ପଶ୍ଚିମବଙ୍ଗ ଆକାଶରୁ ଖସିଲା ମୃତ୍ୟୁର ବିଜୁଳି, ୩ ଜିଲ୍ଲାରେ ୨୦ଜଣଙ୍କ ଜୀବନ ନେଲା ବଜ୍ରପାତ

କଲୋକତା (ଓଡ଼ିଶା ଭାସ୍କର)  ପଶ୍ଚିମବଙ୍ଗ ଏକ ଦୁଃଖଦ ଆସିଛି । ହଠାତ୍ ଆକାଶରୁ ମୃତ୍ୟୁ ହୋଇ ଖସିଲା ବିଜୁଳି। ବଜ୍ରପାତରେ ୩ ଜିଲ୍ଳାର ପ୍ରାୟ ୨୦ଜଣ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି। କଲୋକତା ସମେତ ବିଭିନ୍ନ…

ବୁଲେଟ୍‌ ଟ୍ରେନ୍‌, ବୋଇଂ ବିମାନଠୁ ଦ୍ରୁତ ‘ହାଇପର୍‌ଲୁପ୍‌’, ଏହି ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ

ନୂଆଦିଲ୍ଳୀ (ଓଡ଼ିଶା ଭାସ୍କର) : ବେଶ କିଛି ଦିନ ଧରି ଏକ ନୂଆ କୌଶଳକୁ ନେଇ ଜୋର୍‌ଦାର ଚର୍ଚ୍ଚା ହେଉଛି, ଯାହା ସାର୍ବଜନୀନ ଯାତାୟତ ପଦ୍ଧତିକୁ ସମ୍ପୂର୍ଣ୍ଣ ଭାବେ ବଦଳାଇଦେବ ବୋଲି ଦାବି କରାଯାଉଛି । ଏହି କୌଶଳର ନାଁ…

ୟୁଏଇ ପରେ ଟି-୨୦ ବିଶ୍ୱ କପ୍ ଆୟୋଜନ ଦୌଡରେ ସାମିଲ ହେଲା ଏହି ଦେଶ, ବିସିସିଆଇ ସହ ଚାଲିଛି ଆଲୋଚନା

ନୂଆଦିଲ୍ଲୀ : ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ଟି-୨୦ ବିଶ୍ୱ କପ ୨୦୨୧ର ଆୟୋଜନ ଭାରତରେ ହେବ କି ନାହିଁ ସସପେନ୍ସ ଜାରି ରହିଛି । କିନ୍ତୁ ବିସିସିଆଇ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅନ୍ୟ ଦେଶରେ ହେଲେ…

ସାଧାରଣ ଜନତାଙ୍କୁ ଝଟକା : ଆଜି ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦାମ, ଜାଣନ୍ତୁ କେତେ ମହଙ୍ଗା ହେଲା ତେଲ ଦର

ନୂଆଦିଲ୍ଲୀ : କରୋନା ସଂକ୍ରମଣ ପରି ଦେଶରେ ତେଲ ଦର ଥମିବାର ନାଁ ଧରୁନାହିଁ । ଦିନକୁ ଦିନ ପେଟ୍ରୋଲ-ଡିଜେଲ ଦାମ ବଢିବାରେ ଲାଗିଛି । ଏପରିକି ଅନେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ପେଟ୍ରୋଲ ୧୦୦ ଅତିକ୍ରମ କରି…

ଜରନୈଲ ସିଂ ଭିନ୍ଦ୍ରାନୱାଲେଙ୍କୁ ସହିଦ ଦର୍ଶାଇ ଫସିଲେ ହରଭଜନ ସିଂହ, ହେଲେ ଜୋରଦାର ଟ୍ରୋଲର ଶିକାର

ନୂଆଦିଲ୍ଲୀ : ଭାରତୀୟ ଦଳର ତାରକା ଅଫ ସ୍ପିନର ହରଭଜନ ସିଂହ ଏମିତି କିଛି ତ୍ରୁଟି କରିଛନ୍ତି, ଯେଉଁ କାରଣରୁ ତାଙ୍କୁ ଏବେ ଟ୍ୱିଟରରେ ଟ୍ରୋଲ୍ କରାଯାଉଛି । ଭଜି ନିଜର ଇନଷ୍ଟାଗ୍ରାମ ପେଜରେ ଅପରେସନ ବ୍ଲୁ ଷ୍ଟାରର ୩୭ତମ…

ନୂଆ ଗାଇଡଲାଇନ: ଏବେ ବିନା ଲକ୍ଷଣ ରୋଗୀଙ୍କୁ ଔଷଧ ଖାଇବା ଦରକାର ନାହିଁ, ପୁଷ୍ଟିକର ଖାଦ୍ୟ ଖାଇ ସୁସ୍ଥ ହୋଇ ପାରିବେ

ନୂଆଦିଲ୍ଲୀ : କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଚିକିତ୍ସାର ଗାଇଡଲାଇନରେ ପରିବର୍ତନ କରିଛନ୍ତି । ଏହା ଅନୁଯାୟୀ, ଯେଉଁ ରୋଗୀଙ୍କଠାରେ କରୋନା ଲକ୍ଷଣ ନାହିଁ କିମ୍ବା ହାଲୁକା ଲକ୍ଷଣ ରହିଛି, ସେମାନଙ୍କୁ କୌଣସି…

ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ କୋଭୋଭ୍ୟାକ୍ସକୁ ମିଳିଲା ଡିସିଜିଆଇର ମଞ୍ଜୁରୀ

ନୂଆଦିଲ୍ଲୀ (ଓଡିଶା ଭାସ୍କର) : ଡ୍ରଗ୍ସ କଣ୍ଟ୍ରୋଲର ଅଫ୍‌ ଇଣ୍ଡିଆ ତରଫରୁ କରୋନା ଭୂତାଣୁର ସମ୍ଭାବିତ ଟିକା କୋଭୋଭ୍ୟାକ୍ସର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହି ପରୀକ୍ଷଣ ବିନା…

କରୋନା ସଂକ୍ରମିତ ଶବଠୁ ଲୁଟ୍‌ : ସୁନାଚେନ ଓ ମୋବାଇଲ ଫୋନ ଜବତ, କୋଭିଡ ହସ୍ପିଟାଲ କର୍ମଚାରୀଙ୍କ ସମେତ ୩ ଗିରଫ

କେନ୍ଦୁଝର (ଓଡ଼ିଶା ଭାସ୍କର): କେନ୍ଦୁଝର କୋଭିଡ ଡାକ୍ତରଖାନାର ଅବ୍ୟବସ୍ଥା ବାବଦରେ ବିଗତ ଦିନରେ ଅନେକ ଥର ଖବର ପ୍ରକାଶ ପାଇଥିଲେ ମଧ୍ୟ ଜିଲ୍ଲାପ୍ରଶାସନ ଏବଂ ସରକାରଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ନଥିଲା।…

ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ, ବଡ଼ ଦୁର୍ଘଟଣାରୁ ଅକ୍ପକେ ବର୍ତ୍ତିଗଲା ଟ୍ରେନ୍

କେନ୍ଦୁଝରେ (ଓଡ଼ିଶା ଭାସ୍କର) :  କେନ୍ଦୁଝର ଗଡ଼ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହେବା ଫଳରେ ଟ୍ରେନ ଚଳାଚଳରେ ବ୍ୟାହତ ସୃଷ୍ଟି ହୋଇଛି । ରବିବାର ଦିନ ପ୍ରାୟ ୧୨.୩୦ ମି. ସମୟରେ ନୟାଗଡ଼ ସାଇଡିଂ…

ଡ୍ୟୁଟି ସମୟରେ ଟ୍ରକ୍ ଧକ୍କାରେ ଚାଲିଗଲା ଟ୍ରାଫିକ୍ କନଷ୍ଟେବଳଙ୍କର ଜୀବନ, ଅନ୍ତିମ ସଂସ୍କାର ପୂର୍ବରୁ ଦିଆଗଲା ଗାର୍ଡ ଅଫ ଅନର

ଭୁବନେଶ୍ୱର,(ଓଡ଼ିଶା ଭାସ୍କକ): ଡ୍ୟୁଟି ସମୟରେ ଚାଲିଗଲା ଟ୍ରାଫିକ୍ କନଷ୍ଟେବଳଙ୍କର ଜୀବନ। ଟ୍ରାଫିକ୍ ପୋଷ୍ଟରେ ନକଟରେ ଧକ୍କା ଦେଲା ଟ୍ରକ୍। ଏଭଳି ଅଭାବନୀୟ ଘଟଣା ତମାଣ୍ଡୋ ଥାନା ଗୋହିରିଆ ଛକରେ ଘଟିଛି। ସୂଚନା…