ଆଜି ନିତି ଆୟୋଗ ବୈଠକରେ ଯୋଗ ଦେବେ ନବୀନ, ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବି କରିବେ

ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱ ଓ ଅବଦାନ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ୩ ଦିନିଆ ଦିଲ୍ଲୀଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୧୦ ତାରିଖ ଯାଏଁ ତାଣ୍ଡବ ଜାରି ରଖିବ ବର୍ଷା: ଆଜି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ…

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ରାଜ୍ୟରେ  ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ ବର୍ଷାର ତାଣ୍ଡବ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେବା ପରେ ଲୋକମାନେ ଛାନିଆ ହୋଇପଡ଼ିଛନ୍ତି । ଏପରିକି ଓଡ଼ିଶାର କେତେକ ଅଞ୍ଚଳରେ…

ଆଜିଠୁ ରାଶି ପରିବର୍ତ୍ତନ କରିବେ ଏହି ଗ୍ରହ: ବଦଳିବ ଏହି ୪ ରାଶିର ଲୋକଙ୍କ ଭାଗ୍ୟ

ସୁଖ ପ୍ରଦାନକାରୀ ଗ୍ରହ ଶୁକ୍ର ଏବେ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଆସନ୍ତାକାଲି(ଅଗଷ୍ଟ ୭)ରୁ ଶୁକ୍ର ମିଥୁନ ରାଶିରୁ କର୍କଟ ରାଶିକୁ ନିଜ ସ୍ଥାନ ପରିବର୍ତ୍ତନ କରିବେ । ଶୁକ୍ରଙ୍କର ଏହି ରାଶି ପରିବର୍ତ୍ତନ…

ଏହି ମାର୍କେଟରେ ବିକ୍ରି ହୁଅନ୍ତି ବର! ୭୦୦ ବର୍ଷରୁ ଚାଲିଆସୁଛି ପରମ୍ପରା

ଭାରତରେ ଗୋଟିଏ ପଟେ ଯୌତୁକ ନେବା ଆଇତଃ ଅପରାଧ, କିନ୍ତୁ ଏବେବି କିଛି ଲୋକ ଅଛନ୍ତି ଯେଉଁମାନେ ଲୋଭରେ ଯୌତୁକ ନେଉଛନ୍ତି । ଯୌତୁକ ପ୍ରଥା ମାମଲାରେ ଉତ୍ତରପ୍ରଦେଶ ଏବଂ ବିହାର ନାମ ସବୁବେଳେ ଆଗରେ । ଏଠାରେ ଲୁଚା ଛପାରେ…

କୋଲକାତା ମ୍ୟୁଜିୟମରେ ଗୁଳିମାଡ଼, ଜଣେ ଓଡ଼ିଆ ଯବାନ ମୃତ

କୋଲକାତାର ମ୍ୟୁଜିୟମରେ ସିଆଇଏସଏଫ ଯବାନଙ୍କ ଗୁଳିମାଡ଼ । ଗୁଳିମାଡ଼ରେ ଜଣେ ସିଆଇଏସଏଫ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ସୂଚନାଅନୂଯାୟୀ, ଶନିବାର କୋଲକାତା ପାର୍କ ଷ୍ଟ୍ରିଟ୍ ସ୍ଥିତ ଇଣ୍ଡିଆନ…

ସ୍ୱାଧୀନତା ଦିବସରେ BSNLର ଅଫର: ଏହି ରିଚାର୍ଜରେ ପାଇବେ ୭୫ଜିବି ଡାଟା, ୩୩୦ ଦିନର ଭାଲିଡିଟି

ସରକାରୀ ଟେଲିକମ୍ କମ୍ପାନୀ BSNL ସ୍ୱାଧୀନତା ଦୀବସ ଉପଲକ୍ଷେ ଗ୍ରହକଙ୍କ ପାଇଁ ଆଣିଛି ଏକ ବଡ ଅଫର । ପିଭି-୨୦୨୨ ନାମରେ ଏକ ନୂଆ ପ୍ରିପେଡ ପ୍ଲାନ ଅଫର କରୁଛି BSNL । ଦେଶର ୭୫ତମ ସ୍ୱାଧୀନତା ଦିବସ ଅବସରରେ ଆଜାଦି କି…

ଭାରତକୁ ମିଳିଲା ଡବଲ ଗୋଲ୍ଡ ମେଡାଲ: କୁସ୍ତିରେ ବଡ଼ ଇତିହାସ ରଚିଲେ ଏହି ଦୁଇ ଖେଳାଳି

ବର୍ମିଂହାମ: କମନୱେଲଥ ଗେମ୍ସରେ ଭାରତ ଆଉ ଦୁଇ ସ୍ୱର୍ଣ୍ଣ ପଦକ ହାସଲ ହୋଇଛି । କୁସ୍ତି ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ନିଜ ନାମରେ କରିଛନ୍ତି ଭାରତର ଷ୍ଟାର ଆଥଲେଟ ରବି ଦହିୟା । ଏହା ସହିତ ଭାରତକୁ ଚଳିତ…

ଜୋତାରୁ କାଢ଼ି ପିଅନ୍ତୁ ବିୟର, ଏହି କମ୍ପାନୀ ପ୍ରସ୍ତୁତ କରିଛି ଏଭଳି ଅଦ୍ଭୁତ ସ୍ନିକର

ବିୟର ତିଆରି କରୁଥିବା ଡଚ୍ କମ୍ପାନୀ ହେନେକେନ ଏକ ଭିନ୍ନ ଡିଜାଇନ୍ ର ଜୋତା ଲଞ୍ଚ କରିଛି । ଏହି ଜୋତା ବିୟରରେ ଚାଲିବାର ଅନୁଭବ ଦେବ । ବିୟର ପିଇବା ପାଇଁ ହଜାର ହଜାର ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବ କଥା ଶୁଣିଥିବେ…

ଟାଟୁ କରିବା ପଡ଼ିଲା ମହଙ୍ଗା, ୧୨ ଜଣ ହୋଇଗଲେ HIV ସଂକ୍ରମିତ

ବାରଣାସୀ: ଯଦି ଆପଣ ଟାଟୁ କରିବାରେ ଉତ୍ସାହୀ ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଟାଟୁ କରାଇ ୧୨ ଜଣ ଏଚଆଇଭି ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ବାରଣାସୀରେ ।…

ଅନଲାଇନ ଗେମରେ ହାରିଲେ ୨୬ ଲକ୍ଷ: କରଜ ଶୁଝିବା ପାଇଁ ଭୟାନକ ପଦକ୍ଷେପ ନେଲେ ଡାକ୍ତର

ନୂଆଦିଲ୍ଲୀ: କୌଣସି ଜିନିଷର ଅଭ୍ୟାସ କରିବାର ପରିଣାମ ମଣିଷ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ତେବେ ଦୈନନ୍ଦିନ ଜୀବନ ପରେ ଏବେ ସବୁଠୁ ବଡ ଏବଂ ଖରାପ ଅଭ୍ୟାସ ପାଲଟିଛି ଅନଲାଇନ ଗେମ୍ । ବିଶେଷ କରି ଯୁବପିଢୀଙ୍କ ମଧ୍ୟରେ…