ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀ ଅଶାନ୍ତି: ବ୍ଲକ ସାମନାରେ ଭାତ ଥାଳି ଧରି କଲେ ପ୍ରତିବାଦ
ବାରିପଦା: ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନାକୁ ନେଇ ଦେଖାଦେଇଛି ଅଶାନ୍ତି । ଯାହାକୁ ନେଇ ଛାତ୍ରଛାତ୍ରୀମାନେ ଏକ ଭିନ୍ନ ଉପାୟରେ ଧାରଣା ଦେଇଛନ୍ତି । ଭାତ ଥାଳି ଧରି ବ୍ଲକ ସମ୍ମୁଖରେ…