Breaking News କପଡ଼ା ମିଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୫-୨୦ ଦମକଳବାହିନୀ ନିୟୋଜିତ Abinash Kumar Dhal Jun 5, 2022 ନୂଆଦିଲ୍ଲୀ: ଶନିବାର ବିଳମ୍ବିତ ରାତିରେ ସୁରତରେ ଏକ କପଡ଼ା ମିଲରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ନିଆଁ ଲିଭାଇବା ପାଇଁ ପ୍ରାୟ ୧୫-୨୦ ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି । ଏହି ମିଲ ସହରର…
Breaking News ମହିଳା ଜନ୍ମ ଦେଲେ ଏଲିୟନ ଭଳି ଶିଶୁ ! ଜାଣନ୍ତୁ କ’ଣ ପ୍ରକୃତ ସତ… Abinash Kumar Dhal Jun 5, 2022 ମଧ୍ୟପ୍ରଦେଶର ରତ୍ଲାମରେ ଏକ ଏଲିୟନ ସଦୃଶ ଶିଶୁର ଜନ୍ମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜିଲ୍ଲାର ମାତୃ ଓ ଶିଶୁ ମେଡିକାଲ ୟୁନିଟ୍ (ଏମସିଏଚ) ରେ ଯେତେବେଳେ ଜଣେ ମହିଳା ଜଣକ ଏକ ଅଜବ ଚେହେରା ଥିବା ସନ୍ତାନକୁ ଜନ୍ମ…
Breaking News ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ: ୧୩ ବିଧାୟକଙ୍କୁ କ୍ୟାବିନେଟ୍ ପାହ୍ୟା, ଜାଣନ୍ତୁ କିଏ ଅଛନ୍ତି ଲିଷ୍ଟରେ Abinash Kumar Dhal Jun 5, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳରେ କରିଛନ୍ତି ପରିବର୍ତ୍ତନ । ଗତକାଲି ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଆଉ ଆଜି ଶପଥ ନେବେ ନୂଆ ମନ୍ତ୍ରୀ, ଦିନ ୧୧…
Breaking News କରାଇ ନାହାଁନ୍ତି ଆଧାର-ପାନ୍ ଲିଙ୍କ୍? ଏହି ତାରିଖ ସୁଦ୍ଧା ନକଲେ ଦେବାକୁ ପଡ଼ିବ ଦୁଇଗଣା ଫାଇନ Abinash Kumar Dhal Jun 4, 2022 ନୂଆଦିଲ୍ଲୀ: ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ କରିନାହାଁନ୍ତି କି? ଯଦି କରିନାହାଁନ୍ତି, ତେବେ ଯଥାଶୀଘ୍ର ଲିଙ୍କ୍ କରାଇନିଅନ୍ତୁ ନହେଲେ ଦୁଇଗୁଣ ଜରିମାନା ଦେବାକୁ ପଡ଼ିବ । ଆଧାର କାର୍ଡ ସହିତ ପାନ୍ କାର୍ଡ ସହ ଲିଙ୍କ…
Breaking News ସେନା ପ୍ରସ୍ତୁତ ଅଛି, ଶୁଭ ମୁହୂର୍ତ୍ତ ଆସିଲେ ପାକିସ୍ତାନ ବି ଆମର ହେବ: ବିଜେପି ସାଂସଦ Abinash Kumar Dhal Jun 4, 2022 ନୂଆଦିଲ୍ଲୀ: ବିଜେପି ରାଜ୍ୟସଭା ସାଂସଦ ରାକେଶ ସିହ୍ନା ଗୋଟିଏ ପଟେ ବିହାରରେ ଜାତୀୟ ଜନଗଣନାକୁ ନେଇ ନୀତୀଶ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିବାବେଳେ ଅନ୍ୟପଟେ ସେ ପାକିସ୍ତାନକୁ ନେଇ ବଡ଼ ଦାବି କରିଛନ୍ତି । ପ୍ରକୃତରେ…
Breaking News ବିବାଦୀୟ ପରଫ୍ୟୁମ୍ ବିଜ୍ଞାପନକୁ ନେଇ ସରକାରଙ୍କ କାର୍ଯ୍ୟାନୁଷ୍ଠାନ: ତୁରନ୍ତ ହଟାଇବାକୁ Youtube-twitterକୁ ନିର୍ଦ୍ଦେଶ Abinash Kumar Dhal Jun 4, 2022 ନୂଆଦିଲ୍ଲୀ: ଅନେକ ସମୟରେ ଟିଭି ବିଜ୍ଞାପନକୁ ନେଇ ବିବାଦ ଦେଖାଦେଇଛି । ଏହି ବିଜ୍ଞାପନକୁ ନେଇ ଅତୀତରେ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଛି । ଏବେ ପୁଣି ଏହିପରି ଏକ ବିବାଦୀୟ ବିଜ୍ଞାପନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏକ…
Breaking News ସମ୍ଭାବ୍ୟ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଫୋନ୍ କଲ୍: ଆସନ୍ତାକାଲି ନେବେ ଶପଥ Abinash Kumar Dhal Jun 4, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବୀନଙ୍କ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବା ପରେ ଏବେ ନୂଆ ମନ୍ତ୍ରିମଣ୍ଡଳକୁ ନେଇ ଚର୍ଚ୍ଚା ହେଉଛି । ନୂଆ ମନ୍ତ୍ରିମଣ୍ଡଳରେ କେଉଁ ବିଧାୟକଙ୍କୁ ସ୍ଥାନ ମିଳିବ ସେନେଇ କଳ୍ପନାଜଳ୍ପନା…
Breaking News ଜାଣନ୍ତୁ କାହିଁକି ଆସିଥାଏ ବ୍ୟକ୍ତିଗତ ଭାବେ ହୋଇଥିବା କଥାର ବିଜ୍ଞାପନ Abinash Kumar Dhal Jun 4, 2022 ନୂଆଦିଲ୍ଲୀ: ଟେକ୍ କମ୍ପାନୀ ଗୁଗଲ ଭଏସ ଆସିଷ୍ଟାଣ୍ଟ ଫିଚର ଯୋଗାଇଥାଏ, ଯାହାକୁ ଆପଣ ଭଏସ କମାଣ୍ଡରେ ଆକ୍ଟିଭ କରିଥାନ୍ତି । ଆଉ ଏହାଦ୍ୱାରା ବିଭିନ୍ନ କାମ କେବଳ ଭଏସ କମାଣ୍ଡରେ କରିପାରନ୍ତି । କିନ୍ତୁ ଅନେକ ୟୁଜର୍ସ…
Breaking News ଗାଜିୟାବାଦର ୫ବର୍ଷର ଝିଅ ନିକଟରେ ମଙ୍କିପକ୍ସର ଲକ୍ଷଣ! ଯାଞ୍ଚ ପାଇଁ ପୁନେ ପଠାଗଲା ନମୁନା Abinash Kumar Dhal Jun 4, 2022 ନୂଆଦିଲ୍ଲୀ: ମଙ୍କିପକ୍ସର ଭୟ ଦିନକୁ ଦିନ ବଢୁଥିବା ବେଳେ ଏବେ ଉତ୍ତରପ୍ରଦେଶର ଗାଜିୟାବାଦଠାରେ ଏକ ୫ ବର୍ଷର ଝିଅ ନିକଟରେ ମଙ୍କିପକ୍ସର ଲକ୍ଷଣ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଏବଂ…
Breaking News କେମିକାଲ ଫ୍ୟାକ୍ଟ୍ରିରେ ବଡ଼ ଦୁର୍ଘଟଣା, ବଏଲର ଫାଟି ୮ ଶ୍ରମିକ ମୃତ Abinash Kumar Dhal Jun 4, 2022 ଉତ୍ତରପ୍ରଦେଶ ହାପୁଡ଼ ଜିଲ୍ଲାରେ ଏକ କେମିକାଳ ଫ୍ୟାକ୍ଟ୍ରିରେ ବଏଲର ଫାଟିବାରୁ ୮ ଶ୍ରମିକଙ୍କ ମୃତ୍ୟୁ । ଏହା ସହ ଅନେକ ସଂଖ୍ୟାରେ ଲୋକେ ଆହତ ହୋଇଥିବା ନେଇ ମଧ୍ୟ ଖବର ଆସିଛି । ଘଟଣାର ସୂଚନା ମିଳିବା ପରେ ପୋଲିସ ଏବଂ…