କେମିତି କାର୍ଯ୍ୟ କରୁଛି କୋଭିଡ୍ କଲ ସେଣ୍ଟର? ଜାଣନ୍ତୁ…..

ଭୁବନେଶ୍ୱର(ଓଡ଼ିଶା ଭାସ୍କର):  ଭୁବନେଶ୍ୱରରେ କୋଭିଡ୍ କଲ୍ ସେଣ୍ଟର ପାଇଁ ଜାରି ହୋଇଥିବା ୧୯୨୯ ନମ୍ବର ଉଲ୍ଲେଖନୀୟ ଭାବେ ସେବା ଯୋଗେଇ ଚାଲିଛି । ଏହି ନମ୍ବର ଜରିଆରେ ଆଉଟଗୋଇଂ କଲ ୧ଲକ୍ଷ ଅତିକ୍ରମ କରିସାରିଛି ।…

ଅକ୍ସିଜେନ୍ ଅଭାବରୁ ପତ୍ନୀଙ୍କ ହୋଇଗଲା ମୃତ୍ୟୁ; ଶ୍ରଦ୍ଧାଞ୍ଜଳି ଜଣାଇ ସ୍ୱାମୀ କରୁଛନ୍ତି ଏହି ପ୍ରଶଂସନୀୟ କାମ, ପଢ଼ନ୍ତୁ ପୂରା ଖବର

ଅହମଦାବାଦ୍: ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସଠିକ୍ ବୁଝାମଣା ଏବଂ ଦୁହିଁଙ୍କ ସମ୍ପର୍କରେ ସନ୍ତୁଳନ ରକ୍ଷା ହେବା ଦ୍ୱାରା ବୈବାହିକ ଜୀବନ ସୁନ୍ଦର ହୋଇଥାଏ । ଆଉ ଏହା ମଧ୍ୟରେ ଯଦି କାହାର ଅକାଳ ମୃତ୍ୟୁ ହୋଇଯାଏ ତାହେଲେ ସୁଖମୟ…

ଘରକାମରେ ନାବାଳିକାକୁ ଖଟାଉଥିଲେ ପୂର୍ବତନ ଜିଲ୍ଲାପାଳ, ଜାଣନ୍ତୁ କେଉଁଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେ ହେଉଛନ୍ତି ଜଣେ କର୍ମ ନିବୃତ୍ତ ପ୍ରଶାସନିକ ଅଧିକାରୀ । ଦିନେ ଲୋକଙ୍କୁ ସେ ଆଇନ ତଥା ନିୟମ କାନୁନ୍ର ବାଟ ଦେଖାଉଥିଲେ । କିନ୍ତୁ ଚାକିରିରୁ ଅବସର ପରେ ଭୁଲିଗଲେ ସବୁକିଛି । ଆଉ ନିଜଘର…

ଟି-୨୦ ୱାର୍ଲ୍ଡ କପ୍: ମୁମ୍ବାଇରେ ପହଞ୍ଚିଲେ ସୌରଭ ଗାଙ୍ଗୁଲି, ହୋଇପାରେ ବଡ଼ ନିଷ୍ପତ୍ତି

ମୁମ୍ବାଇ: ଅକ୍ଟୋବର-ନଭେମ୍ବରରେ ଭାରତରେ ଟି -୨୦ ବିଶ୍ୱକପ ପ୍ରସ୍ତାବ ଦିଆଯାଇଛି । କିନ୍ତୁ କରୋନା ଯୋଗୁଁ ଏହାର ଆୟୋଜନ ଉପରେ ସନ୍ଦେହ ରହିଛି। ଏଭଳି ସ୍ଥିତିରେ ବିସିସିଆଇ ଆଇପିଏଲର ଅବଶିଷ୍ଟ ୩୧ ଟି ମ୍ୟାଚ୍ ବ୍ୟତୀତ ଟି…

ଚିକିତ୍ସା ନାଁରେ ମହିଳାଙ୍କଠୁ ୮୦ ଲକ୍ଷ ଚଳୁ, ସୋସିଆଲ୍ ମିଡିଆରେ ହୋଇଥିଲା ସମ୍ପର୍କ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ସୋସିଆଲ୍ ମିଡିଆ ଜରିଆରେ ସମ୍ପର୍କ କରି ଏକ ବଡ଼ ଧରଣର ଠକେଇ ହୋଇଥିବା ଜଣାପଡ଼ିଛି । ତେବେ ଏଥର ସାଇବର ଅପରାଧୀମାନେ ଟିକେ ନୂଆ ଚାଲ୍ ଚଳାଇଥିବା ଜଣାପଡ଼ିଛି । ନିଜକୁ ଡାକ୍ତର ବୋଲି…

୧୬ରୁ ଖୋଲିବ ଐତିହ୍ୟସ୍ଥଳୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୬ ତାରିଖରୁ ସମସ୍ତ ଐତିହ୍ୟସ୍ଥଳୀ ଖୋଲିବ । ଏନେଇ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏପ୍ରିଲ୍ ୧୫ ତାରିଖରୁ କୋଭିଡ୍ ସଂକ୍ରମଣ କାରଣରୁ ରାଜ୍ୟର…

ଦୁଇ ମାସ ପରେ ଖୋଲିବ ତାଜମହଲ, ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ସଙ୍କଟ ଜାରି ରହିଥିବା ବେଳେ ଏପ୍ରିଲ୍ ୧୬ ତାରିଖରୁ ବନ୍ଦ ଥିବା ତାଜମହଲ ଖୋଲିବାକୁ ଯାଉଛି । ପୂରା ଦୁଇମାସ ପରେ ତାଜମହଲ ଖୋଲିବାକୁ ଯାଉଥିବା ନେଇ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ…

ଏକାସାଙ୍ଗରେ ବିଧବା ହୋଇଗଲେ ୩୯ ମହିଳା, ଆରପାରିରେ ଦୁନିଆର ସବୁଠାରୁ ବଡ ପରିବାରର ମୁଖିଆ

ଆଇଜୋଲ୍: ମିଜୋରାମର ରାଜଧାନୀ ଆଇଜୋଲ୍ ରେ ଦୁନିଆର ସବୁଠାରୁ ବଡ ପରିବାରର ମୁଖିଆଙ୍କ ରବିବାର ପରାଲୋକ ହୋଇଯାଇଛି । ଖବର ମୁତାବକ, ୭୬ ବର୍ଷିୟ ଜିୟୋନ୍ କିଛି ଦିନ ହେବ ଅସୁସ୍ଥ ଥିଲେ । ଯାହା ଫଳରେ ନିଜ ଘରେ ହିଁ ରଖି…

କାହିଁକି ପାଳନ କରାଯାଏ ରକ୍ତଦାନ ଦିବସ… ଜାଣନ୍ତୁ ଏହାର ମୁଖ୍ୟ ଉଦ୍ଦେଶ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ଶରୀରର ବିକାଶ ପାଇଁ ରକ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ରକ୍ତର ଅଭାବ ହେତୁ ବ୍ୟକ୍ତିର ଜୀବନ ମଧ୍ୟ ନଷ୍ଟ ହୋଇପାରେ । ତେଣୁ ଏଥିପାଇଁ ଜଣେ ସୁସ୍ଥ ଲୋକଙ୍କୁ ରକ୍ତ ଦାନ…

ଅନଲାଇନ୍ କ୍ଲାସ୍ ଚାଲିଥିବା ସମୟରେ କ୍ୟାମେରା ସାମ୍ନାରେ ନାବାଳକ କଲା କିଛି ଏପରି କାମ, ରୁଜୁ ହେଲା ମାମଲା

ମୁମ୍ବାଇ: କୋଭିଡ୍ ସମୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଛି । ତେବେ ଇତି ମଧ୍ୟରେ ଏହି ଅନଲାଇନ୍ କ୍ଲାସ୍ ଚାଲିଥିବା ବେଳେ ଜଣେ ୧୫ ବର୍ଷର ନାବାଳକ କିଛି ଏପରି ହରକତ୍ କରିଛନ୍ତି…