ସ୍ୱାସ୍ଥ୍ୟ ବିଭାଗରେ ଖେଳିଗଲା ଆତଙ୍କ, ଲକ୍ଷ୍ନୌ ଜେଲ୍ରେ ବନ୍ଦ ୩୬ କଏଦୀ HIV ପଜିଟିଭ୍
ଲକ୍ଷ୍ନୌ: ଲକ୍ଷ୍ନୌ ଜିଲ୍ଲା ଜେଲ୍ରେ ୩୬ ନୂଆ ବନ୍ଦୀ ଏଚଆଇଭି ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାଦ୍ୱାରା ଜେଲ୍ ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ଆତଙ୍କ ଖେଳିଯାଇଛି । ସଂକ୍ରମିତଙ୍କୁ ମେଡିସିନ୍ ଦିଆଯାଉଛି ।…