୪ ବର୍ଷରେ ସର୍ବନିମ୍ନ ସ୍ତରରେ ସୁନା ଦର; ଜାଣନ୍ତୁ ସୁନାରେ ନିବେଶ କରିବାର ଶ୍ରେଷ୍ଠ ଉପାୟ

ନୂଆଦିଲ୍ଲୀ : ସୁନା ଏପରି ଏକ ଅଳଙ୍କାର ଯାହା ଭାରତୀୟ ମହିଳାଙ୍କ ସବୁଠାରୁ ପ୍ରିୟ । ଭାରତ ଏପରି ଏକ ରାଷ୍ଟ୍ର ଯେଉଁଠାରେ ବିଶ୍ୱର ସବୁଠାରୁ ଅଧିକ ସୁନା ଗଚ୍ଛିତ ରହିଛି । ବୁଧବାର ଭାରତୀୟ ବଜାରରେ ସୁନା ଦର ୪୬ ହଜାର ୫୦୯…

ରାସ୍ତ।କଡରୁ ମିଳିଥିବା ଛୁଆକୁ ଛଡେଇ ନେଲା ପୋଲିସ; ସୁର ସାଜିଲେ ତ୍ରାଣକର୍ତ୍ତା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପଟିଆ ସ୍ଥିତ ଇନଫୋସିଟି ଥାନା ଅଧୀନରେ ଜନୈକ ଦମ୍ପତ୍ତିଙ୍କ ଛୁଆକୁ ପୋଲିସ ଛଡେଇ ନେଇଛି । ତେବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ହସ୍ତକ୍ଷେପ ପରେ ପୁନର୍ବାର ଶିଶୁଟିର ଲାଳନ ପାଳନ…

ଖୁସି ଖବର : DELTA ଭାରିଆଣ୍ଟ ବିପକ୍ଷରେ ପ୍ରଭାବଶାଳୀ କୋଭାକ୍ସିନ୍

ହାଇଦ୍ରାବାଦ: ପ୍ରଥମ ଭାରତୀୟ କରୋନା ଟିକା କୋଭାକ୍ସିନକୁ ନେଇ ଆଉ ଏକ ଖୁସି ଖବର । କରୋନା ଭାଇରସର ପରିବର୍ତ୍ତିତ ରୂପ DELTA ଭାରିଆଣ୍ଟ ବିପକ୍ଷରେ ଲଢିବାରେ ଏହି ସ୍ୱଦେଶୀ ଟିକା ସଫଳ ବୋଲି ରିପୋର୍ଟ ପ୍ରକାଶ ପାଇଛି ।…

ରାଜ୍ୟରେ ଆଂଶିକ ଲକଡାଉନ୍: ଜାଣନ୍ତୁ କ୍ୟାଟେଗୋରୀ A ଓ Bରେ କ’ଣ ଖୋଲା, କ’ଣ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ବଢ଼ିଛି ଆଂଶିକ ଲକଡାଉନ । ଜୁଲାଇ ୧୬ ଯାଏଁ ବଢ଼ିଲା ଆଂଶିକ ଲକଡାଉନ । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ଘୋଷଣା କରିଛନ୍ତି । ସମୁଦାୟ ୨୦ଟି ଜିଲ୍ଲାକୁ…

ଖେଳ ରତ୍ନ ପାଇଁ ରବିଚନ୍ଦ୍ରନ ଅଶ୍ଵିନ ଓ ମିତାଲି ରାଜଙ୍କ ନାମ ସୁପାରିଶ, ଅର୍ଜୁନ ଆଓ୍ଵାର୍ଡ ପାଇଁ ଏହି ଖେଳାଳିଙ୍କ ନାମ ସାମିଲ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏକ ଦିବସୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ମିତାଲି ରାଜ ଓ ଭାରତୀୟ କ୍ରିକେଟ୍ ଦଳର ତାରକା ସ୍ପିନର ରବି ଚନ୍ଦ୍ରନ ଅଶ୍ଵିନଙ୍କ ନାମ ରାଜୀବ ଗାନ୍ଧୀ ଖେଳ…

ବିନା ହାର୍ଟରେ ୫୫୫ ଦିନ ଜୀବିତ ରହିଲେ ଏହି ବ୍ୟକ୍ତି; ଜାଣନ୍ତୁ କେମିତି

ନୂଆଦିଲ୍ଲୀ : ହୃଦୟ ବିନା ବଞ୍ଚିବା ଅସମ୍ଭବ। ଜୀବନ ପାଇଁ ସବୁଠୁ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ମଧ୍ୟରୁ ହୃଦୟ ଗୋଟିଏ। ଏହା ବିନା ମଣିଷ ବଞ୍ଚିବା କଳ୍ପନା କରାଯାଇ ପାରିବ ନାହିଁ। ମାତ୍ର ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ…

କରୋନାରେ ମୃତ୍ୟୁ ହେଲେ ପରିଜନଙ୍କୁ ମିଳିବ କ୍ଷତିପୂରଣ, ସୁପ୍ରିମକୋର୍ଟଙ୍କ ଆଦେଶ- ରାଶି ନିର୍ଦ୍ଧାରଣ କରନ୍ତୁ ସରକାର

ନୂଆଦିଲ୍ଲୀ : କରୋନାରେ ପ୍ରାଣ ହରାଇଥିବା ମୃତକଙ୍କ ପରିଜନଙ୍କୁ କ୍ଷତିପୂରଣ ଦାବିରେ ସୁପ୍ରିମକୋର୍ଟରେ ଦାଖଲ ଆବେଦନ ଉପରେ ବୁଧବାର ବଡ ନିଷ୍ପତ୍ତି ଆସିଛି। ସର୍ବୋଚ୍ଚ ନ୍ୟାୟାଳୟ କରୋନାରେ ମୃତ୍ୟୁ ଘଟିଥିବା ମୃତକଙ୍କ…

କ୍ୟାପଟେନ ବନାମ କ୍ରିକେଟର: ସିଦ୍ଧୁଙ୍କ ସହ ରାହୁଲ-ସୋନିଆଙ୍କୁ ଭେଟିଲେ ପ୍ରିୟଙ୍କା,  ପଞ୍ଜାବ ବିବାଦରେ ଶୀଘ୍ର ପଡିବ ପୂର୍ଣ୍ଣଛେଦ ?

ନୂଆଦିଲ୍ଲୀ : ପଞ୍ଜାବ କଂଗ୍ରେସରେ ଜାରି  କଳହ ଥମିବାର ନାଁ ଧରୁନାହିଁ। ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାପଟେନ ବନାମ କ୍ରିକେଟର ମଧ୍ୟରେ ଜାରି ବିବାଦ ପାର୍ଟି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ପାର୍ଟି…

ଅକ୍ଟୋବର ୧୭ରୁ ଟି-୨୦ ବିଶ୍ୱକପ୍‌, ଓମାନରେ ୮ ଦଳକୁ ନେଇ ପ୍ରଥମ ରାଉଣ୍ଡ୍‌ ମୁକାବିଲା

ଦୁବାଇ (ଓଡ଼ିଶା ଭାସ୍କର): କରୋନା ଆତଙ୍କ ନେଇ ଭାରତ ଚଳିତ ବର୍ଷ ଆୟୋଜନ କରିବାକୁ ଥିବା ଟି-୨୦ କ୍ରିକେଟ ବିଶ୍ୱକପ୍‌ ୟୁନାଇଟେଡ ଆରବ ଏମିରେଟ୍ସକୁ ସ୍ଥାନାନ୍ତର କରିଥିବା ବେଳେ ଏହା ଆସନ୍ତା ଅକ୍ଟୋବର ୧୭ରୁ ନଭେମ୍ବର ୧୪…

ମୋଦିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଏୟାରଫୋର୍ସ ଷ୍ଟେସନ୍‌ ବିସ୍ଫୋରଣରେ ସାମିଲ ଆତଙ୍କୀ ସଙ୍ଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଶଙ୍କା

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ୍‌, କେନ୍ଦ୍ର ଗୃହମନ୍ତ୍ରୀ…