆଉ ଏକ କୀର୍ତ୍ତିମାନ; ଅଧିନାୟକ ଭାବରେ ଖେଳିଲେ ୩୦୦ ମ୍ୟାଚ୍

ନୂଆଦିଲ୍ଳୀ: ପୂର୍ବତନ ଭାରତୀୟ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଜ କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି । ପ୍ରଥମ ଅଧିନାୟକ ଭାବରେ ୩୦୦ ତମ ଟି-୨୦ ମୁକାବିଲା ଖେଳିବାର…

ଚର୍ଚ୍ଚ ଭିତରେ ସାଂସଦଙ୍କୁ ଛୁରୀ ଭୁସି ହତ୍ୟା

ନୂଆଦିଲ୍ଲୀ: ଚର୍ଚ୍ଚ ଭିତରେ ସାଂସଦଙ୍କୁ ହତ୍ୟା । ଭୋଟରଙ୍କ ସହିତ ଆଲୋଚନା ସମୟରେ ଜଣେ ବ୍ୟକ୍ତି ଆକ୍ରମଣ କରିବାରୁ ସାଂସଦଙ୍କ ମୃତ୍ୟୁ ଘଟିଛି । ଘଟଣାଟି ଘଟିଛି ବ୍ରିଟେନରେ । ବ୍ରିଟିଶ ସାଂସଦ ଡେଭିଡ ଏମ୍ସଙ୍କୁ…

ଶେଷ ମ୍ୟାଚରେ ରାହୁଲଙ୍କୁ ଅତିକ୍ରମ କଲେ ଗାଏକ୍ୱାଡ

ନୂଆଦିଲ୍ଳୀ: ଆଇପିଏଲ ଫାଇନାଲରେ କେ ଏଲ ରାହୁଲଙ୍କୁ ଅତିକ୍ରମ କରି ଅରେଞ୍ଜ କ୍ୟାପ ହାସଲରେ ସମର୍ଥ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ଋତୁରାଜ ଗାଏକ୍ୱାଡ । ଚଳିତ ଆଇପିଏଲରେ ୧୬ଟି ମ୍ୟାଚ ଖେଳିଥିବା ଗାଏକ୍ୱାଡ ୬୩୫ ରନ…

ଡୁପ୍ଲେସିସଙ୍କ ଦମଦାର ୮୬: କେକେଆର ସମ୍ମୁଖରେ ୧୯୩ ରନର ଲକ୍ଷ୍ୟ

ନୂଆଦିଲ୍ଳୀ: ଆଇପିଏଲ-୧୪ର ଫାଇନାଲ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ୧୯୩ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ଚେନ୍ନାଇ ସୁପର କିଙ୍ଗସ୍ । ପ୍ରଥମେ ବ୍ୟାଟିଂ କରୁଥିବା ଚେନ୍ନାଇ ଫାଫ ଡୁପ୍ଲେସିସଙ୍କ ୮୬ ରନ ବଳରେ…