ମାଡ଼ି ଆସୁଛି ‘ୟଶ’: ବାତ୍ୟାର ଭୀଷଣ ରୂପକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ ଜାରି
ଭୁବନେଶ୍ୱର (ଓଡିଶା ଭାସ୍କର ) : ବଙ୍ଗୋପସାଗରରୁ ମାଡ଼ି ଆସୁଥିବା ବାତ୍ୟା ‘ୟଶ’। ଭେରି ସିଭିୟର ସାଇକ୍ଲୋନ ଅବସ୍ଥାରେ ମୁହାଁଉଥିବ ସେଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍…