ଗଞ୍ଜେଇ ଚୋରାଚାଲାଣକାରୀଙ୍କ ବିରୋଧରେ ପୋଲିସର କଡା ପଦକ୍ଷେପ; ସିଜ ହେଉଛି ସମ୍ପତ୍ତି
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗଞ୍ଜେଇ ସହ ଏଥିରେ ସମ୍ପୃକ୍ତ ଆସାମିଙ୍କ ସମ୍ପତିକୁ ଜବତ କରିବା ପାଇଁ ପ୍ରଥମ ଥର ଲାଗି ମାଲକାନଗିରି ପୋଲିସ ଉଲ୍ଲେଖନୀୟ ସଫଳତା ହାସଲ କରିବା ସହ ଗୋଟିଏ ଗଞ୍ଜେଇ ଚାଲାଣ ମାମଲାରେ ୩ କୋଟିରୁ…