(Video)ଏକା କରିଦେଲା କରମଣ୍ଡଳ: ବାଲେଶ୍ୱର ରେଳ ଲାଇନରେ ପଡିଛି ପ୍ରେମର ଶେଷ ଚିଠି I LOVE YOU…

ବାଲେଶ୍ୱର: ବାହାନଗା ଦୁର୍ଘଟଣାର ୩ ଦିନ ପରେ ରେଳ ଟ୍ରାକରୁ ମିଳିଛି ପ୍ରେମର ଶେଷ ସନ୍ତକ । ଗୋଟିଏ ଚିଠି, ଯେଉଁଥିରେ ଲେଖା ହୋଇଛି ଜଣେ ବ୍ୟକ୍ତିଙ୍କ ମନର କଥା, ଯେଉଁଥିରେ ରହିଛି କାହା ହୃଦୟର କାହାଣୀ । ମନର ମଣିଷ ପାଇଁ…

ପ୍ରେମିକ ସହ ଝିଅ ଫେରାର ହେବାରୁ ମୃତ ଘୋଷିତ କଲେ ପରିବାର , ୧୩ ଜୁନ୍ ରେ ଦଶାହ ଭୋଜି ଦେବାକୁ ବଣ୍ଟାଗଲା ଶୋକ ସନ୍ଦେଶ

ଭିଲୱାଡା:ରାଜସ୍ଥାନ ଭିଲୱାଡାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଚର୍ଚ୍ଚାକୁ ଆସିଛି । ଏଠି ଏକ ପରିବାର ନିଜ ଜୀବିତ ଝିଅକୁ ମୃତ ଘୋଷଣା କରି ଦେଇଛି । କେବଳ ଏତିକି ନୁହେଁ ପୁରା ସମାଜରେ ନିଜ ଝିଅକୁ ମୃତ ଘୋଷଣା କରିବା ସହ ଦଶାହ…

ଗୃହମନ୍ତ୍ରୀଙ୍କ ସହ ଭେଟି ୨ ଘଣ୍ଟା ଆଲୋଚନା କଲେ କୁସ୍ତିଯୋଦ୍ଧା: ଏବେ ହେବ କି ସମସ୍ୟାର ସମାଧାନ?

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କର ଏକ ଟିମ୍ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ତେବେ ଏହି ବୈଠକରେ କଣ ଆଲୋଚନା ହୋଇଛି ସେ ବିଷୟରେ କୌଣସି…

Big Breaking; ପୁଣି ଏକ ଟ୍ରେନ ଦୁର୍ଘଟଣାଗ୍ରସ୍ତ, ଲାଇନଚ୍ୟୁତ ହୋଇ ଟ୍ରାକ ତଳକୁ ଖସିଲା ଗାଡି

ବରଗଡ: କରମଣ୍ଡଳ ଦୁର୍ଘଟଣାର ଦୁର୍ଦ୍ଦଶା ସୁଧୁରିନଥିବା ବେଳେ ପୁଣି ଏକ ଟ୍ରେନ ଦୁର୍ଘଟରା ନେଇ ସୂଚନା ମିଳିଛି । ବରଗଡରେ ଦୁର୍ଘଟଣାର ଶିକାର ହୋଇଛି ଏକ ମାଲବାହୀ ଟ୍ରେନ । ମେଣ୍ଢାପାଲି ନିକଟରେ ଏହି ଟ୍ରେନର ୫ଟି ବଗି…

ବାହାନଗା ଟ୍ରେନ ଟ୍ରାଜେଡି: SCBରେ ଏବେ ବି ୧୪୨ ଯାତ୍ରୀ ଚିକିତ୍ସିତ, ICUରେ ୧୦ ଆହତ

ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ ୨୭୫ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏହାବ୍ୟତୀତ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା…

IPL ରୁ କେତେ ଟଙ୍କା ରୋଜଗାର କରିଛନ୍ତି କ୍ୟାପଟେନ କୁଲ? ପ୍ରତି ମ୍ୟାଚରେ ଏତିକି ଟଙ୍କା ପାଆନ୍ତି ମାହି

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ଫାଇନାଲ ମ୍ୟାଚରେ ଗୁଜୁରାଟ ଟାଇଟନ୍ସକୁ ମାତ୍ ଦେଇ ଚମ୍ପିଆନ୍ ହୋଇଛି ଚେନ୍ନାଇ ସୁପର କିଙ୍ଗସ । ଅଧିନାୟକ ଭାବରେ ଏମ.ଏସ ଦୋନୀ ଦଳକୁ ପଞ୍ଚମ ଟାଇଟଲ ଭେଟି ଦେଇଛନ୍ତି । ତେବେ କୌଣସି ଦଳ ପାଇଁ…

ଯାତ୍ରୀଙ୍କୁ ନେଇ କୋଲକାତାକୁ ଗଲା ୫୯ଟି ବସ୍: ମାଗଣାରେ ଘରେ ପହଞ୍ଚିବେ ପାସେଞ୍ଜର

ଭୁବନେଶ୍ୱର: କରମଣ୍ଡଳ ଟ୍ରେନ ଦୁର୍ଘଟଣା ପରେ ଫସି ରହିଥିବା ଯାତ୍ରୀଙ୍କୁ ପଶ୍ଚିମବଙ୍ଗ ପଠାଇବା ପାଇଁ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ଯାତ୍ରୀମାନଙ୍କୁ କୋଲକାତା ପଠାଇବା ପାଇଁ ଓଡିଶା ସରକାରଙ୍କ ତରଫରୁ ମାଗଣା ମସ୍…

(Video) କରମଣ୍ଡଳ ଦୁର୍ଘଟଣା: ‘ଏବେ ବି ଆମର ଦାୟିତ୍ୱ ସରିନି…’ କହୁ କହୁ କାନ୍ଦି ପକାଇଲେ ଅଶ୍ୱିନୀ ବୈଷ୍ଣବ

ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣା ଏବଂ ଏହାର ପରିଣାମ ସାରା ଦେଶର ଛାତି ଥରାଇ ଦେଇଛି । ମୃତାହତଙ୍କ ସଂଖ୍ୟା ଏତେ ଅଧିକ ଯେ, ସେମାନଙ୍କ ପରିବାର କଥା ଚିନ୍ତା କରି ସଭିଙ୍କ ଆଖିରେ ଲୁହ ଆସି ଯାଉଛି । ତେବେ…

ଗୁଳି କରି ପାକ୍ ଡ୍ରୋନ ଖସାଇଲା ଭାରତୀୟ ସେନା: ଚାଲିଥିଲା କି ବଡ ଷଡଯନ୍ତ୍ର?

ନୂଆଦିଲ୍ଲୀ: ୱାଘା-ଅଟାରୀଠାରେ ଭାରତୀୟ ସେନାକୁ ମିଳିଛି ଏକ ବଡ ସଫଳତା । ଭାରତର ଆକାଶରେ ଉଡୁଥିବା ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇ ଦେଇଛି ଭାରତୀୟ ସେନା । ବିଏସଏଫର ଯବାନଙ୍କ ଗୁଳିରେ ତଳେ ଖସି ପଡିଛି…

କରମଣ୍ଡଳ ପରେ କାର୍-ବସ୍ ଭିତରେ ଧକ୍କା: ୬ ଜଣଙ୍କ ମୃତ୍ୟୁ

ମହାରାଷ୍ଟ୍ର: ବାହାନଗା ଦୁର୍ଘଟଣାର ଶୋକ ସରିବା ପୂର୍ବରୁ ଆଜି ସକାଳେ ଘଟି ଯାଇଛି ଆଉ ଏକ ବଡ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ବସକୁ ପଛ ପଟୁ ଧକ୍କା ଦେଇଛି କାର୍ । ମହାରାଷ୍ଟ୍ର ଚନ୍ଦ୍ରପୁର କାନପା ଗାଁ ନିକଟରେ ଗୋଟିଏ…