Featured ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଉତ୍କଳ ଗ୍ରନ୍ଥାଗାର ସଂଘ ପକ୍ଷରୁ କୃତଜ୍ଞତା Abinash Kumar Dhal Jun 29, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ଓ ଶିକ୍ଷା ସଚିବଙ୍କୁ କୃତଜ୍ଞତା ଜ୍ଞାପନ କରିଛି ଉତ୍କଳ ଗ୍ରନ୍ଥାଗାର ସଂଘ । ଜୁନ୍ ୪, ୨୦୨୧ରେ ରାଜ୍ୟରେ ରହିଥିବା ସରକାରୀ ମହାବିଦ୍ୟାଳୟରେ…
Featured ମହିଳା ଦିନିକିଆ ରାଙ୍କିଙ୍ଗ: ଟପ୍-୫ରେ ମିଥାଲି Abinash Kumar Dhal Jun 29, 2021 ଦୁବାଇ: ଭାରତୀୟ ମହିଳା ଦିନିକିଆୂ ଦଳର ଅଧିନାୟିକା ମିଥାଲି ରାଜ ସଦ୍ୟ ପ୍ରକାଶିତ ଦିନିକିଆ ରାଙ୍କିଙ୍ଗରେ ଟପ୍-୫ରେ ପ୍ରବେଶ କରିଛନ୍ତି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ମିଥାଲି ୭୬ ରନର ଇନିଂସ ଖେଳିବା ସହିତ…
Featured ବହୁ ରୋଗର ମହୌଷଧି ଜାମୁ କୋଳି…ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ପାଚନଶକ୍ତିକୁ ମଜଭୁତ୍ କରେ Abinash Kumar Dhal Jun 29, 2021 ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ସବୁ ଫଳରେ କିଛି ନା କିଛି ଔଷଧୀୟ ଗୁଣ ଭରି ରହିଛି । ଏଭଳି ଫଳଗୁଡ଼ିକ ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ହିତକର ହୋଇଥାଏ । ସେହିଭଳି ଔଷଧୀୟ ଗୁଣରେ ଭରପୂର ଏକ ଫଳ ହେଉଛି ଜାମୁକୋଳି…
Featured କରୋନା ଔଷଧ ମାମଲାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ସୋନୁ ସୁଦ୍; କଣ କହିଲେ ଜାଣନ୍ତୁ Abinash Kumar Dhal Jun 29, 2021 ମୁମ୍ବାଇ : କରୋନା ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ଘରେ ପହଞ୍ଚାଇ ବେଶ୍ ପ୍ରଶଂସା ସାଉଁଟିଥିଲେ ସୋନୁ ସୁଦ୍ । ତେବେ ପରବର୍ତ୍ତୀ ସମୟରେ ସାଧାରଣ ଲୋକଙ୍କ ନିକଟରେ କରୋନା ଔଷଧ ପହଞ୍ଚାଇ ବିବାଦ ଘେରକୁ ଟାଣି ହୋଇ ଆସିଥିଲେ…
Featured କୋଭିଡ଼୍-୧୯ ଟେଷ୍ଟ କଲେ ମିଳିବ ପିଜା, ଜାଣନ୍ତୁ କେଉଁଠି… Abinash Kumar Dhal Jun 29, 2021 ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ସିଡ୍ନୀରେ ଥିବା ଏକ ପିଜା ଦୋକାନ କୋଭିଡ଼୍ ପରୀକ୍ଷା କରିବାକୁ ଯାଇ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ଲୋକଙ୍କୁ ମାଗଣାରେ ପିଜା ପ୍ରଦାନ କରୁଛି । ସିଡନୀରେ ଥିବା ଏହି ପିଜା…
Featured ଅଶ୍ଲୀଳ ଶୀର୍ଷକ ପାଇଁ ଅଡୁଆରେ ଟ୍ୱିଟ୍ଟର ଇଣ୍ଡିଆ: ଦିଲ୍ଲୀ ପୋଲିସର ମାମଲା ରୁଜୁ Abinash Kumar Dhal Jun 29, 2021 ନୂଆଦିଲ୍ଲୀ : ଟ୍ୱିଟ୍ଟର ଇଣ୍ଡିଆକୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉଁନାହିଁ । ମଙ୍ଗଳବାର ଦିଲ୍ଲୀ ପୋଲିସର ସାଇବର ସେଲ ପକ୍ଷରୁ ଅଶ୍ଲୀଳ ଶୀର୍ଷକ(ଚାଇଲ୍ଡ ପର୍ଣ୍ଣୋଗ୍ରାଫି) ପାଇଁ ଏହି ମାମଲା ରୁଜୁ…
Featured ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନୂଆ ଇନିଙ୍ଗ୍ସ ଆରମ୍ଭ କରିବେ ଦବଙ୍ଗ ଗାର୍ଲ ସୋନାକ୍ଷୀ, ସୁପର୍ଷ୍ଟାର ଚିରଞ୍ଜୀବୀଙ୍କ ସହ କରିବେ ଅଭିନୟ Abinash Kumar Dhal Jun 29, 2021 ମୁମ୍ବାଇ (ଓଡ଼ିଶା ଭାସ୍କର) : ବଲିଉଡ୍ରେ ନିଜ ଅଭିନୟର କମାଲ୍ ଦେଖାଇବା ପରେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ଆଗାମୀ ଦିନରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ତାଙ୍କର ନୂଆ ଇନିଙ୍ଗ୍ସ ଆରମ୍ଭ କରିବାକୁ ଯାଉଛନ୍ତି ।…
Breaking News ବରଗଡରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ Abinash Kumar Dhal Jun 29, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଏକ କୋଭିଡ ହସ୍ପିଟାଲର ଉଦ୍ଘାଟନ କରିଛନ୍ତି । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡରେ ଏହି ୧୦୦ ଶଯ୍ୟା ବିଶିଷ୍ଟ…
Featured ଜାଣନ୍ତୁ କାହିଁକି ସୋସିଆଲ୍ ମିଡିଆ ଛାଡିଲେ ମାନୁ ଭାକେର୍; ଭାରତ ପାଇଁ ଜିତିଛନ୍ତି ସ୍ୱର୍ଣ୍ଣ ପଦକ Abinash Kumar Dhal Jun 29, 2021 ନୂଆଦିଲ୍ଲୀ: ଯୁବ ଭାରତୀୟ ଶୁଟିଂ ଷ୍ଟାର ମାନୁ ଭାକେର ସୋସିଆଲ ମିଡିଆ ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ମାନୁ ସବୁଦିନ ପାଇଁ ସୋସିଆଲ ମିଡିଆ ଛାଡୁ ନାହାନ୍ତି । ଆସନ୍ତା ଟୋକିଓ ଅଲିମ୍ପିକ୍ସ ଶେଷ ହେବା ଯାଏଁ…
Featured ୧୧ ବର୍ଷ ବୟସରେ ସନ୍ତାନ ଜନ୍ମ କଲେ ବାଳିକା Abinash Kumar Dhal Jun 29, 2021 ଲଣ୍ଡନ: ବ୍ରିଟେନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ୧୧ ବର୍ଷୀୟା ବାଳିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଘଟଣାକୁ ନେଇ ବାଳିକାଙ୍କ ପରିବାର ବର୍ଗ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ୩୦…