ଗୀତର ତାଳେ ତାଳେ ଛୋଟ ପିଲାର ଜବରଦସ୍ତ ଠୁମକା: ଭାଇରାଲ ହେଉଛି ଛୋଟୁର ଡ୍ୟାନ୍ସ
ଓଡିଶା ଭାସ୍କର: ସୋସିଆଲ ଭିଡିଓ ଭାଇରାଲ ହେବା ସାଧାରଣ କଥା । ଆଉ ଯଦି ଭିଡିଓ ଏମିତି ଥାଏ, ତାହେଲେ ଭାଇରାଲ ହେବାକୁ କେତେ ବା ସମୟ ଲାଗିବ । ସୋସିଆଲ ମିଡିଆରେ ପ୍ରାୟତଃ ପଶୁପକ୍ଷୀ କିମ୍ବା ଛୋଟ ଛୁଆଙ୍କ କ୍ୟୁଟ ଭିଡିଓ…