ବିହାରରେ ଜାତି ଆଧାରିତ ଜନଗଣନାର ରାସ୍ତା ସଫା, ପ୍ରତିବନ୍ଧ ହଟାଇ ଦେଲେ ହାଇକୋର୍ଟ
ପାଟନା: ବିହାରରେ ନୀତିଶ ସରକାରଙ୍କୁ ଆଜି ବଡ ଆଶ୍ୱସ୍ତି ମିଳିଛି । ଏଠାରେ ଏବେ ଜାତି ଆଧାରିତ ଜନଗଣନାର ରାସ୍ତା ସଫା ହୋଇଯାଇଛି । ପାଟନା ହାଇକୋର୍ଟ ମଙ୍ଗଳବାର ଏହା ଉପରେ ହୋଇଥିବା ଶୁଣାଣୀରେ ଜାତିଗତ ଜନଗଣନା ଉପରେ…