ବର ସାଜିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍, ପ୍ରେମିକା କ୍ୟାରୀ ସାଇମଣ୍ଡ୍ସଙ୍କ ଧରିବେ ହାତ
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍ ଆସନ୍ତା ବର୍ଷ ତୃତୀୟଥର ବିବାହ କରିବାକୁ ଯାଉଛନ୍ତି । ସେ ନିଜର ପ୍ରେମିକା କ୍ୟାରୀ ସାଇମଣ୍ଡ୍ସଙ୍କୁ ବିବାହ କରିବେ ।୨୦୨୨ ଜୁଲାଇ ୨୨ରେ…