CHARIDHAM

ଆରବ ସାଗରରେ ସୃଷ୍ଟି ହେବାକୁ ଯାଉଛି ଘୂର୍ଣ୍ଣିଝଡ ‘ତେଜ’, ପାଣିପାଗ ବିଭାଗ ଜାରି କଲା ସତର୍କ ସୂଚନା

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ଆରବ ସାଗରରେ ସୃଷ୍ଟି ହେଉଥିବା ଘୁର୍ଣ୍ଣିଝଡ ବିଷୟରେ ସତର୍କ ସୂଚନା ଜାରି କରାଯାଇଛି । ଆଇଏମଡି ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୪୮ ଘଣ୍ଟା ମଧ୍ୟରେ…

ଦୂର୍ଗାପୂଜା ପାଇଁ କମିଶନର ପୋଲିସର ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଚଳିତ ବର୍ଷର ଶାରଦୀୟ ଦୂର୍ଗା ପୂଜା ପାଇଁ ଆଜି ଭୁବନେଶ୍ୱର ପୋଲିସ କମିଶନରଙ୍କ କାର୍ଯ୍ୟଳୟରେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ପୂଜା ମଣ୍ଡପରେ…

ଭାରସାମ୍ୟ ହରାଇ ଓଲଟିଲା ବସ୍‌, ୧୫ ଯାତ୍ରୀ ଆହତ

ଭୁବନେଶ୍ୱର: ଭଦ୍ରକରେ ଏବେ ଏବେ ଘଟିଯାଇଛି ଏକ ବଡ ଦୁର୍ଘଟଣା । ଭାରସାମ୍ୟ ହରାଇ ଏଠାରେ ଏକ ବସ୍ ଓଲଟି ପଡିବା ଫଳରେ ବହୁ ଯାତ୍ରୀ ଆହତ ହୋଇଛନ୍ତି । ବସ୍‌ଟି ଆଗରପଡା ଯାଉଥିବା ସମୟରେ ବାରପଦା ନିକଟରେ ଓଲଟି ପଡିଥିିଲା ।…

ହାଇକୋର୍ଟରେ ମିଛ ତଥ୍ୟ ଦେବା ଅଭିଯୋଗରେ ୨ଗିରଫ

ଭୁୁବନେଶ୍ୱର: (ଓଡିଶା ଭାସ୍କର) ହାଇକୋର୍ଟରେ ମିଛ ତଥ୍ୟ ଦେବା ପଡିଲା ମହଙ୍ଗା । ମିଛ ତଥ୍ୟ ଦେଇ ୨ ଜଣ ଗିରଫ । ଜାମିନରେ ଥିବା ଆଉ ୯ ଜଣଙ୍କୁ ତୁରନ୍ତ ଗିରଫ ପାଇଁ ନର୍ଦ୍ଦେଶ ଦେଲେ କୋର୍ଟ । ଏହି ମାମଲାରେ କୋଣାର୍କ…

Ind vs Ban; ଆହତ ହୋଇ ପାଭିଲିୟନ ଫେରିଗଲେ ହାର୍ଦ୍ଦିକ: ଉପ-ଅଧିନାୟକ ବିନା ଖେଳୁଛି ରୋହିତ ସେନା

ପୁଣେ: ବାଂଲାଦେଶ ବିପକ୍ଷ ମ୍ୟାଚରେ ୱିକେଟ ପାଇଁ ସଂଘର୍ଷ କରୁଛି ଟିମ ଇଣ୍ଡିଆ । ବାଂଲାଦେଶ ବ୍ୟାଟରଙ୍କ ବିପକ୍ଷରେ ଭାରତୀୟ ବୋଲର ଫେଲ ମାରୁଥିବା ଦେଖାଯାଉଛି । ତେବେ ଏହା ଭିତରେ ଟିମ ଇଣ୍ଡିଆକୁ ଲାଗିଛି ଆଉ ଏକ ଶକ୍ତ…

ଆପଣଙ୍କ ସ୍ମାର୍ଟଫୋନ୍‌ର ବି ରହିଛି ଏକ୍ସପାୟାର ଡେଟ୍‌, ଏହି ଡେଟ୍ ପରେ ଫୋନ୍ ବ୍ୟବହାର କରିବାରେ ରହିଛି ବିପଦ

ନୂଆଦିଲ୍ଲୀ: ଏକ ସ୍ମାର୍ଟଫୋନକୁ ଆପଣ କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିଥାନ୍ତି । ବର୍ଷେ, ୨ ବର୍ଷ କିମ୍ବା ଏହା ସଂପୂର୍ଣ୍ଣ ଖରାପ ହେବା ପର୍ଯ୍ୟନ୍ତ । କିନ୍ତୁ ଏକ ସ୍ମାର୍ଟଫୋନ ଏକ୍ସପାୟାର ହୋଇଯିବା ପରେ ଏହାକୁ…

ମୋବାଇଲ କମ୍ପାନୀ ନୋକିଆ ନେବାକୁ ଯାଉଛି ଏପରି ପଦକ୍ଷେପ, ୧୪,୦୦୦ କର୍ମଚାରୀଙ୍କୁ କରିବ ଛଟେଇ

ନୂଆଦିଲ୍ଲୀ: ଗତ ୨୦୨୨ରୁ ସାରା ବିଶ୍ୱର ଆର୍ଥିକ ଅବସ୍ଥା ମାନ୍ଦା ପରିସ୍ଥିତି ଦେଇ ଗତି କରୁଛି । ଏହାର ପ୍ରଭାବ ବଡ ବଡ କମ୍ପାନୀ ଉପରେ ଲଗାତର ପଡିବାରେ ଲାଗିଛି । ଫଳରେ ବହୁ କମ୍ପାନୀରେ ଏବେ ଛଟେଇର ଧାରା ଜାରି ରହିଛି ।…

ଯୁବତୀମାନେ ଯୌନ ଆବେଗକୁ ନିୟନ୍ତ୍ରଣରେ ରଖିବା ସହିତ ଯୁବକମାନେ ମହିଳାଙ୍କ ଶାରୀରିକ ସ୍ୱତନ୍ତ୍ରତାକୁ ସମ୍ମାନ କରିବା ଉଚିତ, ହାଇକୋର୍ଟଙ୍କ…

କୋଲକାତା: କୋଲକାତା ହାଇକୋର୍ଟ ଏକ ମାମଲାର ଶୁଣାଣୀ ସମୟରେ ସମାଜର ଯୁବବର୍ଗଙ୍କ ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ରଖିଛନ୍ତି । କୋର୍ଟ କହିଛନ୍ତି ଯୁବତୀମାନେ ନିଜର ଯୌନ ଇଚ୍ଛାକୁ ନିୟନ୍ତ୍ରଣରେ ରଖିବା ଉଚିତ ।…

ଅଯୋଧ୍ୟାର ପ୍ରସିଦ୍ଧ ହନୁମାନଗଡି ମନ୍ଦିରରେ ସାଧୁଙ୍କୁ ଗଳାକାଟି ହତ୍ୟା, କାରଣ ଅସ୍ପଷ୍ଟ

ଅଯୋଧ୍ୟା: ରାମନଗରୀ ଅଯୋଧ୍ୟାରେ ଆଜି ଘଟିଯାଇଛି ଏକ ବଡ ଅଘଟଣ । ଏଠିକାର ପ୍ରସିଦ୍ଧ ହନୁମାନଗଡି ମନ୍ଦିରରେ ଜଣେ ସାଧୁଙ୍କର ଗଳା କାଟି ହତ୍ୟା କରାଯାଇଛି । ଗୁରୁବାର ସକାଳେ ଏପରି ଘଟଣା ଘଟିବା ପରେ ସମଗ୍ର ଅଞ୍ଚଳରେ…

ଆଗାମୀ ୪୮ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ, ଘନୀଭୂତ ହୋଇ ଅବପାତର ରୂପ ନେଇପାରେ

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇପାରେ ବୋଲି କୁହାଯାଉଛି । ଏହି ଲଘୁଚାପ ଅଧିକ…