ଭାରତକୁ ବିପଦ ମଙ୍କିପକ୍ସ! ଜାଣନ୍ତୁ ଏ ନେଇ କେତେ ଦୂର ପ୍ରସ୍ତୁତ ରହିଛନ୍ତି ସରକାର?

ନୂଆଦିଲ୍ଲୀ: କରୋନା ପରେ ମଙ୍କିପକ୍ସ ଏବେ ଦେଶବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏପର୍ଯ୍ୟନ୍ତ ୭୫ଟି ଦେଶର ମୋଟ ୧୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ତେବେ ଭାରତରୁ ଚିହ୍ନଟ ହୋଇଥିବା ୪ଟି କେସ…

ରାଜ୍ୟରେ ୬୦୦ରୁ ଅଧିକ କୋଭିଡ ପଜିଟିଭ ଚିହ୍ନଟ: ଦେଖନ୍ତୁ କେଉଁ ଜିଲ୍ଲାରୁ କେତେ?

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ପୁଣି ଥରେ ନିଜ କାୟା ବିସ୍ତାର କରୁଥିବା ଦେଖିବାକୁ ମିଳୁଛି । ପ୍ରତିଦିନ ଶହଶହ କୋଭିଡ ପଜିଟିଭ ଏବେ ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଲାଣି । ଆଜି ରାଜ୍ୟରେ ମୋଟ ୬୬୨…

ପୁଣି ଏକ ହାତୀକୁ ଗୁଳି: ସ୍ଥାନୀୟ ରେଞ୍ଜର ଦେଲେ ଆଶ୍ଚର୍ଯ୍ୟକର ମନ୍ତବ୍ୟ

ନରସିଂହପୁର: ଧିରେ ଧିରେ ହାତୀ ସମାଜ ପ୍ରତି ବଢୁଛି ବିପଦ । ରାଜ୍ୟୋର ଗୋଟିଏ ପରେ ଗୋଟିଏ ହାତୀଙ୍କ ମୃତ୍ୟୁ ହେଉଥିବା ବେଳେ ସେମାନଙ୍କୁ ଅନେକ ସମୟରେ ଆକ୍ରମଣ ହେଉଥିବା ମଧ୍ୟ ଦେଖାଯାଉଛି । ସେହିଭଳି ନୂଆଗଡ ଜଙ୍ଗଲରେ ଆଉ…

ଆଜି ଶ୍ରାବଣ ଶିବରାତ୍ରୀରେ ଏହି ମୁହୂର୍ତ୍ତରେ କରନ୍ତୁ ମହାଦେବଙ୍କ ପୂଜାର୍ଚ୍ଚନା: ଜାଣନ୍ତୁ ପୂଜାର ବିଧି ଏବଂ ମହତ୍ତ୍ୱ

ଓଡିଶା ଭାସ୍କର: ଆଜି ଦିନକୁ ଶ୍ରାାବଣ ମାସର ଶିବରାତ୍ରି ବୋଲି କୁହାଯାଏ । ଶ୍ରାବଣ ମାସରେ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିକୁ ଶ୍ରାବଣ ଶିବରାତ୍ରି ଭାବରେ ପାଳନ କରାଯାଏ । ଏହା ପ୍ରଭୁ ଭୋଳାନାଥଙ୍କର ପ୍ରିୟ ଶ୍ରାବଣ ମାସର…

୫୩ ବର୍ଷ ପରେ ମଧ୍ୟ ଚନ୍ଦ୍ରପୃଷ୍ଠରେ ଅକ୍ଷୁଣ୍ଣ ରହିଛି ଆର୍ମଷ୍ଟ୍ରଙ୍ଗ ଓ ଆଲଡ୍ରିନ୍‌ଙ୍କ ପାଦଚିହ୍ନ, ଫଟୋ ଜାରି କଲା ନାସା

ନୂଆଦିଲ୍ଲୀ:  ଆମେରିକୀୟ ମହାକାଶଯାନ ଆପୋଲୋ-୧୧ରେ ଚନ୍ଦ୍ର ଅଭିଯାନ କରିଥିବା ମହାକାଶଚାରୀ ନିଲ୍‌ ଆର୍ମଷ୍ଟ୍ରଙ୍ଗ ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ୧୯୬୯ ଜୁଲାଇ ୨୦ରେ ଚନ୍ଦ୍ରପୃଷ୍ଠରେ ପଦଚାରଣ କରିଥିଲେ । ତେବେ ତାଙ୍କର…

ଖିଲାଡି କୁମାରଙ୍କ ନୂଆ ରେକର୍ଡ: ବଲିଉଡ଼ ଇଣ୍ଡଷ୍ଟ୍ରିରେ ସର୍ବୋଚ୍ଚ ଆୟକର ଦାଖଲ କଲେ ଅକ୍ଷୟ, ଇନ୍‌କମ୍‌ ଟ୍ୟାକ୍ସ ବିଭାଗରୁ ମିଳିଲା ସମ୍ମାନ

ମୁମ୍ବାଇ: ଅକ୍ଷୟ କୁମାର ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ କଳାକାର । ପ୍ରତିବର୍ଷ ଅକ୍ଷୟ କୁମାରଙ୍କ ପ୍ରାୟ ୪ଟାରୁ ୫ଟି ଫିଲ୍ମ ରିଲିଜ୍‌ ହୋଇଥାଏ । ଅକ୍ଷୟ କେବଳ ଜଣେ ମହାନ ଅଭିନେତା ନୁହଁନ୍ତି। ସେ ଟ୍ୟାକ୍ସ ଦେବାରେ ମଧ୍ୟ…

ୟୁନିଟ-୨ରେ ଭଙ୍ଗାଯିବ ୪୧୦ଟି ସରକାରୀ କ୍ୱାର୍ଟର, ୟୁନିଟ-୬ରେ ୫୦ କ୍ୱାର୍ଟର

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଭୁବନେଶ୍ୱର ୟୁନିଟ-୨ରେ ୪୧୦ଟି ସରକାରୀ କ୍ୱାର୍ଟର ଭଙ୍ଗାଯିବ । ଏହି ସବୁ କ୍ୱାର୍ଟରକୁ ଭାଙ୍ଗି ପିପିପି ମୋଡରେ ପୁନଃନିର୍ମାଣ କରିବା ଲାଗି ରାଜ୍ୟ ସରକାରଙ୍କ ଯୋଜନା ରହିଛି । ସେହିପରି…

୧୨ ଜନପଥ ରୋଡ୍‌ ରାମନାଥ କୋବିନ୍ଦଙ୍କ ନୂତନ ଠିକଣା, ସୋନିଆ ଗାନ୍ଧୀଙ୍କ ହେବେ ପଡୋଶୀ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନୂତନ ଠିକଣା ଜାନପାଥ ରୋଡ ବଙ୍ଗଳା ହେବ। ଯେଉଁଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ ଏକଦା ରହୁଥିଲେ ।  ଖାସ୍ କଥା ଏବେ ରାମନାଥ କୋବିନ୍ଦ…

ରାଜ୍ୟଗୋଷ୍ଠୀ କ୍ରୀଡା ପୂର୍ବରୁ ଭାରତକୁ ଦ୍ୱିତୀୟ ଝଟ୍‌କା: ଡୋପ ଟେଷ୍ଟରେ ଧରା ପଡିଲେ ଆଉ ଜଣେ ଭାରତୀୟ ଆଥଲେଟ୍

ନୂଆଦିଲ୍ଲୀ: ଆସନ୍ତା ୨୮ ତାରିଖରୁ ଇଂଲଣ୍ଡର ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାରତକୁ ଦ୍ୱିତୀୟ ଝଟକା ଲାଗିଛି । ଚାରି ଦିନ ତଳେ ଭାରତୀୟ ମହିଳା ଆଥଲେଟ୍‌ ସେକର ଧନଲକ୍ଷ୍ମୀ ଡୋପ…

ମାର୍କେଟ୍‌ ବିଲ୍ଡିଂ ଅଞ୍ଚଳରେ ହେବ ଉଚ୍ଛେଦ ପ୍ରକ୍ରିୟା, ହଟିବ ବେଆଇନ୍‌ ଜବରଦଖଲ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ରାଜଧାନୀ ଭୁବନେଶ୍ୱର ଦିନକୁ ଦିନ ସଂକୁଚିତ ହେବାରେ ଲାଗିଛି । ବ୍ୟସ୍ତବହୁଳ ରାଜଧାନୀ ସଂକୁଚିତ ହେବା ଯୋଗୁଁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତିର ସାମ୍ନା…