ଅପରାଧିଙ୍କ ଯନ୍ତ୍ରଣା କମ୍ କରିବା ପାଇଁ ଆମେରିକା ଆପଣେଇଲା ନାଇଟ୍ରୋଜେନ ଗ୍ୟାସ ମୃତ୍ୟୁଦଣ୍ଡ
ଆଲବାମା: ଅପରାଧିଙ୍କୁ ଦିଆଯାଉଥିବା ମୃତ୍ୟୁଦଣ୍ଡରେ ଯନ୍ତ୍ରଣା କମ କରିବାକୁ ଅନେକ କୌଶଳ ଅବଲମ୍ବନ କରାଯାଉଛି। କିନ୍ତୁ ବର୍ତ୍ତମାନ ଆମେରିକା ବିଶ୍ୱରେ ପ୍ରଥମ ଥର ପାଇଁ ନାଇଟ୍ରୋଜେନ ଗ୍ୟାସ ଦ୍ୱାରା ଜଣେ ଅପରାଧୀଙ୍କୁ…