fbpx
BJD SKY
BJD SKY

ନଦୀରୁ ୩୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ମୋବାଇଲ ଜବତ କଲା BSF: ତସ୍କରୀ ପାଇଁ ପଠାଯାଉଥିଲା ବାଙ୍ଗଲାଦେଶ

ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଭାରତ-ବାଙ୍ଗଲାଦେଶ ଅନ୍ତରାଷ୍ଟ୍ରୀୟ ସୀମାରେ ନିୟୋଜିତ ବିଏସଏଫ ଯବାନ ଅନେକ ମୋବାଇଲ ଜବତ କରିଛନ୍ତି । ଯାହାର ସଂଖ୍ୟା ୩୧୭ ରହିଛି । ଏଗୁଡ଼ିକ ଚୋରାଚାଲାଣ କରାଯାଉଥିଲା । ବିଏସଏଫ ଅନୂଯାୟୀ…

ଉଦ୍ଧବଙ୍କ ଇମୋସନାଲ କାର୍ଡ: ଫେସବୁକ୍ ଲାଇଭରେ ଉଠାଇଲେ ଇସିଙ୍କ ଉପରେ ପ୍ରଶ୍ନ, ସିନ୍ଦେ ଗ୍ରୁପ୍ ଉପରେ ବି ଟାର୍ଗେଟ୍

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଦ୍ୱାରା ଶିବସେନା ନାମ ଏବଂ ଧନୁ-ତୀର ଚିହ୍ନକୁ ଅସ୍ଥାୟୀ ଭାବରେ ଫ୍ରିଜ୍ କରିବା ନିଷ୍ପତ୍ତି ପରେ ଉଦ୍ଧବ ଠାକରେ ଏହା ଉପରେ ପ୍ରତିକ୍ରୟା ରଖିଛନ୍ତି । ସେ ଆଜି ଫେସବୁକ୍ ଲାଇଭ ଦ୍ୱାରା…

ମୋଗଲ ଜମାନାରେ କେତେ ଥିଲା ଦାସୀଙ୍କ ଦରମା? ମାସକୁ ସୁନାର ୧ କେ.ଜି ମୂଲ୍ୟ ବି କମ୍…

ମୋଗଲ ସାମ୍ରାଜ୍ୟର ହରମକୁ ନେଇ ଅନେକ କଥା ଅନେକ କାହାଣୀ ଶୁଣିବାକୁ ମିଳେ । କିନ୍ତୁ ଗୋଟିଏ କଥା ଏମିତି ରହିଛଇ ଯାହା ହୁଏତ ଆପଣଙ୍କୁ ଖୁବ ଆଶ୍ଚର୍ଯ୍ୟ କରିପାରେ । ଏହାକୁ ବିଶ୍ୱାସ କରିବା ବି କଷ୍ଟକର । ଏହି କାହାଣୀ…

(Video) ପ୍ରସୂତୀଙ୍କୁ ପ୍ରସବ କରାଇବାକୁ ଆଣିଥିଲେ ଆଶକର୍ମୀ: ଫସିଗଲେ କାଦୁଅରେ…

ଜଣେ ପ୍ରସୂତିଙ୍କ ସନ୍ତାନ ଜନ୍ମ କରାଇବାକୁ ଆଣି କାଦୁଅ ପାଣିରେ ଫସିଛନ୍ତି ଆଶା କର୍ମୀ । ଏ ଦୃଶ୍ୟ ହେଉଛି ଭଦ୍ରକ ଆନନ୍ଦପୁର ୫୩ ନଂ ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର । ଲଘୁଚାପ…

୮୬ % ସିଇଓଙ୍କୁ ଚିନ୍ତା, ‘୧୨ ମାସ ମଧ୍ୟରେ ଆସିପାରେ ମାନ୍ଦାବସ୍ଥା’: ସର୍ଭେରୁ ଆସିଲା ଫଳାଫଳ

ନୂଆଦିଲ୍ଲୀ: ବୈଶ୍ୱିକ ମାନ୍ଦାବସ୍ଥା ସ୍ଥିତି ଏବେବି ଜାରି ରହିଛି । ଗୋଟିଏ ପଟେ ଯେଉଁଠାରେ ବଡ଼-ବଡ଼ କମ୍ପାନୀ ମାନେ କର୍ମଚାରୀଙ୍କ ଛଟେଇ କରୁଥିବାବେଳେ ଅନ୍ୟପଟେ ଆଇଏମଏଫ ମଧ୍ୟ ବିଶ୍ୱକୁ ଏହି ବିପଦକୁ ନେଇ ସତର୍କ କରାଇଛି…

ଦକ୍ଷିଣ ଆଫ୍ରିକା ଦେଖିଲା ଡବଲ ଧମାକା: ପ୍ରଥମ ମ୍ୟାଚର ବଦଲା ନେଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ସାଉଥ ଆଫ୍ରିକା ଦଳଠାରୁ ଜବରଦସ୍ତ ଷ୍ଟାଇଲରେ ବଦଲା ନେଇଛି ଟିମ ଇଣ୍ଡିଆ । ଦ୍ୱିତୀୟ ଦିନିକିଆରେ ଆଜି ଡବଲ ଧମାକା ଦେଖାଇଛନ୍ତି ଶ୍ରେୟସ ଅୟର ଏବଂ ଇଶାନ କିଶାନ । ଦମଦାର ବ୍ୟାଟିଂ ବଳରେ ଅତିଥି ଦଳ ହାତରୁ…

‘ଦେଶରେ କମୁଛି ମୁସଲମାନଙ୍କ ଜନସଂଖ୍ୟା’… ମୋହନ ଭାଗବତଙ୍କ ବୟାନ ଉପରେ ଓୱେସୀଙ୍କ ପାଲଟା ଅଭିଯୋଗ

ନୂଆଦିଲ୍ଳୀ: ଏଆଇଏମଆଇଏମ ମୁଖ୍ୟ ଅସଦ୍ଦୁଦ୍ଦୀନ ଓୱେସୀ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ବୟାନ ଉପରେ ପାଲଟା ଅଭିଯୋଗ କରିଛନ୍ତି  । ଓୱେସୀ କହିଛନ୍ତି ମୁସଲମାନଙ୍କ ଜନସଂଖ୍ୟା କମ୍ ହେଉଛି ।…

Whatsapp ର ନୂଆ ଫିଚର: ଖୁବଶୀଘ୍ର ଯୋଡ଼ିପାରିବେ ୧ ହଜାରରୁ ଅଧିକ ଲୋକ

ନୂଆଦିଲ୍ଲୀ: Whatsapp ଏକ ନୂଆ ଫିଚର ଆଣିବାକୁ ପ୍ରସ୍ତୁତ । ଯାହାକି ସାଧାରଣତଃ ଗ୍ରୁପ ପାଇଁ ବେଶ୍ ସହାୟକ ହେବ । ଜଣାପଡ଼ିଛି ଯେ ହ୍ୱାଟ୍ସଆପ୍ ଖୁବଶୀଘ୍ର ଏହାର ପୁରୁଣା ଫିଚରରେ ଅପଡେଟ୍ କରିବାକୁ ଯାଉଛି । ଏହି ନୂଆ…

‘5G Upgrade’ ମେସେଜରୁ ଖାଲି ହୋଇ ଯାଉଛି ଆକାଉଣ୍ଟ: ଏହି ଭୁଲ ନ କରିବାକୁ ପୋଲିସର ଚେତାବନୀ

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଯାଇଛି ୫ଜି ସେବା । ବିଭିନ୍ନ ସହରରେ ଜିଓ ଏବଂ ଏୟାରଟେଲ ସର୍ଭିସ ଲଞ୍ଚ ହୋଇ ସାରିଥିବା ବେଳେ ସେପଟେ ସ୍କାମର୍ସମାନେ ମଧ୍ୟ ଆକ୍ଟିଭ ହୋଇ ଯାଇଛନ୍ତି । ୫ଜି ସର୍ଭିସ ନାଁରେ ଲୋକମାନଙ୍କୁ…

ମାଗଣା ଅପରେସନ ନାଁରେ କାଢ଼ିନେଲେ ବୃଦ୍ଧଙ୍କ ଆଖି, ଲଗାଇଦେଲେ କାଚର ଗୋଲି

ଝାଡ଼ଖଣ୍ଡରେ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଡାକ୍ତର ଜଣେ ବୃଦ୍ଧଙ୍କର ମାଗଣାରେ ଆଖି ଅପରେସନ କରିବା ବାହାନାରେ ଅସଲି ଆଖି କାଢ଼ି ତା’ସ୍ଥାନରେ କାଚ ବାଟି ଲଗାଇଦେଇଥିଲେ ଡାକ୍ତର । ଅପରେସନର କିଛି…