ଭାରି ପଡିଲା ବିବାହ ଭୋଜି, ମଣ୍ଡପରୁ ବର ସହିତ ୮୦ ବରଯାତ୍ରୀ ହେଲେ ହସ୍ପିଟାଲରେ ଆଡମିଟ୍‌

ନାଗପୁର : ମହାରାଷ୍ଟ୍ର ନାଗପୁରରେ ଏକ ବିବାହ ଭୋଜିରେ ଖାଇବା ଅତିଥିଙ୍କୁ ଭାରି ପଡିଯାଇଛି । ଖାଦ୍ୟ ଖାଇବା ପରେ ୮୦ ଜଣ ଲୋକ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଏବେ ଏମାନେ ସମସ୍ତେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।…

ଶ୍ରେୟସ ଆୟରଙ୍କୁ ମିଳିଲା ଅଧିନାୟକ ପଦ: ଏହି ଟୁର୍ଣ୍ଣାମେଣ୍ଟରେ ନେବେ ଦଳର ନେତୃତ୍ୱ

ନୂଆଦିଲ୍ଲୀ: ଭାରତୀୟ ଦଳ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛି । ଉଭୟ ଦଳ ମଧ୍ୟରେ ମ୍ୟାଚ ବର୍ଷ ଯୋଗୁଁ ରଦ୍ଦ ହୋଇ ଯାଇଥିବା ବେଳେ ଦ୍ୱିତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି । ତେବେ ଏହି ମ୍ୟାଚରେ ଦଳରୁ…

ଇନ୍ଦିରା ଗାନ୍ଧୀ ଶାନ୍ତି ପୁରସ୍କାର ପାଇଲେ ୱାରେନବୋଇମ୍ ଓ ଅଲି ଆବୁ, ଗାଜାରେ ଯୁଦ୍ଧ ସମାପ୍ତି ଲାଗି ଶାନ୍ତିର ସଙ୍ଗୀତ ଗାଇ କରିଛନ୍ତି ବିଶ୍ୱର…

ନୂଆଦିଲ୍ଲୀ: ପ୍ରସିଦ୍ଧ ପିଆନୋ ବାଦକ ଓ ସଙ୍ଗୀତ ପରିଚାଳକ ଡାନିଏଲ୍ ୱାରେନବୋଇମ୍ ଓ ସମାଜସେବୀ ତଥା ଶାନ୍ତି କାର୍ଯ୍ୟକର୍ତ୍ତା ଅଲି ଆବୁଙ୍କୁ ମିଳିତ ଭାବରେ ଶାନ୍ତି, ନିରସ୍ତ୍ରୀକରଣ ଓ ବିକାଶ ଲାଗି ବର୍ଷ ୨୦୨୩ର ଇନ୍ଦିରା…

ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା; ସାହି ଇଦ୍ଗାହ ପରିସରର ହେବ କମିଶନର ସର୍ଭେ, ହିନ୍ଦୁ ପକ୍ଷର ଆବେଦନ ଗ୍ରହଣ

ନୂଆଦିଲ୍ଲୀ: ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହି ଇଦ୍ଗାହ ମାମଲାରେ ଆହ୍ଲାବାଦ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟ ହିନ୍ଦୁ ପକ୍ଷର ଆବେଦନକୁ ଗ୍ରହଣ କରିଛନ୍ତି। ସାହି ଇଦ୍ଗାହ କମ୍ପ୍ଲେକ୍ସର କୋର୍ଟ କମିଶନର…

ସବୁ ରେକର୍ଡ ଭାଙ୍ଗିଲା ଥଣ୍ଡା; ପାଇପ୍ ପାଣି ପାଲଟିଯାଉଛି ବରଫ, ଜନଜୀବନ ଅତିଷ୍ଠ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ପାହାଡ ଉପରେ ବରଫପାତ ଏତେମାତ୍ରାରେ ଜାରି ରହିଛି ଯେ ଏଠାରେ ଥଣ୍ଡା ଏବେ ସବୁ ରେକର୍ଡ ଟପିଯାଇଛି । ଗତ ରାତିରେ ଶ୍ରୀନଗରରେ ସବୁଠାରୁ ଅଧିକ ଥଣ୍ଡା ପଡିଥିଲା । ଅଧିକାରୀଙ୍କ ସୂତ୍ରରୁ…

ପାକିସ୍ତାନରେ ବି ମୋଦୀ ଆଣିଦେବେ ଭୋଟ୍‌, ଦେଶରେ ବଦଳୁଛି ନିର୍ବାଚନୀ ହାଲ୍‌ଚାଲ୍

ନୂଆଦିଲ୍ଲୀ:ପାକିସ୍ତାନରେ ୩ଥର କ୍ଷମତା ସମ୍ଭାଳିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଏମଏଲ୍ ଅଧ୍ୟକ୍ଷ ନୱାଜ ସରିଫ୍ ଦଳର ସଂସଦୀୟ ବୋର୍ଡ ବୈଠକ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭୂତପୂର୍ବ…

ସେନ୍ସେକ୍ସର ନୂଆ ଇତିହାସ; ୧୦ ମିନିଟରେ ରୋଜଗାର କଲେ ୩ ଲକ୍ଷ କୋଟି

ନୂଆଦିଲ୍ଲୀ: ଆଜି ଷ୍ଟକ ବଜାରରେ ସବୁ ରେକର୍ଡ ଭାଙ୍ଗିଛି ସନସେକ୍ସ। ଆମେରିକାର ଫେଡେରାଲ ରିଜର୍ଭ ସୁଧ ହାରରେ ପରିବର୍ତ୍ତନ ନକରିବାର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ଦେଖିବାକୁ ମିଳୁଛି। ସକାଳେ ବଜାର ଖୋଲିବା ମାତ୍ରେ…

(Video) ମୂଷା କହୁଛି ଜୟ ଜଗନ୍ନାଥ; ଦେଖନ୍ତୁ ଶ୍ରୀମନ୍ଦିର ସମ୍ମୁଖର ଏହି ନିଆରା ଦୃଶ୍ୟ…

 ପୁରୀ: (ଓଡ଼ିଶା ଭାସ୍କର) ମୂଷା କହୁଛି ଜୟ ଜଗନ୍ନାଥ । ଯେତିକି ଆଶ୍ଚର୍ଯ୍ୟ, ସେତିକି କୌତୁହଳ ବି ଲାଗୁଛି । ଏକଥା ନିଜେ କାନରେ ନ ଶୁଣିଲେ ବିଶ୍ୱାସ କରିବା ଅସମ୍ଭବ । ଆଜି ପବିତ୍ର ମାଣବସା ଗୁରୁବାର ଅବସରରେ…

ସାଇବର ଅପରାଧ ବିରୁଦ୍ଧରେ ବଡ ପଦକ୍ଷେପ, କାଟି ଦିଆଗଲା ୫୫.୫୨ ଲକ୍ଷ ଫୋନ୍ ସଂଯୋଗ

ନୂଆଦିଲ୍ଲୀ: ଦେଶରେ ସାଇବର ଅପରାଧ ବଢିଚାଲିଥିବା ବେଳେ ସରକାର ଏହାକୁ ରୋକିବା ଲାଗି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି । ବୁଧବାର ଏ ବିଷୟରେ ସଂସଦରେ ସୁଚନା ଦେଇଛନ୍ତି ସୂଚନା ଓ ଯୋଗାଯୋଗ…

ଏବେ ପୋଲିସ ଅଭିଯୁକ୍ତକୁ ୧୫ ନୁହେଁ ୯୦ଦିନ ରଖିପାରିବ ଥାନାରେ, IPC, CrPC ରେ ହେବାକୁ ଯାଉଛି ବହୁ ବଡ ପରିବର୍ତ୍ତନ

ନୂଆଦିଲ୍ଲୀ: ଏବେ ସଂସଦର ଶୀତକାଳୀନ ଅଧିବେଶନ ଜାରି ରହିଛି । ଆଜି ସଂସଦରେ ୩ ଗୁରୁତ୍ୱପୂର୍ଣ୍ଣ କ୍ରିମିନାଲ୍ ବିଲ୍ ଉପରେ ଚର୍ଚ୍ଚା ହେବାକୁ ଯାଉଛି । ଏଠାରେ ସୂଚାଇ ଦିଆଯାଇପାରେ କି ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ଏହି…