CHARIDHAM

ଭାରତୀୟ ଦଳକୁ ଝଟକା: ଟି-୨୦ ବିଶ୍ୱକପରୁ ବାଦ ପଡିଲେ ଅକ୍ଷର, ଶାର୍ଦ୍ଦୁଲ ସାମିଲ

ନୂଆଦିଲ୍ଳୀ : ଅପକମିଙ୍ଗ ଟି-୨୦ ୱାର୍ଲ୍ଡ କପ ପୂର୍ବରୁ ଭାରତୀୟ ଦଳକୁ ଝଟକା । ଭାରତୀୟ ଦଳରୁ ବାଦ ପଡିଛନ୍ତି ସ୍ପିନର ଅକ୍ଷର ପଟେଲ । ଅକ୍ଷରଙ୍କ ସ୍ଥାନରେ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ଶାର୍ଦ୍ଦୁଲ ଠାକୁର । ଆଇପିଏଲରେ…

TPG ନିବେଶ କଲା ୭୫୦୦ କୋଟି: ୨୦ ପ୍ରତିଶତ ବଢିଲା ଟାଟା ମୋଟର୍ସ ଅଂଶଧନ

ନୂଆଦିଲ୍ଲୀ: ଟାଟା ମୋଟର୍ସ ଅଂଶଧନ ମୂଲ୍ୟରେ ୨୦ ପ୍ରତିଶତର ଅଭିବୃଦ୍ଧି ଘଟିବା ସହିତ ବୁଧବାର ନିବେଶକ ମାଲେମାଲ ହୋଇଛନ୍ତି । ବୁଧବାର ଟିଜିପି ଗ୍ରୁପ ଟାଟା ମୋଟର୍ସରେ ୭୫୦୦ କୋଟି ନିବେଶ କରିବା ନେଇ ଘୋଷଣା କରିଥିଲା ।…

ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତି; ରାଷ୍ଟ୍ରପତି ଦେଲେ ନିଯୁକ୍ତି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟରେ ୩ ଜଣ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩ ଜଣ ନୂତନ ବିଚାରପତିଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଜଣେ…

ଆଉ ଗୋଟିଏ ଦିନ ଜେଲରେ ବିତାଇବେ ଆର୍ଯ୍ୟନ: ଆଜି ହେବକି ଜେଲରେ ଶେଷ ରାତି?

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଜାମିନ ଶୁଣାଣି ମାମଲାକୁ ଆଉ ଗୋଟିଏ ଦିନ ଘୁଞ୍ଚାଇଛନ୍ତି କୋର୍ଟ । ସ୍ୱତନ୍ତ୍ର ଏନଡିପିଏସ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ କୋର୍ଟ ଆସନ୍ତା…

Cryptocurrency ବ୍ୟବହାରରେ ବିଶ୍ୱରେ ଭାରତ ଏକ ନମ୍ବର; ପଛରେ ରହିଲା ଆମେରିକା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ କ୍ରିପଟୋକରେନ୍ସି ପାଇଁ ନୂତନ ଆଇନ ଆଣିବାର ବ୍ୟବସ୍ଥା କରାଯାଉଥିବା ବେଳେ ସମଗ୍ର ବିଶ୍ୱରେ ଏହା ଟ୍ରେଣ୍ଡରେ ରହୁଛି । ତେବେ ଏହା ମଧ୍ୟରେ ଏକ ଚକିତ କରିଦେବା ଭଳି ଖବର ସାମ୍ନାକୁ…

ଡ୍ରଗ୍ସ ପାଇଁ ଆର୍ଯ୍ୟନଙ୍କ ନିକଟରେ ପଇସା ନଥିଲା; ଜାମିନ ଶୁଣାଣି ବେଳେ ଏମିତି କହିଲେ ଓକିଲ

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଡ୍ରଗ୍ସ ସେବନ ମାମଲାର ଜାମିନ ଶୁଣାଣି ମୁମ୍ବାଇର ଏସପ୍ଲାନେଡ କୋର୍ଟରେ ଜାରି ରହିଛି । ଆର୍ଯ୍ୟନ ଖାନଙ୍କ ନିକଟରେ ଡ୍ରଗ୍ସ ସେବନ ପାଇଁ ପଇସା ନଥିଲା ବୋଲି…

ମଧୂସୂଦନ ଲ’ କଲେଜକୁ ମିଳିଲା ବିଶ୍ୱ ବିଦ୍ୟାଳୟ ମାନ୍ୟତା; ଟ୍ୱିଟ କରି ସୂଚନା ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶାର ଆଉ ଏକ କଲେଜକୁ ମିଳିଛି ବିଶ୍ୱ ବିଦ୍ୟାଳୟ ମାନ୍ୟତା । କଟକରେ ରହିଥିବା ମଧୂସୂଦନ ଆଇନ କଲେଜକୁ ବୁଧବାର ମିଳିଛି ବିଶ୍ୱ ବିଦ୍ୟାଳୟ ମାନ୍ୟତା । ଏହି କଲେଜକୁ ବିଶ୍ୱ ବିଦ୍ୟାଳୟ…

Whatsapp ବ୍ୟବହାର କାରଣରୁ ମୁସଲିମ ମହିଳା ଅଟକ; ଦାଏର ହେଲା ଅପରାଧିକ ମାମଲା

ନୂଆଦିଲ୍ଲୀ: ଟେକ୍ନୋଲୋଜିରେ ଆମେ ଦିନକୁ ଦିନ ଆଗକୁ ବଢୁଥିବା ବେଳେ ହ୍ୱାଟ୍ସଆପ୍ ବ୍ୟବହାର ପାଇଁ ଜଣେ ମହିଳା ଅଡୁଆରେ ପଡିଛନ୍ତି । ମୁସଲିମ ମହିଳା ଜଣଙ୍କୁ ହ୍ୱାଟ୍ସଆପ୍ ବ୍ୟବହାର କାରଣରୁ ଅଟକ ରଖାଯିବା ସହିତ ଅପରାଧିକ…

ପିଓକରେ ଆକ୍ଟିଭ ଆଫଗାନିସ୍ତାନର ୩୦୦୦ ସିମ୍ କାର୍ଡ, ଘାଟିରେ ହଲଚଲ ତାଲିବାନ ଆତଙ୍କବାଦୀ

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ ଅକ୍ତିକାର କରିବା ପରେ ଏବେ ଜମ୍ମୁ-କଶ୍ମୀରରେ ଲଢିବାକୁ ପ୍ରସ୍ତୁତି ଚଳାଇଛି ତାଲିବାନି । ଆଉ ଏସବୁ ପଛରେ ରହିଛି ପାକିସ୍ତାନର ହାତ । ଗୁଇନ୍ଦା ସୂତ୍ର ମୁତାବକ, ପାକିସ୍ତାନ ଅଧିକୃତ…

ଟି-୨୦ ବିଶ୍ୱ କପ୍: ଆଜି ଟିମ୍ ଇଣ୍ଡିଆର ବାୟୋ ବବଲରେ ପ୍ରବେଶ କରିବେ ରୋହିତ ଶର୍ମାଙ୍କ ସମେତ ୬ ଖେଳାଳି

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପକୁ ଆଉ କେଇଟା ଦିନ ବାକି ରହିଛି । ୟୁଏଇ ଓ ଓମାନରେ ଦଳଗୁଡିକର ଆଗମନ ମଧ୍ୟ ଆରମ୍ଭ ହୋଇ ଯାଇଛି । ଏହି କ୍ରମରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ଆଜି…