ସେମି ଫାଇନାଲ୍ ପରଜାୟର ପ୍ରତିଶୋଧ ନେବାକୁ ଚାହିଁବେ ବଜରଙ୍ଗ ପୁନିଆ, କାଂସ୍ୟ ପଦକ ପାଇଁ ଆଜି ଲଢିବେ
ନୂଆଦିଲ୍ଲୀ: ବଜରଙ୍ଗ ପୁନିଆ(୬୫ କିଗ୍ରା) ସେମି ଫାଇନାଲରେ ହାରିବା ସହିତ କୁସ୍ତିରେ ସ୍ଵର୍ଣ୍ଣ ପଦକ ଜିତିବା ପାଇଁ ଭାରତକୁ ଏବେ ଆହୁରି ଅପେକ୍ଷା କରିବାକୁ ପଡିବ। ଟୋକିଓରେ ସ୍ଵର୍ଣ୍ଣ ପଦକ ଜିତିବାର ସବୁଠୁ ବଡ…