CONDOM ଜିତାଇଲା ଅଲିମ୍ପିକ ପଦକ; ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଳୀ: କଣ୍ଡୋମ ସହାୟତାରେ ଅଲିମ୍ପିକ୍ସ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି ଅଷ୍ଟ୍ରେଲିଆର ମହିଳା କାୟାକିଂ (ନୌଚାଳନା) ଖେଳାଳି ଜେସିକା ଫକ୍ସ । ୨୭ ବର୍ଷୀୟା ଜେସିକା ଫକ୍ସ କାଂସ୍ୟ ପଦକ ଜିତିବା ସହିତ ପୋଡିୟମରେ…

ହସରଙ୍ଗାଙ୍କୁ ୪ ୱିକେଟ; ୮୧ ରନରେ ସୀମିତ ଭାରତ

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଅନ୍ତିମ ଟି-୨୦ରେ ଭାରତୀୟ ଦଳ ମାତ୍ର ୮୧ ରନରେ ସୀମିତ ରହିଛି । ଭାରତୀୟ ଅଧିନାୟକ ଶିଖର ଧୱନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତେବେ କରୋନାରେ…

୨୯ ମିଡିଆ ହାଉସ ବିରୋଧରେ ଶିଳ୍ପାଙ୍କ ୨୫ କୋଟିର ମାନହାନି

ମୁମ୍ବାଇ: ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲାରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ବିଭିନ୍ନ ମିଡିଆ ଦ୍ୱାରା ପ୍ରକାଶ ପାଇଥିବା ଖବର ବିରୋଧରେ ଶିଳ୍ପା କୋର୍ଟଙ୍କ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଠନ ହେଲା କଂଗ୍ରେସ କମିଟି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଗାମୀ ତ୍ରିସ୍ତରୀୟ ପଂଚାୟତ ରାଜ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ରାଜ୍ୟସ୍ତରୀୟ କମିଟି ଘୋଷଣା କରିଛନ୍ତି । ଏହି କମିଟିରେ…

ନିର୍ଣ୍ଣାୟକ ଟି-୨୦ରେ ଭାରତର ବ୍ୟାଟିଂ ନିଷ୍ପତ୍ତି; WARRIERଙ୍କ ପଦାର୍ପଣ

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ଭାରତୀୟ ଅଧିନାୟକ ଶିଖର ଧୱନ ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛନ୍ତି । ଦ୍ୱିତୀୟ…

କନ୍ଧମାଳ ଦଙ୍ଗା: ୨୪ ଦୋଷୀଙ୍କୁ ୨ ବର୍ଷ ଜେଲ,ଜୋରିମାନା……

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କନ୍ଧମାଳ ଦଙ୍ଗା । ୨୦୦୮ ମସିହାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ମୃତ୍ୟୁ ପରେ କନ୍ଧମାଳରେ ଦେଖା ଦେଇଥିବା ଦଙ୍ଗାକୁ ନେଇ ଆଜିବି ଜାରି ରହିଛି ରାଜନୈତିକ କାଦୁଅ ଫିଙ୍ଗା । ହଜାର…

NCB DG ହେଲେ ସତ୍ୟ ନାରାୟଣ; ଟପ୍ RANKରେ ଆଉ ଜଣେ ଓଡ଼ିଆ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସ୍ଥାନ ପାଇଛନ୍ତି ଆଉ ଜଣେ ଓଡ଼ିଆ ପୁଅ । ଓଡିଶା ନିବାସୀ ତଥା ଝାରଖଣ୍ଡ କ୍ୟାଡରର ଆଇପିଏସ୍ ସତ୍ୟନାରାୟଣ ପ୍ରଧାନ ଏନସିବି ଡିଜି…

୭ ଦିନରେ ୫୪ କୋଟି ବର୍ବାଦ; ସଂସଦ ଚାଲିଛି ମାତ୍ର ୧୨ ଘଣ୍ଟା

ନୂଆଦିଲ୍ଲୀ: ଭାରତରେ ଲୋକ ପ୍ରତିନିଧି ମାନେ ଲୋକଙ୍କ ପାଇଁ କେତେ ଚିନ୍ତିତ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ୧୯ ଜୁଲାଇରୁ ଆରମ୍ଭ ହୋଇଥିବା ସଂସଦୀୟ ମୌସୁମୀ ଅଧିବେଶନରେ ଏଭଳି ଘଟଣା ଦେଖିବାକୁ ମିଳିଛି ।…

‘ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ରଖୁଛି ନୂତନ ଶିକ୍ଷାନୀତି’

ନୂଆଦିଲ୍ଲୀ: ଜାତୀୟ ଶିକ୍ଷାନୀତି ଲାଗୁ ହେବାର ଏକ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୨୦ରେ ଲାଗୁ କରାଯାଇଥିବା ଏହି ଶିକ୍ଷା ନୀତି ଛାତ୍ରଛାତ୍ରୀଙ୍କୁ…

ରେକର୍ଡ ଟାଇମିଂ ହାସଲ କରି ମଧ୍ୟ ସେମିରୁ ବଞ୍ଚିତ ସାଜନ ପ୍ରକାଶ

ନୂଆଦିଲ୍ଳୀ: ଭାରତୀୟ ସନ୍ତରଣକାରୀ ସାଜନ ପ୍ରକାଶ ଚମକ୍ରାର ପ୍ରଦର୍ଶନ କରିଥିଲେ ହେଁ ଅଳ୍ପକେ ସେମି ଫାଇନାଲରୁ ବାଦ ପଡିଛନ୍ତି । ଗୁରୁବାର ଅନୁଷ୍ଠିତ ହିଟରେ ସାଜନ ପ୍ରକାଶ ଚମକ୍ରାର ପ୍ରଦର୍ଶନ କରି ନିଜର ଶ୍ରେଷ୍ଠ…