କେବଳ ଶୋଇବା ଉପରେ ନୁହେଁ, ବରଂ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ଆପଣଙ୍କ ଶୋଇବାଶୈଳୀ, ତେବେ ଜାଣନ୍ତୁ ଆମକୁ ବାମ ନା ଡାହାଣ ପାର୍ଶ୍ୱରେ…
ନୂଆଦିଲ୍ଲୀ: ସମସ୍ତଙ୍କର ଶୋଇବାର ଅଭ୍ୟାସ ଭିନ୍ନ ରହିଛି ଉପାୟ ଅଛି । କେହି କେହି ପେଟେଇ ଶୋଇବାକୁ ଭଲ ପାଆନ୍ତି , ତ ଆଉ କେହି ଗୋଟେ ପାର୍ଶ୍ୱ ରେ ଶାନ୍ତିରେ ଶୋଇଥା’ନ୍ତି । କେହି କେହି ଡାହାଣ ପଟରେ ଶୁଅନ୍ତି ଏବଂ କେହି…