ଏପ୍ରିଲ ୬ରେ ଧ୍ୱଂସ ହେବ ପୃଥିବୀ! ପୃଥିବୀ ଆଡକୁ ମାଡି ଆସୁଛି ୧୫୦ ଫୁଟର ଆଷ୍ଟ୍ରଏଡ
ନୂଆଦିଲ୍ଲୀ: ସାରା ବିଶ୍ୱ ପାଇଁ ମାଡି ଆସୁଛି ଏକ ମହାବିପଦ । ମାନବ ସମାଜ ପାଇଁ ଏହା ବିନାଶର ଏକ ବିରାଟ କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି । ଏ ନେଇ ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ଚେତାବନୀ ଜାରି କରିଛି ।…