ବଜାରରେ ମିଳୁଥିବା ଟୁଥପେଷ୍ଟ ପିଲାଙ୍କୁ ଦେବା ପୂର୍ବରୁ ଧ୍ୟାନ ଦିଅନ୍ତୁ, ନଚେତ କୁପରିଣାମ ଭୋଗିବେ ଆପଣଙ୍କ ଶିଶୁ
ନୂଆଦିଲ୍ଲୀ: ଆମେ ସମସ୍ତେ ଦାନ୍ତ ସଫା କରିବା ପାଇଁ ପେଷ୍ଟର ବ୍ୟବହାର କରୁ। ଏଥିପାଇଁ ସମସ୍ତେ ନିଜ ପସନ୍ଦର ଟୁଥପେଷ୍ଟ ବ୍ୟବହାର କରନ୍ତି । କେତେକ ଫୋମ୍ ଟୁଥପେଷ୍ଟକୁ ପସନ୍ଦ କରୁଥିବାବେଳେ କେତେକ ଏହାର ଗୁଣକୁ ପସନ୍ଦ…