ଗୋଟିଏ ଇନିଂସରେ ବୋଲିଂ କଲେ ୯ ଜଣ ଖେଳାଳି:IPL ଇତିହାସରେ ନୂଆ ଅଧ୍ୟାୟ ଲେଖିଲେ ରାହୁଲ
ମୋହାଲି: ହାଇ ସ୍କୋରିଙ୍ଗ ମ୍ୟାଚରେ ପଞ୍ଜାବକୁ ୫୬ ଧନରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ। ବିସ୍ଫୋରକ ବ୍ୟାଟିଙ୍ଗ ପରେ ଚତୁର ବୋଲିଂ ଦଳକୁ ଏହି ବିଶାଳ ବିଜୟ ଭେଟି ଦେଇଛି। ତେବେ ଏହି ମ୍ୟାଚରେ ଅନେକ ରେକର୍ଡ…