ନିରାଶ କଲେ ବକ୍ସର; କ୍ୱାର୍ଟରରେ ଝୁଣ୍ଟିଲେ ପୂଜା ଓ ପ୍ରଥମ ରାଉଣ୍ଡ ହାରିଲେ ଅମିତ

ନୂଆଦିଲ୍ଲୀ: ଟୋକିଓ ୨୦୨୦ରେ ଶନିବାର ଭାରତୀୟ ବକ୍ସର ନିରାଶ କରିଛନ୍ତି । କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ପୂଜାରାଣୀ(୭୫ କିଗ୍ରା) ପରାସ୍ତ ହୋଇ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବା ବେଳେ ଭାରତର ଶ୍ରେଷ୍ଠ ପଦକ ଆଶା…

ରାଜନୀତି ଛାଡ଼ିଲେ ବାବୁୁଲ ସୁପ୍ରିୟୋ; ଫେସବୁକ ପୋଷ୍ଟରେ କଲେ ଘୋଷଣା

କୋଲକାତା: ପୂର୍ବତନ ବିଜେପି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ବାବୁଲ ସୁପ୍ରିୟୋ ରାଜନୀତିରୁ ସନ୍ନ୍ୟାସ ଗ୍ରହଣ କରିଛନ୍ତି । ମୋଦୀ ୨.୦ରେ ନିଜର ମନ୍ତ୍ରୀପଦରୁ ଇସ୍ତଫା ଦେଇଥିବା ବାବୁଲ ବିଗତ କିଛି ଦିନି ଧରି…

ସିନ୍ଧୁ କରିବେ ‘ବ୍ରୋଞ୍ଜ’ ଲଢ଼େଇ ; ଦୋହରେଇ ପାରିଲେନି ରିଓ ସଫଳତା

ନୂଆଦିଲ୍ଲୀ : ଭାରତୀୟ ସଟଲ ଷ୍ଟାର ପିଭି ସିନ୍ଧୁ ଅଲିମ୍ପିକ୍ ସେମି ଫାଇନାଲ ମ୍ୟାଚରେ ପରାସ୍ତ ହୋଇଛନ୍ତି । କ୍ରମାଗତ ଅଲିମ୍ପିକ ଫାଇନାଲ ଲକ୍ଷ୍ୟରେ ରହିଥିବା ସିନ୍ଧୁଙ୍କୁ ରୋକିଛନ୍ତି ଚାଇନିଜ୍ ତାଇପେ ଖେଳାଳି ।…

ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତୀୟ ମନ୍ଦିର, ଶ୍ରୀନଗର ସମେତ ବିଭିନ୍ନ ସହରରେ ହାଇ ଆର୍ଲଟ ଜାରି

ଶ୍ରୀନଗର: ଜାମ୍ମୁକାଶ୍ମୀର ସୀମାନ୍ତରେ ଆତଙ୍କବାଦୀ କାର୍ଯ୍ୟକଳାପକୁ କଡା ମୁକାବିଲା କରୁଥିବା ଭାରତୀୟ ସେନାର ଅପରେସନକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଉଭୟ ପାକିସ୍ତାନ ଓ ଆତଙ୍କବାଦୀ ସଂଗଠନ । ଆଉ ଏଥିପାଇଁ ଭାରତର କିଛି…

ଆଜି ଭାରତ-ଚୀନ ସେନାସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ : ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରୁ ସେନା ପ୍ରତ୍ୟାହାର ପ୍ରସଙ୍ଗରେ ଭାରତ ଓ ଚୀନ ମଧ୍ୟରେ୧୨ତମ କୋର୍‌ କମାଣ୍ଡର ସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ । ଏଲଏସିର ଚୀନ ପଟେ ଥିବା ମୋଲଡୋରେ ଏହି ଆଲୋଚନା…

ଖଣ୍ଡଗିରି- ଜାଗମରା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଏସୟୁଭିକୁ ଧକ୍କା ଦେଇ ୨ଟି ଦୋକାନକୁ ମାଡ଼ି ଗଲା ଜିପ୍

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଖଣ୍ଡଗିରି- ଜାଗମରା ରାସ୍ତାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଜାଗମରା ରାସ୍ତାରେ ଦୃତଗତିରେ ଆସୁଥିବା ଜିପ୍‌ଟି(ଓଡ଼ି ୩୩ ୟୁ- ୮୨୬୬) ଭାରସାମ୍ୟ ହରାଇ ଏକ…

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆଜି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ। ଶନିବାର ଦିନ ସନ୍ଧ୍ୟାରେ ୱେବସାଇଟ୍‌ରେ ଉପଲବ୍ଧ ହେବ।  ଛାତ୍ରଛାତ୍ରୀ ମାନେ orissaresults.nic.in ରୁ ନିଜର ପରୀକ୍ଷା ଫଳ…

କରୋନା ପାଇଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲାଗିଲା ରୋକ୍, ଅଗଷ୍ଟ ୩୧ ପର୍ଯ୍ୟନ୍ତ ବିଦେଶକୁ ଉଡ଼ିବନି ବିମାନ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ପାଇଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲାଗିଥିବା ରୋକକୁ କେନ୍ଦ୍ର ସରକାର ୩୧ ଅଗଷ୍ଟ ଯାଏ ବୃଦ୍ଧି କରିଛନ୍ତି । ଏ ସମ୍ପର୍କରେ ଶୁକ୍ରବାର ଡିଜିସିଏ ପକ୍ଷରୁ ଏକ ବିଜ୍ଞପ୍ତି ଜାରି…

ଭାରତକୁ ମିଳିବ ଆଉ ଏକ କରୋନା ନିରୋଧି ସଞ୍ଜିବନୀ, ‘ମଡ଼ର୍ଣ୍ଣା’ ଟିକାକୁ ଡିସିଜିଆଇ ମିଳିଲା ମଞ୍ଜୁରି

ନୂଆଦିଲ୍ଲୀ,(ଭାସ୍କର ନ୍ୟୁଜ୍) :  ଦେଶବାସୀଙ୍କୁ ମିଳିବାକୁ ଯାଉଛି ଆଉ ଏକ କରୋନା ନିରୋଧି ଟିକା । ଫଳରେ ଭାରତରେ ଏବେ ଚତୁର୍ଥ କରୋନା ଟିକାର ବ୍ୟବହାର ଆରମ୍ଭ ହେବ । ପୂର୍ବରୁ କରୋନା ବିରୋଧୀ ଟିକାକରଣ ପାଇଁ ଭାରତ…

ଆଜି ଆସିବ ଅଗଷ୍ଟ ପାଇଁ ନୂଆ କରୋନା ଗାଇଡଲାଇନ୍‌: ଏବେ ସମ୍ପୂର୍ଣ୍ଣ ଅନ୍‌ଲକ୍‌ ହେବ କି ଓଡ଼ିଶା?

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ରାଜ୍ୟ ସରକାର ମହାମାରୀ କରୋନା ସଂକ୍ରମଣ ଉପରେ ବ୍ରେକ୍‌ ଲଗାଇବାକୁ ଜୁଲାଇ ମାସ ପାଇଁ ଜାରି କରିଥିବା ଗାଇଡ୍‌ଲାଇନ୍‌ର ଅବଧି ରବିବାର ସକାଳ ୬ଟାରେ ସମାପ୍ତ ହେବ । ତେଣୁ ଏହାପୂର୍ବରୁ…