ଶ୍ରୀଲଙ୍କା ପରେ ବାଂଲାଦେଶରେ ଆର୍ଥିକ ସ୍ଥିତି ଅସମ୍ଭାଳ, ଦରବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ବିରୋଧ
ଢ଼ାକା: ମୁଦ୍ରାସ୍ଫୀତି ଯୋଗୁଁ ବାଂଲାଦେଶର ଲୋକମାନେ ଅସୁବିଧାରେ ପଡ଼ିଛନ୍ତି । ଏଠାରେ ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୫୨ପ୍ରତିଶତ ବୃଦ୍ଧି କରିଛନ୍ତି । ଏଥିରେ ଉତ୍ୟକ୍ତ ହୋଇ ଲୋକମାନେ ରାଜଧାନୀ ଢାକା ସମେତ ଅନେକ…