ଘଟିବ ନେତନ୍ୟାହୁ ଯୁଗର ଅବସାନ, କ୍ଷମତାର ନିକଟତର ନେଫଟାଲି ବେନେଟ୍‌, ବଢିବ ମୁସଲିମ୍ ଦେଶର ମୁସ୍କିଲ

ନୂଆଦିଲ୍ଲୀ : ପାଲେଷ୍ଟାଇନ ସହ ସଂଘର୍ଷ ଥମିବାର କେଇ ଦିନ ନଯାଉଣୁ ଇସ୍ରାଏଲରେ ରାଜନୀତି ଚଳଚଂଚଳ ହୋଇ ଉଠିଛି । ଇସ୍ରାଏଲରେ ଦୀର୍ଘ ୧୨ ବର୍ଷ ଧରି ଜାରି ବେଞ୍ଜାମିନ ନେତନ୍ୟାହୁଙ୍କ ଯୁଗର ଅବସାନ ଘଟିବାକୁ ଯାଉଛି ।…

ଟୋକିଓ ଅଲିମ୍ପିକ୍ସକୁ ସମର୍ଥନ କରିବେ ଜି-୭ ରାଷ୍ଟ୍ର, କ୍ରୀଡା ଆୟୋଜନକୁ ନେଇ ଜାପାନଲୋକଙ୍କ ବିରୋଧ ଜାରି

ଟୋକିଓ (ଓଡ଼ିଶା ଭାସ୍କର) : କରୋନା ଆତଙ୍କ ମଧ୍ୟରେ ଟୋକିଓ ଅଲିମ୍ପିକ୍‌ କ୍ରୀଡା ଆୟୋଜନକୁ ଜାପାନର ବହୁ ସଂଖ୍ୟକ ଲୋକ ଓ ଡାକ୍ତର ସଂଘ ପ୍ରବଳ ବିରୋଧ କରୁଥିବା ବେଳେ ଗ୍ରୁ-୭ ରାଷ୍ଟ୍ର ସମୂହ ଏହି ସର୍ବବୃହତ କ୍ରୀଡାକୁ…

ଶିଶୁଙ୍କ ଉପରେ ‘କୋଭାକ୍ସିନ୍‌’ର ଟ୍ରାଏଲ୍‌ ଆରମ୍ଭ, ପିଲାଙ୍କ ଉପରେ ଟିକା ଫଳପ୍ରଦ ସାବ୍ୟସ୍ତ ହେଲେ ଖୁବ୍‌ଶୀଘ୍ର ୨ରୁ ୧୮ ବର୍ଷୀୟଙ୍କୁ ଦିଆଯିବ…

ନୂଆଦିଲ୍ଲୀ/ ପାଟନା: କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ କେନ୍ଦ୍ର ସରକାର ଏବେ ଶିଶୁଙ୍କୁ କରୋନା ଟିକା ଦେବାକୁ ଲକ୍ଷ୍ୟ ରଖି କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି କ୍ରମରେ ବୁଧବାର…

ୟୁଏଇରେ ଟି-୨୦ ବିଶ୍ୱକପ୍‌ କରିବାକୁ ଆଇସିସିର ଇଛା, ସବୁ ଦିଗ ଉପରେ ଚାଲିଛି ବିଚାର ବିମର୍ଷ

ଲଣ୍ଡନ (ଓଡ଼ିଶା ଭାସ୍କର) : ଭାରତରେ କରୋନା ପରିସ୍ଥିତି ଭୟଙ୍କର ରୂପ ଧାରଣ କରି ଥିବାରୁ ଶୀଘ୍ର ଏହା ସମ୍ପୂର୍ଣ୍ଣ ହଟିବା ସମ୍ଭବ ନୁହେଁ ବୋଲି ସମସ୍ତଙ୍କର ଅନୁମାନ । ତେଣୁ ଗତ ମଙ୍ଗଳବାର ଦିନ ଦୁବାଇରେ ଅନୁଷ୍ଠିତ ଆଓସି…

ରାଜଧାନୀରେ ୨ଜଣ ଧଳାଜହର ବେପାରିଙ୍କୁ କାବୁ କରିବାରେ କମିଶନରେଟ୍‌ ପୋଲିସ ୬ ଲକ୍ଷ ଟଙ୍କ ବ୍ରାଉନସୁଗର ଓ ଦୁଇଟି ମୋବାଇଲ ସହ ବାଇକ୍‌ ଜବତ

ଭୁବନେଶ୍ବର (ଓଡ଼ିଶା ଭାସ୍କର) : ଦୁଇ ଜଣ ବ୍ରାଉନସୁଗର ବେପାରିଙ୍କୁ କାବୁ କରିବାରେ କମିଶନରେଟ୍‌ ପୋଲିସ ସଫଳ ହେଇଛି । ଲକ୍ଷ୍ମୀସାଗର ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ କଟକ ରୋଡରେ ଏମାନଙ୍କୁ ମାଡି ବସିଥିଲା।…

ପ୍ରାଚୀନ ଜନଜାତିଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍‌ ପ୍ୟାକେଜ୍‌ ଘୋଷଣା, କୋଭିଡ୍‌ ଆକ୍ରାନ୍ତ ସମସ୍ତ ପରିବାରକୁ ଶୁଖିଲା ରାସନ୍‌ କିଟ୍‌ ସହ ମିଳିବ…

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶାରେ ପ୍ରାଚୀନ ଜନଜାତିମାନଙ୍କର ବସତି ଅଞ୍ଚଳରେ କୋଭିଡ୍‌ ସଂକ୍ରମଣ ଲାଗି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପିଭିଟିଜି ମାନଙ୍କ ପାଇଁ ସ୍ପେସାଲ…

୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୪ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆସନ୍ତା ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର କନ୍ଧମାଳ, ଗଞ୍ଜାମ , ଗଜପତି ଓ ବୌଦ୍ଧରେ ପ୍ରବଳ ବର୍ଷା…

ବିହାରରେ ଇଞ୍ଜିନିୟରିଂ ଓ ମେଡିକାଲ୍ କଲେଜ୍‌ରେ ଛାତ୍ରୀଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷିତ, ନୀତିଶଙ୍କ ବଡ ଘୋଷଣା

ପାଟନା: ବିହାରରେ ଯୁବତୀଙ୍କ ଉଚ୍ଚ ଶିକ୍ଷାକୁ ନେଇ ନୀତିଶ ସରକାର ବଡ ଘୋଷଣା କରିଛନ୍ତି। ରାଜ୍ୟର ଇଞ୍ଜିନିୟରିଂ ଓ ମେଡିକାଲ କଲେଜ୍‌ରେ ଛାତ୍ରୀଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷିତ ରଖାଯିବ ବୋଲି ରାଜ୍ୟ ସରକାର…

ଓଡ଼ିଶାରେ ପ୍ରଥମ: ରାଜଧାନୀରେ ଆରମ୍ଭ ହେଲା ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ “ଅମୃତ ଧାରା” ଯୋଜନା, କୋଭିଡ୍ ହସ୍ପିଟାଲରେ ବେଡ୍ ମିଳିବା ଯାଏଁ…

ଭୁବନେଶ୍ବର (ଓଡ଼ିଶା ଭାସ୍କର) : ଓଡ଼ିଶାରେ ପ୍ରଥମଥର ପାଇଁ ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ ଭୁବନେଶ୍ବରର ପଟିଆ ବିଗ ତ୍ରିଷ୍ଣା ବ୍ନକ୍ୟୁଇଟ ଠାରେ ଆରମ୍ଭ କରାଯାଇଛି। ‘ଅମୃତ ଧାରା’ ନାମରେ ଏହି ଯୋଜନା ଆରମ୍ଭ ହୋଇଛି।…

ଇଂଲଣ୍ଡ ଗସ୍ତ ପୂର୍ବରୁ ବିରାଟଙ୍କ ହୁଙ୍କାର, କହିଲେ- ଦଳ ଉପରେ କୌଣସି ଚାପ ନାହିଁ

ମୁମ୍ବାଇ : ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ୍ ପାଇଁ ଇଂଲଣ୍ଡ ଗସ୍ତ ପୂର୍ବରୁ ବୁଧବାର ଅଧିନାୟକ ବିରାଟ କୋହଲି ଏବଂ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ବୁଧବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଅନଲାଇନ୍‌ରେ…