INDvsENG; ଦ୍ବିତୀୟ ଟେଷ୍ଟରେ ଭାରତର ପ୍ରଥମ ଇନିଂସ ୩୯୬ ରନ୍‌ରେ ସୀମିତ, ଜୟସ୍ୱାଲଙ୍କ ଦ୍ୱିଶତକ

ନୂଆଦିଲ୍ଲୀ: ଦ୍ବିତୀୟ ଟେଷ୍ଟରେ ଭାରତର ପ୍ରଥମ ଇନିଂସ ୩୯୬ ରନ୍ରେ ସୀମିତ, ଜୟସ୍ୱାଲଙ୍କ ଦ୍ୱିଶତକ । ଓପନର ଯଶସ୍ୱୀ ଜୟସ୍ୱାଲଙ୍କ ଚମତ୍କାର ଦ୍ୱିଶତକ ବଳରେ ଭାରତ ବିଶାଖାପାଟଣା ଟେଷ୍ଟର ପ୍ରଥମ ଇନିଂସରେ ୩୯୬ ରନ୍…

ଆଜି ଝାଡ଼ଖଣ୍ଡର ଦେଓଘର ମନ୍ଦିର ଦର୍ଶନ କରିବେ ରାହୁଲ; ଏନେଇ କ’ଣ କହିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ?

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଶୁକ୍ରବାର ଝାଡ଼ଖଣ୍ଡରେ ପହଞ୍ଚିଛି। ରାହୁଲ ଗାନ୍ଧୀ ଶନିବାର ଦେବଘରସ୍ଥିତ ବୈଦ୍ୟନାଥ ଧାମ ମନ୍ଦିରକୁ ଯାଇ ଭଗବାନ ଶିବଙ୍କୁ ପୂଜା…

ଥାନାରେ ଶିବସେନା ନେତାଙ୍କ ଉପରକୁ ୧୦ ଗୁଳିମାଡ, ବିଜେପି ନେତା କହିଲେ ହଁ ମୁଁ ଗୁଳିମାରିଛି

ଠାଣେ: ମହାରାଷ୍ଟ୍ର ଠାଣେ ଜିଲ୍ଲାରେ ଜମି ବିବାଦକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ପରିଚାଳିତ ଶିବସେନାର ଜଣେ ନେତାଙ୍କୁ ଗୁଳିମାଡ ହୋଇଛି । ଏହି ମାମଲାରେ ବିଜେପିର ଜଣେ ବିଧାୟକଙ୍କୁ ଗିରଫ…

ଦୃଷ୍ଟିବାଧିତ ମହିଳାଙ୍କ ଭଙ୍ଗା ଚାଳିଆ ଦେଖି ବାଲେଶ୍ୱର ଜିଲ୍ଲାପାଳଙ୍କୁ ତାଗିଦ୍ କଲେ ରାଜ୍ୟପାଳ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାପାଳଙ୍କୁ ରାଜ୍ୟପାଳ ତାଗିଦ୍ କଲେ। ଦୃଷ୍ଟିବାଧିତ ମହିଳାଙ୍କ ଭଙ୍ଗା ଚାଳିଆ ଦେଖିଲେ। କାହିଁକି ଘର ଦିଆଯାଇନି ବୋଲି ପ୍ରଶ୍ନ କଲେ। ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ତାଗିଦ୍ କଲେ…

କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ ଆଶ୍ୱସ୍ତି; ଜ୍ୱର, ଡାଇବେଟିସ, ପେନ୍‌କିଲର ସହିତ ୩୯ ମେଡିସିନ୍ ହେଲା ଶସ୍ତା

ନୂଆଦିଲ୍ଲୀ: ରୋଗ ବେମାରୀରେ ପଡିଲେ ଗରିବ ସାଧାରଣ ଜନତା ଅର୍ଥାଭାବରୁ ଘାଣ୍ଟି ହୋଇଯାଆନ୍ତି । ସେଥିପାଇଁ ସରକାର ବିଭିନ୍ନ ସମୟରେ ଗରିବଙ୍କ ଲାଗି ବିଭିନ୍ନ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଥାନ୍ତି । କରୋନା…

ପ୍ରଥମ ବିଶ୍ବ ଓଡ଼ିଆ ସମ୍ମିଳନୀ ଉଦଘାଟିତ; ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଆ ଭାଷାର ପ୍ରଚାର, ସଂରକ୍ଷଣ ଓ ପ୍ରସାର ପାଇଁ ଆଜିଠୁ ଆରମ୍ଭ ହେଲା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ରାଜଧାନୀର ଜନତା ମଇଦାନରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଆ ଭାଷା, ସାହିତ୍ୟ…

ବିଜେପି ବିଧାୟକ ଥାନାରେ ଗୁଳି ଚଳାଇବା ଘଟଣାରେ ବିରୋଧୀଙ୍କ ଆକ୍ରମଣ 

ଥାନେ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଉଲହାସନଗରରେ ବିଜେପି ବିଧାୟକ ଗଣପତ ଗାଇକୱାଡଙ୍କୁ ଶିବସେନାର ଜଣେ ନେତା ଗୁଳି କରି ହତ୍ୟା କରିଛନ୍ତି। ମୁଖ୍ୟ ବିରୋଧୀ ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ) ଏହି ଘଟଣାକୁ ନେଇ ରାଜ୍ୟର…

ପାକିସ୍ତାନରେ ନିର୍ବାଚନ ପୂର୍ବରୁ ହିଂସା; ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ବାହାରେ ଭୟଙ୍କର ବିସ୍ଫୋରଣ

ନୂଆଦିଲ୍ଲୀ: କରାଚିରେ ଥିବା ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) କାର୍ଯ୍ୟାଳୟ ବାହାରେ ଏକ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଦକ୍ଷିଣ କରାଚିର ଏସଏସପି ସାଜିଦ ସଦୋଜାଇଙ୍କ କହିବା ଅନୁଯାୟୀ ଏହି ଘଟଣାରେ କେହି…

ମଦ ପିଇବାକୁ ବାରଣ କରିବାରୁ ସ୍ତ୍ରୀକୁ କିରୋସିନି ଢାଳି ନିଆଁ ଲଗାଇ ଦେଲା ସ୍ୱାମୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଦ୍ୱାରକା ଜିଲ୍ଲାର ଡାବ୍ରି ଅଞ୍ଚଳରେ ମଦ୍ୟପାନକୁ ନେଇ ଝଗଡ଼ା ହେବାରୁ ଜଣେ ବ୍ୟକ୍ତି ନିଜ ୩୨ ବର୍ଷୀୟା ପତ୍ନୀଙ୍କୁ ନିଆଁ ଲଗାଇ ଦେଇଛନ୍ତି। ନରେନ୍ଦ୍ର ନାମକ ଜଣେ ବ୍ୟକ୍ତି ଗୁରୁବାର…

କରଞ୍ଜିଆ: ଟ୍ରକ୍‌କୁ ପଛରୁ ପିଟିଲା ବରଯାତ୍ରୀ ବସ୍‌, ୧୦ରୁ ଅଧିକ ଆହତ, ୨ ଗୁରୁତର

କରଞ୍ଜିଆ: ଟ୍ରକ୍‌କୁ ପଛରୁ ପିଟିଲା ବରଯାତ୍ରୀ ବସ୍‌, ୧୦ରୁ ଅଧିକ ଆହତ । ୧୦ ଆହତ ବ୍ୟକ୍ତିଙ୍କ ମଧ୍ୟରୁ ୨ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ହୋଇଥିବା ବ୍ୟକ୍ତି କରଞ୍ଜିଆ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ୨୨୦ନଂ…