ଇଂଲଣ୍ଡ ବିପକ୍ଷ ସିରିଜରେ ରାହୁଲଙ୍କୁ ମିଳିବନି ସୁଯୋଗ! ହାତରୁ ଖସିଯିବ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଆସନ୍ତା ୨୫ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଟିମ ଇଣ୍ଡିଆ । ଇଂଲଣ୍ଡକୁ ଭେଟିବା ପାଇଁ ଭାରତୀୟ ଦଳ ପ୍ରସ୍ତୁତ ହେଉଥିବା ବେଳେ ଦଳର ଷ୍ଟାର କ୍ରିକେଟର ବିରାଟ କୋହଲି ପ୍ରଥମ ଦୁଇଟି ଟେଷ୍ଟରୁ…

(Video) ‘ଆମେ ଅଯୋଧ୍ୟାରେ ଯାହା ଦେଖିଲୁ….’ ଅଯୋଧ୍ୟାର ଅଦ୍ଭୁତ ଦୃଶ୍ୟ ଦେଖାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ରାମ ମନ୍ଦିର ନିର୍ମାଣ ପରେ ପ୍ରାଣପ୍ରତିଷ୍ଠା ଉତ୍ସବ ଶେଷ ହୋଇଛି । ରାମଲାଲାଙ୍କ ଅପୂର୍ବ ବାଲ୍ୟବିଗ୍ରହ ମନ୍ଦିରର ଗର୍ଭଗୃହରେ ସ୍ଥାପନା ହୋଇ ସାରିଛନ୍ତି । ଏହି…

ପ୍ରଥମ ଦିନରେ ରାମ ମନ୍ଦିରରେ ପ୍ରବଳ ଭିଡ଼; ସମ୍ଭାଳିପାରୁନାହାନ୍ତି ପୋଲିସ, ଆହତ ହେଲେଣି ବହୁ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: ସୋମବାର ପ୍ରାଣ ପ୍ରତିଷ୍ଠ ପରେ ମଙ୍ଗଳବାର ପ୍ରଥମ ଥର ପାଇଁ ସାଧାରଣ ଲୋକଙ୍କ ପାଇଁ ଖୋଲିଛି ରାମ ମନ୍ଦିରର ଦ୍ୱାର । ପ୍ରଥମ ଦିନରେ ହିଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚିଛନ୍ତି । ଭୋର ୩ ଟାରୁ…

ବର୍ଷର ଶ୍ରେଷ୍ଠ ଦିନିକିଆ-ଟେଷ୍ଟ୍ ଦଳ ଘୋଷଣା କଲା ICC; ଭାରତର କେତେ ଖେଳାଳି ପାଇଛନ୍ତି ସ୍ଥାନ?

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ବର୍ଷର ଶ୍ରେଷ୍ଠ ଟେଷ୍ଟ୍ ଓ ଦିନିକିଆ ଦଳ ଘୋଷଣା କରିଛି । ଦିନିକିଆ ଦଳରେ ୮ ଜଣ ଭାରତୀୟ କ୍ରିକେଟରଙ୍କ ସ୍ଥାନ ପାଇଥିବା ବେଳେ ଟେଷ୍ଟରେ ଅଷ୍ଟ୍ରେଲିଆର ପ୍ରାଧାନ୍ୟ…

ଭୁବନେଶ୍ୱର ଏମ୍ସରେ ଆରମ୍ଭ ହେଲା ଡ୍ରୋନ ସେବା: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଡ଼ ସଫଳତା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ଆଜିଠାରୁ ଡ୍ରୋନ ସେବା ଆରମ୍ଭ ହୋଇଯାଇଛି । ଏଣିକି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏମ୍ସ ମେଡିକାଲରେ ଡ୍ରୋନ ସେବା ଉପଲବ୍ଧ ହୋଇପାରିବ । ଏମ୍ସ ମେଡିକାଲର…

ରାମ ମନ୍ଦିର ଉପରେ ଲେଜର-ଲାଇଟ୍ ଶୋ ମାଧ୍ୟମରେ ଚିତ୍ରିତ ହେଲା ଐତିହର ଗାଥା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲଲାଙ୍କ 'ପ୍ରାଣ ପ୍ରତିଷ୍ଠା' ସମାରୋହରେ ଭବ୍ୟ ରାମ ମନ୍ଦିରକୁ ଏକ ଚମତ୍କାର ଲେଜର ଏବଂ ଲାଇଟ୍ ସୋ'ରେ ସଜ୍ଜିତ କରାଯାଇ ଭଗବାନ ରାମଙ୍କ ଏକ ଆକର୍ଷଣୀୟ କଥା ଚିତ୍ର ପ୍ରସ୍ତୁତ କରାଯାଇଥିଲା।…

ଦିନ ହେଲେ ଅଯୋଧ୍ୟାରୁ ବାହାରି ଯାଆନ୍ତି ପ୍ରଭୁ ଶ୍ରୀରାମ, ଫେରନ୍ତି ରାତିରେ: ଜାଣନ୍ତୁ କ’ଣ ରହିଛି ସତ୍ୟତା?

ନୂଆଦିଲ୍ଲୀ: ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ମହିମା ବଡ଼ ଅପାର । ପ୍ରଭୁଙ୍କ ଜନ୍ମପୀଠ ଅଯୋଧ୍ୟାରେ ନିର୍ମାଣ ହେଉଛି ଭବ୍ୟ ରାମ ମନ୍ଦିର । କିନ୍ତୁ ଅଯୋଧ୍ୟା ବ୍ୟତୀତ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଆଉ ଏକ ପ୍ରସିଦ୍ଧ…

ଅଯୋଧ୍ୟା ରାମ ମନ୍ଦିରକୁ ମିଳିଛି ୩୨୦୦ କୋଟିର ଦାନ: ଜାଣନ୍ତୁ କିଏ କେତେ ଦାନ ଦେଇଛନ୍ତି

ଓଡ଼ିଶା ଭାସ୍କର: ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ କରିଛନ୍ତି ପ୍ରଭୁ ରାମଲାଲାଙ୍କ ବାଲ୍ୟବିଗ୍ରହ । ଆଜି ଭବ୍ୟ ପ୍ରାଣପ୍ରତିଷ୍ଠା ମହା ସମାରୋହରେ ଶ୍ରୀରାମ ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ରାମ…

ସବୁଠି ଜୟ ଶ୍ରୀରାମ… ଅଷ୍ଟ୍ରେଲିଆ କ୍ରିକେଟର ଡାଭିଡ ୱାର୍ଣ୍ଣରଙ୍କ ମୁହଁରେ ରାମନାମ

ନୂଆଦିଲ୍ଲୀ: ଆଜି ଅଯୋଧ୍ୟାର ନବନିର୍ମିତ ରାମ ମନ୍ଦିରରେ ରାମଲାଲାଙ୍କ ବାଲ୍ୟ ବିଗ୍ରହ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହୋଇଛି । ଏଥିପାଇଁ ସାରା ଦେଶକୁ ରାମଭକ୍ତିରେ ମଗ୍ନ ଥିବା ଦେଖାଯାଇଛି । ଦେଶର କୋଣ ଅନୁକୋଣରେ…

ଗଣତନ୍ତ୍ର ଦିବସରେ ବିଶ୍ୱ ଦେଖିବ ଆଦିବାସୀ ସମାଜର ‘ସୌନ୍ଦର୍ଯ୍ୟତା’: January 26 ପରେଡ ପୂର୍ବରୁ ଚର୍ଚ୍ଚାରେ ଛତିଶଗଡ଼ର ଝାଙ୍କୀ

ରାୟପୁର: ଆଉ ୩ ଦିନ ପରେ ସାରା ଭାରତ ପାଳନ କରିବ ଦେଶର ୭୫ତମ ଗଣତନ୍ତ୍ର ଦିବସ । ଏହି ଅବସରରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମୁଖ୍ୟ ଅତିଥି ଭାବରେ ସାମିଲ ହେବେ । ତେବେ ଏଥର ଜାନୁୟାରୀ ୨୬ରେ ସାରା ବିଶ୍ୱ ଭାରତୀୟ…