CHARIDHAM

ଠେଲା ଗାଡ଼ି ସହ ନଜର ଆସିବେ ମୁଖ୍ୟମନ୍ତ୍ରୀ ଶିବରାଜ… ଲୋକଙ୍କୁ ମାଗିବେ ଖେଳନା

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବେ ହାତରେ ଠେଲା ଧରି ଭୋପାଳ ରାସ୍ତାରେ ନଜର ଆସିବେ । ଖାଲି ସେତିକି ନୁହେଁ ସେ ଲୋକଙ୍କୁ ଖେଳନା ଦେବା ପାଇଁ ମଧ୍ୟ କହିବେ । ପ୍ରକୃତରେ ମୁଖ୍ୟମନ୍ତ୍ରୀ ଏହି…

ସବୁ ATMରୁ ବିନା କାର୍ଡରେ ଉଠାଇପାରିବେ ଟଙ୍କା, ଜାଣନ୍ତୁ କେମିତି ?

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ ସେବାକୁ ସହଜ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଲଗାତାର ପଦକ୍ଷେପ ନେଉଛି । ଏହି ପରିପ୍ରେକ୍ଷୀରେ ଗ୍ରାହକଙ୍କୁ ଉତ୍ତମ ସୁବିଧା ଯୋଗାଇଦେବା ପାଇଁ ରିଜର୍ଭ ବ୍ୟାଙ୍କ ଆଉ ଏକ ପଦକ୍ଷେପ ନେଇଛି । ଏବେ…

ଜୁନ୍ ୧ ରୁ ମିଳିବ ବାରବାଟୀରେ ହେବାକୁ ଥିବା ଟି-୨୦ ମ୍ୟାଚ୍ ଟିକେଟ୍, ବୈଠକରେ ସୂଚନା ଦେଲେ କ୍ରୀଡ଼ା ସଚିବ

ଆସନ୍ତା ଜୁନ ୧୨ ରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଟି-୨୦ ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କୁ ଅନୁମତି ମିଳିଛି । ଅର୍ଥାତ୍ ଷ୍ଟାଡିୟମରେ ବସି ମ୍ୟାଚର ମଜାନେଇପାରିବେ ଦର୍ଶକ । ତେବେ ମ୍ୟାଚ ପାଇଁ ଆସନ୍ତା ଜୁନ୍ ୧ ରୁ…

ବିଶାଲଙ୍କ ଉପରେ ବର୍ଷିଲେ ସିଦ୍ଧାର୍ଥ ଶୁକ୍ଳାଙ୍କ ଫ୍ୟାନ୍ସ, ଜାଣନ୍ତୁ କ’ଣ ଏହି ମାମଲା?

ଟିଭି ପରଦାର ଲୋକପ୍ରିୟ କଳାକାର ତଥା ବିଗ ବସ୍ ସିଜନ୍ ୧୩ ର ବିଜେତା ଶିଦ୍ଧାର୍ଥ ଶୁକ୍ଳାଙ୍କ ଗତ ବର୍ଷ ୨ ସେପ୍ଟେମ୍ବରରେ ଦେହାନ୍ତ ହୋଇଥିଲା । ତାଙ୍କର ମୃତ୍ୟୁ ଫ୍ୟାନ୍ସଙ୍କୁ ମର୍ମାହତ କରିଥିଲା, ଖାଲି ତାଙ୍କ ଫ୍ୟାନ୍ସ…

ଜ୍ଞାନବ୍ୟାପୀ ମସଜିଦ ମାମଲାର ଶୁଣାଣି କରିବେ ଜିଲ୍ଲା ଜଜ୍, କେସ ଟ୍ରାନ୍ସଫର କଲେ ସୁପ୍ରିମକୋର୍ଟ

ଜ୍ଞାନବ୍ୟାପୀ ମସଜିଦ୍ ବିବାଦରେ ମାମଲାକୁ ସୁପ୍ରିମକୋର୍ଟ ବାରଣାସୀର ଜିଲ୍ଲା ଅଦାଲତକୁ ଟ୍ରାନ୍ସଫର କରିଦେଇଛନ୍ତି । ଏହା ସହ କୋର୍ଟ  "ଶିବଲିଙ୍ଗ' ମିଳିଥିବା ସ୍ଥାନକୁ ସିଲ୍ ରଖିବା, ମୁସଲିମଙ୍କୁ ସୀମିତ ସଂଖ୍ୟାରେ ନମାଜ…

ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ୧୭ ସମ୍ପତ୍ତି ଉପରେ ସିବିଆଇ ରେଡ୍

ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ  ଲାଲୁ ଯାଦବଙ୍କ ପାଇଁ ପୁଣି ବଢ଼ିଛି ଅଡୁଆ । ସିବିଆଇ ଲାଲୁ ଏବଂ ତାଙ୍କ ପରିବାର ବିରୋଧରେ ଏକ ନୂଆ ମାମଲା ରୁଜୁ କରିଛି । ଏହି କେସ ଲ୍ୟାଣ୍ଡ୍ ଫର୍ ଜବ୍ ସ୍କାମ…

ରାତି ୮ଟାରେ ଆରମ୍ଭ ହେବ ଆଇପିଏଲ ଫାଇନାଲ ମ୍ୟାଚ, ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ ରଙ୍ଗାରଙ୍ଗ ଉଦଯାପନୀ ଉତ୍ସବ

ମୁମ୍ବାଇ: ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବ ଚଳିତ ବର୍ଷ ଆଇପିଏଲର ଫାଇନାଲ ମ୍ୟାଚ । ଏହି ମ୍ୟାଚ ସଂଧ୍ୟା ୭.୩୦ରେ ଆରମ୍ଭ ହେବାର ଥିଲା । ମାତ୍ର ଆଇପିଏଲର ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମ ୪୦ ମିନିଟ ଧରି ଅନୁଷ୍ଠିତ…

୭୫ ବର୍ଷ ପରେ କରତାରପୁର ସାହିବରେ ଭାଇ-ଭଉଣୀ ହେଲା ଭେଟଘାଟ, ଭାରତ-ପାକିସ୍ତାନ ବିଭାଜନ ବେଳେ ହୋଇଥିଲେ ଅଲଗା

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ଭାଗ ହେବା ଆମ ସମସ୍ତଙ୍କ ପାଇଁ ଏକ ଶକ୍ତ ଆଘାତ ଥିଲା । ଆଜିବି ଏଭଳି ବହୁ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ମଧ୍ୟରୁ ପରିବାରର କିଛି ସଦସ୍ୟ ଭାରତରେ ତ ଆଉ କିଛ ସଦସ୍ୟ ପାକିସ୍ତାନରେ…

ଓଡ଼ିଆ ଚ୍ୟାନେଲ “ଷ୍ଟାର କିରଣ’ର ଶୁଭାରମ୍ଭ: ୬ ଜୁନ୍‌ରେ ପ୍ରିମିୟର, ପ୍ରଥମ ଥର ଏଚ୍‌ଡିରେ ମନୋରଞ୍ଜନର ମଜା ନେବେ ଦର୍ଶକ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଭାରତର ପ୍ରମୁଖ ଟିଭି ନେଟୱର୍କ ଡିଜ୍‌ନୀ ଷ୍ଟାର ଗୁରୁବାର ଏକ ଉତ୍ସର୍ଗୀକୃତ ଓଡ଼ିଆ ସାଧାରଣ ମନୋରଞ୍ଜନ ଚ୍ୟାନେଲ "ଷ୍ଟାର ଡିଜ୍‌ନୀ'ର ଶୁଭାରମ୍ଭ କରିଛି, ଯାହାର ପ୍ରିମିୟର ୬ ଜୁନ୍‌ ୨୦୨୨…

ବିଶ୍ୱରେ ଘୋର ଖାଦ୍ୟ ସଂକଟ: ଗ୍ରାସିଛି ଭୋକର କରାଳ ରାକ୍ଷସ, ଉତ୍କଟ ଜନକ ସ୍ଥିତିରେ କୁପୋଷଣ ଶିଶୁଙ୍କ ସଂଖ୍ୟା

ୱାଶିଂଟନ୍‌ : ବିଶ୍ୱରେ ଏବେ ଘୋର ଖାଦ୍ୟ ସଂକଟ । ଗ୍ରାସିଛି ଭୋକର କରାଳ ରାକ୍ଷସ । ଏହାକୁ ନେଇ ଜାତିସଂଘ ଗଭୀର ଚିନ୍ତାପ୍ରକଟ କରିଛି । ଜାତିସଂଘ ସେକ୍ରେଟାରୀ ଜେନେରାଲ ଏଣ୍ଟୋନିୟୋ ଗୁଟରେସ୍‌ ତାଙ୍କ ପ୍ରତିକ୍ରିୟାରେ…