(Video) ମୁଁ ରାହୁଲ ଗାନ୍ଧୀଙ୍କୁ ବିବାହ କରିବି, କିନ୍ତୁ ଗୋଟିଏ ସର୍ତ୍ତ… ଚର୍ଚ୍ଚାରେ ଅଭିନେତ୍ରୀଙ୍କ ବୟାନ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଖୁସି ଖବର ଆସୁଛି । ଗତକାଲି ତାଙ୍କୁ ମୋଦୀ ସରନେମ ମାମଲାରେ ଜେଲ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହାପରେ ଆଜି ରାହୁଲଙ୍କୁ…

ଆବଶ୍ୟକତା ଠାରୁ ଅଧିକ ପାଣି ପିଇବା ବିପଜ୍ଜନକ, ଅଧିକ ପାଣି ପିଇ ୱାଟର ଟକ୍ସିସିଟି ରୋଗରେ ମୃତ୍ୟୁବରଣ କଲେ ମହିଳା

ନୂଆଦିଲ୍ଲୀ: ପାଣି ପିଇବା ସ୍ୱାସ୍ଥ୍ୟ ଲାଗି ବେଶ୍ ଲାଭଦାୟକ ହୋଇଥାଏ । ପାଣି ପିଇବା ଦ୍ୱାରା ଶରୀରରୁ ସମସ୍ତ ବିଷାକ୍ତ ପଦାର୍ଥ ସହଜରେ ବାହାରକୁ ଆସିଯାଇଥାଏ । ଜଣେ ବ୍ୟକ୍ତି ଦିନକୁ ୨ରୁ ୩ ଲିଟର ପର୍ଯ୍ୟନ୍ତ ପାଣି…

ରାଗି ଯାଇ ଫିରିଙ୍ଗିଆ ଥାନା ଜାଳିଦେଲେ ଲୋକେ: ପୋଲିସ ପ୍ରତି ଆକ୍ରୋଶରୁ ଏମିତି କାଣ୍ଡ

ଫିରିଙ୍ଗିଆ: ପୋଲିସ ପ୍ରତି ଲୋକଙ୍କ ଆକ୍ରୋଶ ଏବେ ନିଆଁରେ ଜଳୁଛି । ଆକ୍ରୋଶରୁ ଉତ୍ତେଜନା ଏବଂ ପରେ ବର୍ତ୍ତମାନ ଏହା ନିଆଁର ରୂପ ନେଇଛି । ଉତ୍ୟକ୍ତ ଲୋକେ ଫିରିଙ୍ଗିଆ ଥାନାରେ ନିଆଁ ଲଗାଇ ଦେଇଛନ୍ତି । ତେବେ ପୋଲିସ ଉପରେ…

ଆଗାମୀ ନିର୍ବାଚନ ପ୍ରସ୍ତୁତିକୁ ନେଇ ଗୁରୁମନ୍ତ୍ର ପ୍ରଦାନ କଲେ ଶାହ, ଲୋକଙ୍କ ପ୍ରସଙ୍ଗ ନେଇ ଆନ୍ଦୋଳନ ଓ ଲଢେଇ କରିବାକୁ ଦଳୀୟ କର୍ମୀଙ୍କୁ…

ଭୁବନେଶ୍ୱର:କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭୁବନେଶ୍ୱର ଗସ୍ତ ଅବସରରେ ଶନିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ସେ କର୍ମୀଙ୍କୁ ଆଗାମୀ ନିର୍ବାଚନରେ ପ୍ରସ୍ତୁତିକୁ ନେଇ ଗୁରୁମନ୍ତ୍ର…

୧୨ ବର୍ଷର ରେକର୍ଡ ଭାଙ୍ଗିଲା ଚାଉଳ ମୂଲ୍ୟ: ଭାରତରେ ବ୍ୟାନ ହେବା ପରେ ବଢୁଛି ଦର

ନୂଆଦିଲ୍ଲୀ: ଗତ କିଛି ଦିନରୁ ଖୁବ ବୃଦ୍ଧି ପାଇବାରେ ଲାଗିଛି ଚାଉଳ ମୂଲ୍ୟ । ରିପୋର୍ଟ ଅନୁସାରେ ଚାଉଳ ପ୍ରାୟ ୧୨ ବର୍ଷର ରେକର୍ଡ ଭାଙ୍ଗି ସର୍ବୋଚ୍ଚ ଦରରେ ବିକ୍ରି ହେଉଛି । ତେବେ ସଂଯୁକ୍ତ ରାଷ୍ଟ୍ରର ଖାଦ୍ୟ ଏବଂ କୃଷି…

ମାଡ୍ରାସ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ, ବିଧବାଙ୍କୁ ମନ୍ଦିର ବାରଣ କଲେ ଆଇନ ଅନୁସାରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଚେନ୍ନାଇ:  ମାଡ୍ରାସ ହାଇକୋର୍ଟ ବିଧବାଙ୍କୁ ମନ୍ଦିର ପ୍ରବେଶ ବାରଣ କରାଯିବା ପ୍ରଥାକୁ କଠୋର ଭାଷାରେ ସମାଲୋଚନା କରିଛନ୍ତି । ଏହା ସହିତ କୋର୍ଟ କହିଛନ୍ତି କୌଣସି ବି ସଭ୍ୟ ସମାଜରେ ଏହି ପ୍ରକାର ପରମ୍ପରା ଜାରି ରହିବା…

(video)ଦୋକାନରେ ମିଳୁଛି ପୁଷ୍ଟିକାରକ ଝାଡୁ, ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ୟୁଜର୍ସଙ୍କ ମନରେ ଅନେକ ପ୍ରଶ୍ନବାଚୀ

ନୂଆଦିଲ୍ଲୀ: କଥାଟି ଆପଣଙ୍କର ସହଜରେ ହଜମ ହେବ ନାହିଁ । ଏହାକୁ ଆପଣ ଏକ ମନଗଢା କଥା ବୋଲି ଭାବିବେ । ସୋସିଆଲ ମିଡିଆରେ ଏବେ କିନ୍ତୁ ଏପରି ଏକ ଜିନିଷ ଭାଇରାଲ ହେବାରେ ଲାଗିଛି ଯାହା ଦେଖି ଆପଣ ନ ହସି ରହିପାରିବେ ନାହିଁ…

ଭାରତରେ ସବୁଠାରୁ ବଡ ଘୋଟାଲାର କାହାଣୀ “ସ୍କାମ ୨୦୨୩’, କ’ଣ ରହିଛି କାହାଣୀ ଓ କେବେ ରିଲିଜ ହେବ ଶୋ’ ଆସନ୍ତୁ…

ମୁମ୍ବାଇ:ସୋନି ଲିଭ୍ ଶୋ' "ସ୍କାମ୍ ୧୯୯୨' ଭାରତର ସବୁଠାରୁ ପପୁଲାର ଓଟିଟି ଶୋ' ଭାବରେ ପରିଚିତ । ପ୍ରତୀକ ଗାନ୍ଧୀ ହର୍ଷଦ ମେହେଟ୍ଟାଙ୍କ ଭୂମିକାରେ ଏପରି ଅଭିନୟ କରିଥିଲେ ସମସ୍ତେ ତାଙ୍କ ଅଭିନୟକୁ ବାହାବା କରିଥିଲେ ।…

ରାଜନୀତିରେ ବଢିବ ଯୁବ ନେତୃତ୍ୱଙ୍କ ସଂଖ୍ୟା, ବିଧାନସଭା ନିର୍ବାଚନ ଲଢିବା ପାଇଁ ନ୍ୟୁନତମ ଆୟୁ ୨୫ ବର୍ଷରୁ ହ୍ରାସ ପାଇ ହେବ ୧୮

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଲଢିବାର ବୟସକୁ ନେଇ ବଡ ଖବର ଆସିଛି । ଏକ ସଂସଦୀୟ ପ୍ୟାନେଲ ଶୁକ୍ରବାର ବିଧାନସଭା ନିର୍ବାଚନ ଲଢିବା ପାଇଁ ନ୍ୟୁନତମ ବୟସରେ ପରିବର୍ତ୍ତନ ଲାଗି ସୁପାରିସ କରିଛନ୍ତି । ସଂସଦୀୟ ପ୍ୟାନେଲ…

ପ୍ରଧାନମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ଓ ଦେଶର ଚିତା ପ୍ରୋଜେକ୍ଟକୁ ଏକ ବଡ ଝଟକା, ବିଶେଷଜ୍ଞ କ’ଣ କହିଲେ ଆସନ୍ତୁ ଜାଣିବା

 ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଶୋପୁର ସ୍ଥିତ କୁନୋ ନ୍ୟାସନାଲ ପାର୍କକୁ ନେଇ ଆସିଛି ଚିନ୍ତିତ କରିଦେବା ଭଳି ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡ୍ରିମ ପ୍ରୋଜେକ୍ଟ ଓ ଦେଶର ଚିତା ପ୍ରୋଜେକ୍ଟକୁ ଏକ ବଡ ଝଟକା…