ଗୋଟିଏ ଫୋନ କଲରେ ବଦଳିଗଲା ଫଡନାଭିସଙ୍କ ପଦବୀ: ଖୋଲିଲା ଉପମୁଖ୍ୟମନ୍ତ୍ରୀ ହେବାର ରହସ୍ୟ
ମହାରାଷ୍ଟ୍ର: ଖୁବଶୀଘ୍ର ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତାରେ ପଡିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ । ରାଜନୀତିର ଏହି କାହାଣୀ ଏବଂ ଏହା ପଛର ରହସ୍ୟ ଉପରୁ ଏବେ ପରଦା ଉଠିବ । ତେବେ ଏହାମଧ୍ୟରେ ସବୁଠୁ ବଡ…