ଡାଇବେଟିସ୍ ରୋଗୀ ନିଶ୍ଚୟ ଖାଆନ୍ତୁ ଏହି ପରିବା, ମିଳିଥାଏ ବହୁତ ଲାଭ

ଡାଇବେଟିସ୍ ରୋଗୀଙ୍କ ପାଇଁ ସବୁଠୁ ଅଧିକ ଆବଶ୍ୟକ ହୋଇଥାଏ ବ୍ଲଡ ସୁଗାର ନିୟନ୍ତ୍ରିତ ରଖିବା । ଏମିତିରେ ଡାଇବେଟିସ୍ ରୋଗୀ ନିଜ ଖାଦ୍ୟପେୟର ଧ୍ୟାନ ରଖିବା ଜରୁରୀ ହୋଇଥାଏ । ଆପଣ ନିଜ ଖାଦ୍ୟରେ ସେହି ସବୁ ଖାଦ୍ୟ ସାମିଲ…

ଚିଡ଼ିଆଖାନା ବାହାରେ ବୁଲୁଥିଲା ରହସ୍ୟମୟ ଜୀବ! କ୍ୟାମେରାରେ କଏଦ ହେଲା ଫଟୋ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାରେ ରହସ୍ୟମୟ ଘଟଣା ଘଟିବା କିଛି ନୂଆ କଥା ନୁହେଁ । ଅନେକ ସମୟରେ ଏହିଠାରେ ହିଁ ଏଲିୟନଙ୍କ ଅସ୍ଥିତ୍ୱ ନେଇ ଖବର ଆସୁଛି । ଏଠାରେ ପ୍ରତିଦିନ ଅଜବ ବସ୍ତୁ କିମ୍ବା ଜୀବ ବିଷୟରେ ଅନେକ…

ସରିଲା ବିରୋଧୀ ଦଳ ନେତାଙ୍କ ବୈଠକ, ରାଷ୍ଟ୍ରପତି ନିର୍ବାଚନ ପାଇଁ ମିଳିତ ଭାବେ ଦେବେ ପ୍ରାର୍ଥୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ଆୟୋଜିତ ହୋଇଥିବା ବିରୋଧୀ ଦଳ ବୈଠକ ଶେଷ ହୋଇଛି । ଏହି ବୈଠକରେ ବିରୋଧୀ ନେତା ଆଗାମୀ ରାଷ୍ଟ୍ରପତି…

‘ରାହୁଲ ସୋନିଆଙ୍କୁ କିଛି ହେଲେ ଦେଶରେ ନିଆଁ ଜଳିବ’, ମୋଦୀଙ୍କୁ ବି ଟାର୍ଗେଟ କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ନାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଇଡିର ସମନକୁ ନେଇ କଗ୍ରେଂସ ନେତା ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି । ଯାହାକୁ ନେଇ ଅନେକ କଂଗ୍ରେସ ନେତା ହିଂସା ପ୍ରଦର୍ଶନ କରୁଛନ୍ତି । ଏହାରି ମଧ୍ୟରେ…

ଚେଞ୍ଜିଙ୍ଗ ରୁମକୁ ଆସନ୍ତି ଡାକ୍ତର ବାବୁ: ୫୨ ନର୍ସ କଲେ ଏମିତି ଅଭିଯୋଗ

ଭୋପାଲ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏକ ସରକାରୀ ଗାନ୍ଧୀ ମେଡିକାଲ କଲେଜରୁ ଆସିଛି ଅଜବ ଅଭିଯୋଗ । ହସ୍ପିଟାଲର ଅଧୀକ୍ଷକ ଡକ୍ଟର ଦୀପକ ମରାବୀଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି ସେଠାକାର କର୍ମଚାରୀ । ଏ…

ନ୍ୟୁଜିଲାଣ୍ଡକୁ ଶକ୍ତ ଝଟକା: ଫାଇନାଲ ଟେଷ୍ଟରୁ ବାଦ ପଡିଲେ ଏହି ଖେଳାଳି

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଶେଷ ଟେଷ୍ଟ ପୂର୍ବରୁ ଟିମ ନ୍ୟୁଜିଲାଣ୍ଡକୁ ଲାଗିଛି ଶକ୍ତ ଝଟକା । କିୱି ଟିମର ଷ୍ଟାର ଦ୍ରୁତ ବୋଲର ଏବେ ଦଳରୁ ବାଦ ପଡିଛନ୍ତି । ଆଘାତ ଜନିତ ସମସ୍ୟା ଯୋଗୁଁ ଫାଇନାଲ ଟେଷ୍ଟରୁ…

ରଥ କାମ ବେଳେ ଆହତ ହେଲେ ୨ ସେବକ: ମେଡିକାଲରେ ଭର୍ତ୍ତି

ପୁରୀ: ରଥଖଳାରେ କାମ କରିବା ସମୟରେ ଘଟିଯାଇଛି ଅଘଟଣ । ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ନନ୍ଦିଘୋଷ ରଥର ୨ ସେବକ । ରଥକାମ ସମୟରେ ଉଭୟଙ୍କ ଆଙ୍ଗୁଠିରେ ଗଭୀର ଆଘାତ ହୋଇ ରକ୍ତସ୍ରାବ ହେବାରୁ ମେଡିକାଲକୁ…

ରାଷ୍ଟ୍ରପତି ନିର୍ବାଚନ: ପ୍ରାର୍ଥୀ ହେବାକୁ ମନା କଲେ ଶରଦ ପାଓ୍ଵାର, ଏବେ ଗୋପାଳ କୃଷ୍ଣଙ୍କ ଭରସାରେ ବିରୋଧୀ !

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି ଏନସିପି ମୁଖ୍ୟ ଶରଦ ପାଓ୍ଵାର। ଏହା ପରେ ବିରୋଧୀ ପ୍ରାର୍ଥୀ ସନ୍ଧାନରେ ନୂତନ ଦ୍ଵାର ଖୋଜିଛନ୍ତି। କୁହାଯାଉଛି ବିରୋଧୀ ଦଳର…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ରାହୁଲଙ୍କ ଖେଳିବା ମୁସ୍କିଲ, ଦିନିକିଆ ଏବଂ ଟି-୨୦ରୁ ବି ବାଦ୍ ପଡି ପାରନ୍ତି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ କେଏଲ ରାହୁଲଙ୍କୁ ଦଳର ନେତୃତ୍ଵ ଦାୟିତ୍ଵ ମିଳିଥିଲା। ହେଲେ ଆହତ ହେବା କାରଣରୁ ସେ ସିରିଜରୁ ବାଦ୍ ପଡିଛନ୍ତି। ତାଙ୍କ ସ୍ଥାନରେ ଋଷଭ ପନ୍ତ ଦଳର ନେତୃତ୍ଵ…

5G ସ୍ପେକ୍ଟ୍ରମର ନିଲାମ ପାଇଁ ପ୍ରସ୍ତାବ ଉପରେ ମୋହର ମାରିଲେ ମୋଦୀ କ୍ୟାବିନେଟ୍

ନୂଆଦିଲ୍ଲୀ: ଦୀର୍ଘ ସମୟରୁ ଟେଲିକମ କମ୍ପାନୀ ୫ଜି ସ୍ପେକ୍ଟ୍ରମର ନିଲାମକୁ ଅପେକ୍ଷା କରି ରହିଛନ୍ତି। ଏବେ କେନ୍ଦ୍ରର ମୋଦୀ ସରକାର ୫ଜି ସ୍ପେକ୍ଟ୍ରମର ନିଲାମ ଉପରେ ମୋହର ମାରିଛନ୍ତି। କ୍ୟାବିନେଟ୍ ବୈଠକରେ…