Featured ପେଟ୍ରୋଲ-ଡିଜେଲ ଦାମକୁ ନେଇ ଚିନ୍ତାରେ ତୈଳ କମ୍ପାନୀ: କଲେ ଏମିତି ଦାବି Abinash Kumar Dhal Jun 2, 2022 ନୂଆଦିଲ୍ଲୀ: ତୈଳଦର ବୃଦ୍ଧି ପରେ ମଧ୍ୟ ଇନ୍ଧନର ମୂଲ୍ୟ ସ୍ତିର ରହିବା ଏବେ ପେଟ୍ରୋଲିୟମ କମ୍ପାନୀଗୁଡିକ ପାଇଁ ଚିନ୍ତାର କାରଣ ପାଲଟିଛି । ଯାହା ଫଳରେ ଏମାନେ କ୍ଷତି ହେଉଥିବା ନେଇ ଦାବି ମଧ୍ୟ କରିବା ଆରମ୍ଭ କଲେଣି ।…
Featured ସାଇକେଲ ଦିବସ ଅବସରରେ ନିଆରା କଳାକୃତି Abinash Kumar Dhal Jun 2, 2022 ଭୁବନେଶ୍ୱର: ବିଶ୍ୱ ସାଇକେଲ ଦିବସ ଅବସରରେ ଏକ ନିଆରା କଳାକୃତି କରି ଦେଖାଇଛନ୍ତି ପ୍ରିୟଙ୍କା ସାହାଣୀ । ଚୁଡି, ପ୍ଲାଷ୍ଟିକ, ସୂତା ଇତ୍ୟାଦିକୁ ନେଇ ଏକ ସାଇକେଲ ତିଆରି କରିଛନ୍ତି । ଏହି ଅଜବ ସାଇକେଲର ସେ ନାମକରଣ ମଧ୍ୟ…
Featured ହଠାତ ଅଧାରେ ଅଟକିଗଲା ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମ୍ୟାଚ: ଜାଣନ୍ତୁ କାରଣ… Abinash Kumar Dhal Jun 2, 2022 ନୂଆଦିଲ୍ଲୀ: ଐତିହାସିକ ଲର୍ଡସ ମଇଦାନରେ ଜାରି ରହିଛି ଇଂଲଣ୍ଡ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ । କିନ୍ତୁ ମ୍ୟାଚର ପ୍ରଥମ ଦିନ ଖେଳରେ ୨୩ ଓଭର ପରେ ହଠାତ କିଛି ସମୟ ପାଇଁ ଖେଳ ବନ୍ଦ ରହିଛି । ତେବେ ଏହି ମ୍ୟାଚ ବନ୍ଦ…
Featured ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖୁସି ଖବର: ଦୁଇ ବର୍ଷ ପରେ ପ୍ରଥମ ଥର ହେବ ଏମିତି Abinash Kumar Dhal Jun 2, 2022 ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ସିରିଜ । ତେବେ ଏହି ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଟିମକୁ ମିଳିଛି ଏକ ଆଶ୍ୱସ୍ତିକର ଖବର । ଟିମ ଇଣ୍ଡିଆ ମୁଣ୍ଡରୁ ହଟିଛି ଏକ ବଡ…
Featured ବିଶ୍ୱବିଦ୍ୟାଳୟ ଉପରେ ଅନୈତିକ ହସ୍ତକ୍ଷେପ ବନ୍ଦ କରନ୍ତୁ ସରକାର Abinash Kumar Dhal Jun 2, 2022 ନୂଆଦିଲ୍ଲୀ: ହିମାଚଳପ୍ରଦେଶର ସିମଲାରେ ଅନୁଷ୍ଠିତ ହୋଇଯାଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ରାଷ୍ଟ୍ରୀୟ କାର୍ୟ୍ୟସମିତି ବୈଠକ । ଏହି ବୈଠକରେ ଦେଶରୁ ୪୦୦ରୁ ଉର୍ଦ୍ଧ୍ବ ଛାତ୍ର ନେତାଙ୍କ ସମେତ ଓଡିଶାରୁ ୧୦ଜଣ…
Featured ‘ଥୋର୍ପ’ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇଲେ ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକ୍ସ Abinash Kumar Dhal Jun 2, 2022 ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଆରମ୍ଭ ହୋଇଯାଇଛି । ସିରିଜର ପ୍ରଥମ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । କିନ୍ତୁ ଟସ ସମୟରେ ପଡିଆରେ ଏକ…
Featured ଦେଶର ପୁନଃନିର୍ମାଣ ପାଇଁ ଭାରତଠାରୁ ସାହାଯ୍ୟର ଆଶା କରୁଛି ତାଲିବାନ Abinash Kumar Dhal Jun 2, 2022 ନୂଆଦିଲ୍ଲୀ: ତାଲିବାନର କବଜା କରିବା ପରଠାରୁ ଆଫଗାନିସ୍ତାନର ସ୍ଥିତି ଖରାପ ଆଡକୁ ଗତି କରୁଛି । ବିଭିନ୍ନ କ୍ଷେତ୍ରରେ ସଂଘର୍ଷ କରୁଥିବା ଦେଶକୁ ସୁରକ୍ଷିତ ରଖିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି…
Featured କୁଲଗାମରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା, ଦେଖନ୍ତୁ ଭିଡିଓ Abinash Kumar Dhal Jun 2, 2022 ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଦିନକୁ ଦିନ ବଢିବାରେ ଲାଗିଛି ହତ୍ୟା । ରାତି ପାହିବାରୁ ରାତି ହେବା ପର୍ଯ୍ୟନ୍ତ ମନ ଭିତରେ ଆତଙ୍କବାଦୀଙ୍କ ଭୟ । ଦିନ ଦି ପ୍ରହରେ ବି ଘରେ ଏବଂ ଅଫିସରେ ପଶି ହତ୍ୟା କରି ଚାଲି ଯାଉଛନ୍ତି…
Featured ଲୋଡା ନାହିଁ ବର, ନିଜକୁ ବାହା ହୋଇ ରଚିବେ ଇତିହାସ Abinash Kumar Dhal Jun 2, 2022 ବାହାଘର ହେବ । କନିଆଁ ଥିବ, ବାଜା-ବାଣ ଥିବ, ରୋଷଣି ବି ଥିବ କିନ୍ତୁ ନଥିବ କେବଳ ବର । ରୀତିନୀତି ଆଉ ସବୁ ନିୟମ ଅନୁସାରେ ବାହାଘର ହେବ । ତଥାପି ଆପଣଙ୍କ ମନରେ ଗୋଟିଏ କିନ୍ତୁ ରହି ଯାଉଛି ନା, ବର ନଥାଇ ବାହାଘର…
Breaking News ଧରାପଡ଼ିଲା କିଡନୀ ରାକେଟ, ୩ଲକ୍ଷରେ କିଣି ୩୦ ଲକ୍ଷରେ ବିକୁଥିଲେ Abinash Kumar Dhal Jun 2, 2022 ଦିଳ୍ଲୀ ପୋଲିସକୁ ମିଳିଛି ବଡ଼ ସଫଳତା । ଗରିବ ଲୋକଙ୍କୁ ଟାର୍ଗେଟ କରୁଥିବା କିଛି କିଡନୀ ଦଲାଲଙ୍କର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୋଲିସ । ଏହି ରାକେଟରେ ସମ୍ପୃକ୍ତ ଥିବା ୧୦ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ…