ପୂର୍ବ ଭାରତର ଶିଳ୍ପ ହବ୍‌ ହେବ ଓଡ଼ିଶା: ୧୫୩୭ କୋଟି ଟଙ୍କାର ୧୪ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜ୍ୟରେ ୧୪ଟି ଶିଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୩୬ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୩ ଶିଳ୍ପର ଉଦ୍‌ଘାଟନ କରିଛନ୍ତି । ସେହିପରି…

କୁଆଖାଇ ନଦୀପଠାରୁ ମୃତଦେହ ମିଳିବା ଘଟଣା: ଆସିଲା ପୋଷ୍ଟମର୍ଟମ୍‌ ରିପୋର୍ଟ, ଭିସେରା ରିପୋର୍ଟରୁ ସ୍ପଷ୍ଟ ହେବ ପୂରା ଘଟଣା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): କୁଆଖାଇ ନଦୀପଠାରୁ ମୃତଦେହ ମିଳିବା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏବେ କମିଶନରେଟ ପୋଲିସ ପକ୍ଷରୁ ଏହାର ତଦନ୍ତ କାର୍ଯ୍ୟକୁ ଜୋର୍‌ଦାର୍‌ କରିଛି । ଏହାରି ଭିତରେ ପୋଲିସ…

ବାଜିଲା ଟୋକିଓ ଅଲିମ୍ପିକ୍ସ ବିଗୁଲ, ବିନା ଦର୍ଶକରେ ହେଲା ରଙ୍ଗାରଙ୍ଗ୍‌ ଉଦ୍‌ଘାଟନ ଉତ୍ସବ; ଭାରତୀୟ ଦଳର ନେତୃତ୍ୱ ନେଲେ ମନପ୍ରୀତ ଓ ମେରୀକମ୍‌

ଟୋକିଓ (ଭାସ୍କର ନ୍ୟୁଜ୍): ବାଜିଲା ଟୋକିଓ ଅଲିମ୍ପିକ୍ସ ବିଗୁଲ୍‌ । ବିନା ଦର୍ଶକ ଓ ରଙ୍ଗାରଙ୍ଗ୍‌ ଉତ୍ସବ ସହ ଶୁକ୍ରବାର ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି ୩୨ତମ ଗ୍ରୀଷ୍ମକାଳୀନ ଟୋକିଓ ଅଲିମ୍ପିକ୍ସ କ୍ରୀଡ଼ା । ଜାପାନ…

ଆଜି ପ୍ରକାଶ ପାଇବ ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): କାଉନ୍‌ସିଲ୍‌ ଫର୍‌ ଦ ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେସନ୍‌ ଏକ୍‌ଜାମିନେସନ୍‌ (ସିଆଇଏସ୍‌ସିଇ) ପକ୍ଷରୁ ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶନିବାର ଅପରାହ୍‌ଣ…

ପଞ୍ଜାବ କଂଗ୍ରେସ କଳହରେ ପଡିବ ଯବନିକା: ଆଜି କାର୍ଯ୍ୟଭାର ଗ୍ରହଣ କରିବେ ନବଜୋତ୍ ସିଂ ସିଦ୍ଧୁ, ସମାରୋହକୁ ଯୋଗ ଦେବେ ଅମରିନ୍ଦର ସିଂ

ଚଣ୍ଡୀଗଡ଼ : ଦୀର୍ଘ ଦିନ ଧରି ପଞ୍ଜାବ କଂଗ୍ରେସ୍‌ରେ ସୃଷ୍ଟି ହୋଇଥିବା ଝଡ ଥମିବ ବୋଲି ଚର୍ଚ୍ଚା ହେଉଛି । ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ସଭାପତି ନବଜୋତ ସିଂହ ସିଦ୍ଧୁ ଏବଂ ୪ଜଣ କାର୍ଯ୍ୟକାରୀ ସଭାପତି…

୨୬ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ୟେଦୁରପ୍ପା

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଜେପିର ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପା ପଦରୁ ଇସ୍ତଫା ଦେବା ନେଇ ସଂକେତ ଦେଇଛନ୍ତି । ସେ କହିଛନ୍ତି କି…

ଆଜିଠୁ ଟୋକିଓ ଅଲିମ୍ପିକ୍ସ: ବିଶ୍ବ କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ ସମାରୋହରେ ଯୋଗ ଦେବେ ୨୬ ଭାରତୀୟ

ଟୋକିଓ,(ଭାସ୍କର ନ୍ୟୁଜ୍): ଆଜିଠୁ ଆରମ୍ଭ ହେବ ଟୋକିଓ ଅଲିମ୍ପିକ୍ସ । ଏହି କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ ସମାରୋହ ଅଲିମ୍ପିକ୍ସ ଷ୍ଟାଡ଼ିୟମ୍‌ରେ ହେବ ଏବଂ ଏହି ଉଦ୍‌ଘାଟନୀ ସମାରୋହରେ ଭାରତର ୨୬ ଜଣ ସଦସ୍ୟ ଭାଗ ନେବେ ।…

ଦୁଇ ସନ୍ତାନର ମା’ଙ୍କୁ ଧରି ଚମ୍ପଟ୍ ମାରୁଥିଲେ ଯୁବକ, ପହଞ୍ଚିଗଲା ପୋଲିସ; ଆଉ ତା’ ପରେ…

ନିମାପଡା (ଭାସ୍କର ନ୍ୟୁଜ୍‌): ଯୁବକଙ୍କ ପ୍ରେମରେ ପଡି ଧରାପଡିଲେ ୨ଟି ସନ୍ତାନ ଜନନୀ। ପ୍ରେମିକ ଜିଦ୍ ଧରିବାରୁ ଘରେ ଛୁଆଁକୁ ଛାଡ଼ି ଚମ୍ପଟ୍ ମାରିବାକୁ ଯୋଜନା କରିଥିଲେ ମହିଳା। କିନ୍ତୁ ଫେରାର ହେବା ଘଟଣା ଜଣାପଡ଼ି…

ପାଇଖାନାର ସେଣ୍ଟ୍ରିଂ ଖୋଲିବା ଯିବା ହେଲା କାଳ, ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ପ୍ରାଣହରାଇଲେ ୩ ଜଣ

ବ୍ରହ୍ମପୁର (ଭାସ୍କର ନ୍ୟୁଜ୍‌): ବ୍ରହ୍ମପୁର ସ୍ଥିତ ବିକ୍ରମପୁରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ପାଇଖାନାର ସେଣ୍ଟ୍ରିଂ ଖୋଲିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବିକ୍ରମପୁର ଗାଁର…

ଆଜି ନୀଳାଦ୍ରି ବିଜେ : ରତ୍ନସିଂହାସନକୁ ଫେରିବେ ନୀଳାଦ୍ରିନାଥ, ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ

ପୁରୀ (ଭାସ୍କର ନ୍ୟୁଜ୍): ଆଜି ନୀଳକନ୍ଦରକୁ ଫେରିବେ ନୀଳାଦ୍ରିନାଥ।  ସରିଲା ମହାପ୍ରଭୁଙ୍କ ଜନ୍ମବେଦି ଲୀଳା । ଏବେ ରତ୍ନ ସିଂହାସନକୁ ଫେରିବେ ମହାପ୍ରଭୁ । ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ ହେବେ ଦାରୁଦିଁଅ ।…