ମୁଖ୍ୟମନ୍ତ୍ରୀରୁ ଉପ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋଦୀ କହିବା ପରେ ହିଁ ପ୍ରସ୍ତୁତ ହେଲେ ଫଡଣବିସ

ମୁମ୍ଵାଇ: ମହାରାଷ୍ଟ୍ରର ରାଜନୀତି ରାଜନୈତିକ ବିଶେଷଜ୍ଞକୁ ଚକିତ କରିଛି। ଜାରି ରହିଥିବା ଘଟଣାକ୍ରମ ଶେଷ ମୁହୂର୍ତ୍ତରେ ଯେମିତି ମୋଡ ନେଲା କହିବାର ଅର୍ଥ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ଏବଂ ଦେବେନ୍ଦ୍ର ଫଡଣବିସ…

ଶିବସେନାର ସବୁ ପଦରୁ ସିନ୍ଦେଙ୍କୁ ବହିଷ୍କାର କଲେ ଉଦ୍ଧବ ଠାକରେ

ମୁମ୍ବାଇ: ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶୁକ୍ରବାର ଏକନାଥ ସିନ୍ଦେଙ୍କୁ ଦଳର ସମସ୍ତ ପଦରୁ ବାହାର କରିଛନ୍ତି । କାରଣ ଏକନାଥ ସିନ୍ଦେ ବିଜେପି ସହ ମିଶି ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଏକ ବୟାନରେ…

ବଲିଉଡରେ ବଡ ବ୍ରେକ ପରେ ସାଉଥ ଫିଲ୍ମ ଇଣ୍ଡଷ୍ଟିରେ ଏଣ୍ଟ୍ରି କରିବେ ନର୍ଗିସ୍, ‘ହରି ହରା ଭୀରା ମଲ୍ଲୁ’ରେ ପୱନ କଲ୍ୟାଣଙ୍କ ସ୍କ୍ରିନ୍ ସେୟାର…

ମୁମ୍ବାଇ: ବଲିଉଡରୁ ବ୍ରେକ୍‌ ନନେବା ପାଇଁ ଅନେକ ଲୋକ ଅଭିନେତ୍ରୀ ନର୍ଗିସ୍‌ ଫାଖରୀଙ୍କୁ ବୁଝାଇଥିଲେ । କାରଣ ବ୍ରେକ୍‌ ନେଉଥିବା ଅଭିନେତ୍ରୀଙ୍କୁ କେବଳ ଲୋକ ନୁହଁନ୍ତି। ନିର୍ମାତା- ନିର୍ଦ୍ଦେଶକମାନେ ମଧ୍ୟ…

ଯୌତୁକ ଜୁଇରେ ଜଳିଗଲା ମୋନାଲିସା: ସ୍ୱାମୀ ଫେରାର, ଶଶୁର ଓ ନଣନ୍ଦ ଅଟକ

ତିହିଡ,(ଭାସ୍କର ନ୍‌ଯୁଜ): ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ତାଳପଦା ପଞ୍ଚାୟତ ଅଧୀନ ଗଦାଧରପୁର ଗ୍ରାମର ମୋନାଲିସା (୨୫) ନାମ୍ନି ଜଣେ ମହିଳା ଯୌତୁକୁ ଜୁଇରେ ଜଳିଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।…

ବିଶ୍ୱର ସବୁଠୁ ବଡ଼ ଜୀବାଣୁ ଆବିଷ୍କୃତ : ସାଧାରଣ ଜୀବାଣୁଠୁ ଏହା ୫ହଜାର ଗୁଣ ବଡ, ଯାହା ଖାଲି ଆଖିରେ ଦେଖି ହେବ…

ନୂୂଆଦିଲ୍ଲୀ: ସାଧାରଣତଃ ଆମେ ଜୀବାଣୁକୁ ଆଖିରେ ଦେଖି ପାରିବାନି । ଏହାକୁ ମାଇକ୍ରୋସ୍କୋପରେ ହିଁ ଦେଖିହେବ । ହେଲେ ଏବେ ଆଖିରେ ଦେଖାଗଲା ଭଳି ଜୀବାଣୁ ଆବିଷ୍କୃତ ହୋଇଛି । ସାଧାରଣ ଜୀବାଣୁଠାରୁ ଏହା ୫ହଜାର ଗୁଣରେ ବଡ…

ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ, ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ୍‌

ଭୁବନେଶ୍ୱର,  (ଭାସ୍କର ନ୍ୟୁଜ୍‌) : ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନରେ ମୋଟ୍‌ ୨୪ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩…

ଆସୁଛି ଆଉ ଏକ ଲଘୁଚାପ, ୩ ଦିନ ଯାଏଁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଉପକୂଳ ଛୁଇଁଥିଲେ ମଧ୍ୟ ଏଯାଏଁ ଆଶାନୁରୂପକ ବର୍ଷା ହୋଇନଥିବାରୁ ଚାଷୀଙ୍କ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି । ମୌସୁମୀ ବାୟୁ ମନ୍ଥର ଗତିରେ ଗତି…

ଏହି ପଲିସିରେ ମିଳିବ ପ୍ରତିମାସରେ ୧୨ ହଜାର, ଜାଣନ୍ତୁ କିପରି…

ନୂଆଦିଲ୍ଲୀ: ସମସ୍ତଙ୍କୁ ଅବସର ପରେ ପ୍ରତିମାସରେ ପେନସନର ଆବଶ୍ୟକ ହୋଇଥାଏ । ଏଥିପାଇଁ ଠିକ୍ ସମୟରେ ପ୍ଲାନିଂ ଏବଂ ଠିକ୍ ଜାଗାରେ ନିବେଶ କରିବା ଦରକାର ହୋଇଥାଏ । ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଏଲଆଇସି ସବୁ ବର୍ଗର…

ବଞ୍ଚାଇଦେଲେ ପନ୍ତ-ଜାଡେଜା: ଘଡିସନ୍ଧି ମୁହୂର୍ତ୍ତରେ ଦଳ ପାଇଁ ହେଲେ ସଙ୍କଟମୋଚକ

ବର୍ମିଂହାମ: ଟିମ ଇଣ୍ଡିଆ ପାଇଁ ସଙ୍କଟମୋଚକ ପାଲଟିଛନ୍ତି ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଏବଂ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଇଂଲଣ୍ଡ ବିପକ୍ଷରେ ଉଭୟ ଯୋଡି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଗୋଟିଏ…

ସୁନା ଉପରେ ୫% ବଢ଼ିଲା ଆମଦାନୀ ଶୁଳ୍କ, ବଢ଼ିବ ସୁନାର ଦାମ୍

ନୂଆଦିଲ୍ଲୀ: ଭାରତ ସରକାର ସୁନା ଉପରେ ଆମଦାନୀ ଶୁଳ୍କରେ ୫% ବୃଦ୍ଧି କରିଛନ୍ତି । ଆମଦାନୀ ଶୁଳ୍କ ୭.୫ % ରୁ ବଢ଼ି ୧୨.୫% ହୋଇଛି । ସରକାରଙ୍କ ସୁନାରେ ଆମଦାନୀ ଶୁଳ୍କ ବୃଦ୍ଧି କରିବା ଦ୍ୱାରା ସୁନାର ଦାମ୍ ବୃଦ୍ଧି ହେବ ।…