ଇନଷ୍ଟାଣ୍ଟ ଇ-ପାନ୍ କାର୍ଡ ଦରକାର କି? ଜାଣନ୍ତୁ ଆବେଦନର ସହଜ ରାସ୍ତା…

ନୂଆଦିଲ୍ଲୀ: ନୂଆ ପାନ୍ କାର୍ଡ ଆପ୍ଲାଏ କରିବାକୁ ଚାହୁଛନ୍ତି କି? ତା’ହେଲେ ଚିନ୍ତା କରନ୍ତୁ ନାହିଁ । ଏବେ ଘରେ ବସି ଆପଣ ଆରାମରେ କରିପାରିବେ ଆବେଦନ । ଆୟକର ବିଭାଗ ଦ୍ୱାରା ଇ-ରିଟର୍ଣ୍ଣ ଦାଖଲ ପାଇଁ ଲଞ୍ଚ୍…

‘ମଡ୍-ବାଥ୍’ ବେଳର ଫଟୋ ସେଆର କଲେ ଉର୍ବଶୀ, ଇଣ୍ଟରନେଟରେ ହଇଚଇ

ନୂଆଦିଲ୍ଲୀ: ନିଜର ଶୁଟିଂକୁ ନେଇ ହେଉ କି ପରଦା ପଛର ଭିଡିଓକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି ଏହି ନାୟିକା । ନିଜର ବ୍ୟକ୍ତିଗତ ଜୀବନ ଚଳଣିର ଅନେକ କିଛି ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି । ସେହିପରି ଏବେ…

ସ୍ତ୍ରୀ କାମକୁ ଗଲାନି ବୋଲି ବେଲ୍ଟରେ ପିଟି ପିଟି ମାରିଦେଲା ନିର୍ଦ୍ଦୟ ସ୍ୱାମୀ

ଅଜମେର୍: ରାଜସ୍ଥାନର ଅଜମେର୍ ରୁ ଆସିଛି ଏକ ଅଭାବନୀୟ ଘଟଣା । ଅସୁସ୍ଥ ଥିବା ସ୍ତ୍ରୀ କାମକୁ ନ ଯିବାରୁ ବେଲ୍ଟରେ ପିଟି ପିଟି ଜୀବନରୁ ମାରିଦେଲା ନିର୍ଦ୍ଦୟୀ ସ୍ୱାମୀ । ଅଜମେରର ଅଲବର୍ ଗେଟ୍ ଥାନା ପୁଲିସ୍ ନିର୍ଦ୍ଦୟ…

ଗୋଟିଏ ଯୁବକଙ୍କ ସହିତ ନିର୍ବନ୍ଧ କଲେ ଯାଆଁଳା ଭଉଣୀ, ଏବେ ଏକାସାଙ୍ଗରେ ଗର୍ଭବତୀ ହେବାକୁ ରଖିଛନ୍ତି ଇଚ୍ଛା

ନୂଆଦିଲ୍ଲୀ: ଗୋଟିଏ ଯୁବକ ସହିତ ଯାଆଁଳା ଭଉଣୀଙ୍କ ପ୍ରେମ ହୋଇଯାଇଛି । ଆଉ ସେମାନେ ନିର୍ବନ୍ଧ ମଧ୍ୟ କରିସାରିଛନ୍ତି । ଆଉ ଏବେ ସେମାନେ ସେମାନଙ୍କ ଫ୍ୟାମିଲି ପ୍ଲାନିଂ ବିଷୟରେ ମଧ୍ୟ ଲୋକଲୋଚନରେ ଖୁଲାସା କରିଛନ୍ତି ।…

ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ କୋଚ୍ ହେବେ ରାହୁଲ ଦ୍ରାବିଡ୍

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ୍ ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆର କୋଚ୍ ହେବେ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏନେଇ ସ୍ପଷ୍ଟ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଏବଂ…

ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍ ରୁ ବାଦ ପଡ଼ିଲେ ୨ ଖେଳାଳି, ଜାଣନ୍ତୁ କିଏ କିଏ…

ନୂଆଦିଲ୍ଲୀ: ଜୁନ୍ ୧୮ ନ୍ୟୁଜ୍ଲ୍ୟାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ସଞ୍ଜୟ ମଞ୍ଜରେକର ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ପାଇଁ ଏକ ଟିମ୍…

ଖୁବ୍ ଶୀଘ୍ର ଦେଶକୁ ଆସିବ ନୋଭାଭାକ୍ସ ଟିକା, କୋଭିଡ୍ ବିରୋଧରେ ୯୦.୪ ପ୍ରତିଶତ ଫଳପ୍ରଦ

ନୂଆଦିଲ୍ଲୀ: କୋଭିଡ୍ ସଙ୍କଟ ଟଳିନଥିବା ବେଳେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ବର୍ତ୍ତମାନ ଦେଶରେ କୋଭାକ୍ସିନ୍ ଏବଂ କୋଭିସିଲ୍ଡ ଟିକା ଦିଆଯାଉଥିବା ବେଳେ ଏଥିରେ ଖୁବ୍ ଶୀଘ୍ର ଯୋଡି ହେବାକୁ ଯାଉଛି ନୋଭାଭାକ୍ସ…

ଏଲଜେପି ଅଧ୍ୟକ୍ଷ ପଦରୁ ହଟିଲେ ଚିରାଗ, ଜାଣନ୍ତୁ କିଏ ହେଲେ ନୂଆ ମୁଖିଆ…

ପାଟନା: ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ଅଧ୍ୟକ୍ଷ ଭାବେ ଆଉ ନାହାନ୍ତି ଚିରାଗ ପାସୱାନ । ମଙ୍ଗଳବାର ରାଷ୍ଟ୍ର୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଚିରାଗଙ୍କୁ ଉକ୍ତ ପଦରୁ ହଟାଇ ଦିଆଯାଇଛି । ସଂସଦୀୟ ଦଳ ନେତା ପଶୁପତି…

ଡୋଜ ପିଛା ୧୫୦ ଟଙ୍କା ମୂଲ୍ୟରେ ‘କୋଭାକ୍ସିନ୍’ ଯୋଗାଣ ଦୀର୍ଘ ସମୟ ପର୍ୟ୍ୟନ୍ତ ସମ୍ଭବ ନୁହେଁ: ଭାରତ ବାୟୋଟେକ୍

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ପକ୍ଷରୁ ମଙ୍ଗଳବାର କୁହାଯାଇଛି ଯେ, ଦୀର୍ଘ ଦିନ ଧରି ଡୋଜ୍ ପିଛା ୧୫୦ ଟଙ୍କା ମୂଲ୍ୟରେ କେନ୍ଦ୍ର ସରକାରଙ୍କୁ କୋଭାକ୍ସିନ୍ ଟିକା ଦେବାରେ ସମର୍ଥ ହୋଇପାରିବ ନାହିଁ । ଟିକା କମ୍ପାନୀ ପକ୍ଷରୁ…