ପୁଲିସ୍ ଗାଡ଼ିକୁ ଚୋରାଇ ନେଲା ଚମ୍ପଟ୍ ମାରିଲା ଚୋର, ଗୋଡ଼ାଇ ଗୋଡ଼ାଇ ଯୁବକକୁ କାବୁ କଲା ପୁଲିସ୍

ଢେଙ୍କାନାଳ (ଭାସ୍କର ନ୍ୟୁଜ୍‌) :ପୁଲିସ୍‌ ଗାଡ଼ିକୁ ଚୋରାଇ ନେଲା ଚୋର । ତାହା ପୁଣି ଥାନା ପରସିରରୁ। ଢେଙ୍କାନାଳ ଟାଉନ୍‌ ଥାନା ପରିସରରୁ ପୋଲିସ ଗାଡିକୁ ନେଇ ଚମ୍ପଟ ମାରିଥିଲା ଚୋର। ଚୋର ବୋଲରୋ ଧରି ଛୁ ମାରିଥିଲା…

ସକାଳୁ ଚା ପିଉଛନ୍ତି କି; ଭୋଗି ପାରନ୍ତି ଏହି ସବୁ ସମସ୍ୟା

କୁହାଯାଏ ଯଦି ସକାଳ ଭଲରେ ଆରମ୍ଭ ହେବ ତେବେ ଦିନ ଯାକ ଭଲରେ କଟିଥାଏ । ତେଣୁ ସକାଳୁ ଅନେକ ଲୋକ ବାହାରର ସୁସ୍ଥ ଓ ଶାନ୍ତ ବାତାବରଣରେ ବ୍ୟାୟାମ ଆଦି କରିଥାନ୍ତି । କିନ୍ତୁ ଅନେକ ଲୋକ ଥାଆନ୍ତି ଯେଉଁମାନେ ସକାଳୁ ଉଠି…

ଏୟାର ଇଣ୍ଡିଆ ବିନିବେଶ: ଦୌଡରେ ଆଗୁଆ ଟାଟା ଗ୍ରୁପ୍

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ ଏୟାର ଇଣ୍ଡିଆର ବିନିବେଶ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହି ଦୌଡରେ ଆଗୁଆ ରହିଛି ଟାଟା ଗ୍ରୁପସ ଓ ସ୍ପାଇସ ଜେଟ୍ । ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଏହି ବିନିବେଶ ଶେଷ କରିବା…

ଅନଲାଇନ୍ ଖାଇବା ହେବ ମହଙ୍ଗା; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ:ବର୍ତ୍ତମାନ ଅନଲାଇନ ଫୁଡ ଡେଲିଭରିର ଅନେକ ଚାହିଦା ରହିଛି । କିନ୍ତୁ ଏହାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଆଗକୁ ମହାଙ୍ଗା ହୋଇପାରେ ଅନଲାଇନ୍ ଫୁଡ ଡେଲିଭରି । ଜିଏସଟି କାଉନସିଲ କମିଟିର ବୈଠକରେ ଏନେଇ…

ସୋନୁ ସୁଦଙ୍କ କାର୍ଯ୍ୟାଳୟରେ ଆଇଟି ରେଡ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ କାର୍ଯ୍ୟାଳୟରେ ଆଇଟି ବିଭାଗ ପକ୍ଷରୁ ରେଡ କରାଯାଇଛି । ଆୟକର ଠକେଇ ଅଭିଯୋଗରେ ବୁଧବାର ଆୟକର ବିଭାଗ ପକ୍ଷରୁ ଏକା ସାଙ୍ଗରେ ୬ଟି ସ୍ଥାନରେ ଚଢାଉ କରାଯାଇଥିଲା । ମୁମ୍ବାଇ ଏବଂ…

ମାଲକାନଗିରି ଠାରେ ୫୪ ତମ ଇଂଜିନିୟର ଦିବସ ପାଳିତ

ମାଲକାନଗିରି: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହ ଠାରେ ଓଡିଶା ଇଂଜିନିୟର'ସ ଡିପ୍ଲୋମା ଆସୋସିଏସନ ମାଲକାନଗିରି ଶାଖା ଆନୁକୂଲ୍ୟରେ ୫୪ତମ ଇଂଜିନିୟର ଦିବ. ପାଳିତ ହୋଇଯାଇଛି !ଏହି ଉତ୍ସବରେ ମୁଖ୍ୟ ଅତିଥି…

୧୪ ଦିନିଆ ବିଚାର ବିଭାଗୀୟ ହାଜତରେ କୋଟିପତି ଅଙ୍ଗନବାଡି ଦିଦି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆୟବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ବିଚରାର ବିଭାଗୀୟ ହାଜତକୁ ଯାଇଛନ୍ତି କୋଟିପତି ଅଙ୍ଗନବାଡି ଦିଦି । ବୁଧବାର ଭିଜିଲାନ୍ସ ଦ୍ୱାରା ଶେଷରେ ଗିରଫ ହୋଇଥିବା କୋଟିପତି ଅଙ୍ଗନବାଡି ଦିଦି…

ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସାମିଲ ହେଲା ରାମାୟଣ ଓ ମହାଭାରତ

ନୂଆଦିଲ୍ଲୀ:ବୈଷୟିକ ଶିକ୍ଷାରେ ସାଂସ୍କୃତିକ ବିଭବ ଭର୍ତ୍ତି କରିବାକୁ ଯାଇ ମଧ୍ୟପ୍ରଦେଶ ସରକାର ରାଜ୍ୟର ଇଂଜିନିୟରିଂ ପାଠ୍ୟକ୍ରମରେ ରାମାୟଣ ଓ ମହାଭାରତ ସାମିଲ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଇଂଜିନିୟରିଂ…

ଟଙ୍କା ମତେ ମୋଦୀ ଦେଇଛନ୍ତି, ମୁଁ ଫେରେଇବିନି: ଭୁଲରେ ଯାଇଥିବା ଟଙ୍କା ପାଇବାକୁ ବ୍ୟାଙ୍କ ଅଧିକାରୀ ନାକେଦମ

ନୂଆଦିଲ୍ଳୀ: ବିହାରର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଭୁଲରେ ଟଙ୍କା ଆସିଥିବା ବେଳେ ଏହାକୁ ନେଇ ବ୍ୟାଙ୍କ ଅଧିକାରୀ ନାକେଦମ ହୋଇଛନ୍ତି । ବିହାର ଅନ୍ତର୍ଗତ ଖଗାରିଆ ଜିଲ୍ଲାରେ ଏହି ଘଟଣା ଘଟିଥିଲା । ବ୍ୟାଙ୍କର ବୈଷୟିକ…

ଦୀପାବଳୀରେ ଫୁଟିବନି ବାଣ; କଟକଣା ଜାରିକଲେ ସରକାର

ନୂଆଦିଲ୍ଲୀ: ଦୀପାବଳିରେ ବାଣ ଫୁଟାଇବା ଉପରେ ଜାରି ହୋଇଛି କଟକଣା । କ୍ରମାଗତ ତୃତୀୟ ବର୍ଷ ପାଇଁ ବାଣ ଫୁଟାଇବା ତଥା ବିକ୍ରି ଉପରେ କଟକଣା ଲଗାଇଛନ୍ତି ଦିଲ୍ଲୀ ସରକାର । ବୁଧବାର ଦିଲ୍ଳୀ ସରକାରଙ୍କ ପକ୍ଷରୁ ଏହି…