Featured ଘର ବାହୁଡ଼ା ଅଭିଯାନରେ ପଶ୍ଚିମବଙ୍ଗ ନେତା Odisha Bhaskar Bureau May 24, 2021 କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ବିଜୟ ଘଟିବା ସହ ବିଜେପି ପ୍ରମୁଖ ବିରୋଧୀ ଦଳ ଭାବେ ରହିଛି । ତେବେ ଏହାରି ମଧ୍ୟରେ ଆରମ୍ଭ ହୋଇଯାଇଛି ଦଳ ବଦଳ ଅଭିଯାନ! ଟିଏମସିର ନେତାମାନେ ଘରବାହୁଡ଼ା ନୀତି…
Breaking News ଗୃହମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା, ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା Odisha Bhaskar Bureau May 24, 2021 ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି 'ୟଶ୍' । ବାତ୍ୟା ୟଶ୍ ଗଭୀରତାକୁ ନଜରରେ ରଖି ଅଧିକ ପ୍ରଭାବିତ ହେବାକୁ ଥିବା ରାଜ୍ୟ ଗୁଡିକ ଅର୍ଥାତ୍ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର…
Featured ବାତ୍ୟା ‘ୟଶ୍’ରେ ଥରହର ହେବ ଓଡ଼ିଶା! Odisha Bhaskar Bureau May 24, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିପତ୍ତି ପରେ ବିପତ୍ତି ମାଡ଼ି ଆସୁଛି । ଗୋଟିଏପଟେ ମହାମାରୀ କରୋନାରେ କଲବଲ ହେଉଛି ଦେଶ । ସେ ଭିତରେ ଆମ ରାଜ୍ୟ ଓଡ଼ିଶା ମଧ୍ୟ ନୟାନ୍ତ ହୋଇଗଲାଣି । ଠିକ୍ ଏହି ସମୟରେ ବ୍ଲାକ୍ ଫଙ୍ଗସ୍ ଭଳି…
Breaking News ବ୍ଲାକ୍, ହ୍ୱାଇଟ୍ ପରେ ଏବେ ୟେଲୋ ଫଙ୍ଗସ୍, ଚିହ୍ନଟ ହେଲା ପ୍ରଥମ ମାମଲା Odisha Bhaskar Bureau May 24, 2021 ଭୁବନେଶ୍ୱର: ଦେଶରେ କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ତା ପଛକୁ ଆହୁରି ଦୁଇଟି ମହାମାରୀ ଦେଖାଯାଇଥିଲା । ଯାହାକି ବ୍ଲାକ୍ ଫଙ୍ଗସ୍ ଏବଂ ହ୍ୱାଇଟ୍ ଫଙ୍ଗସ୍ । ଏହି ବ୍ଲାକ୍ ଫଙ୍ଗସ୍ ଦେଶର ବିଭିନ୍ନ…
Breaking News କୋଭିଡରେ ପତଞ୍ଜଳି ଡାଏରୀର ସିଇଓ ସୁନୀଲ ବଂସଲଙ୍କ ପରଲୋକ Odisha Bhaskar Bureau May 24, 2021 ନୂଆଦିଲ୍ଲୀ : କୋଭିଡ୍ ରେ ପ୍ରାଣ ହରାଇଲେ ରାମଦେବ ବାବାଙ୍କ ପତଞ୍ଜଳୀ ଡାଏରୀର ସିଇଓ ସୁନୀଲଏ ବଂସଲ । ଗତ କିଛି ଦିନ ହେବ ସେ କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ଅବସ୍ଥା ଖୁବ୍ ଶୋଚନୀୟ…
Breaking News ବାଲେଶ୍ୱରରେ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ଚଲାଇଛି ଓଡିଆରଏଏଫ୍ ଟିମ୍ Odisha Bhaskar Bureau May 24, 2021 ବାଲେଶ୍ୱର(ଓଡ଼ିଶା ଭାସ୍କର): ମାଡି ଆସୁଛି ବାତ୍ୟା ୟଶ୍ । ବର୍ତ୍ତମାନ ଏହାର ପ୍ରସ୍ତୁତିରେ ଲାଗିପଡିଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ବାଲେଶ୍ୱରରେ ବାତ୍ୟା ପ୍ରଭାବ ଅଧିକ ରହିବାକୁ ଥିବା ସେଠାରେ ଏବେ ହାଇ…
Breaking News ବଢ଼ିଲା ‘ୟଶ୍’ ଚିନ୍ତା, ବାଲେଶ୍ୱରରେ ୧.୨୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯିବ Odisha Bhaskar Bureau May 24, 2021 ବାଲେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାବ ଭୀଷଣ ବାତ୍ୟା ରୂପ ନେବାକୁ ଯାଉଛି । ଏହି ବାତ୍ୟା ୟଶ୍ ପାଇଁ ଓଡ଼ିଶାରେ ଚିନ୍ତା ବଢ଼ି ଯାଇଛି । ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବାତ୍ୟା…
Breaking News ବାତ୍ୟା ପୂର୍ବରୁ ପୁରୀରେ ମାଛ ମଡ଼କ Odisha Bhaskar Bureau May 24, 2021 ପୁରୀ(ଓଡ଼ିଶା ଭାସ୍କର): ଆସନ୍ତା ୨୬ ତାରିଖରେ ସମ୍ଭାବ୍ୟ ବାତ୍ୟା ୟଶ୍ ସ୍ଥଳଭାଗ ଛୁଇଁବାକୁ ଯାଉଛି । ତେଣୁ ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ବାତ୍ୟା ନେଇ ହାଇ ଆଲର୍ଟ ଜାରି କରାଯାଇଛି । ଯେଉଁ ସବୁ ଅଞ୍ଚଳରେ ବାତ୍ୟାର…
Featured ଭାଇରସ୍ ବ୍ୟାପିବା ପୂର୍ବରୁ କରୋନା ଆକ୍ରାନ୍ତ ହୋଇଥିଲେ ଉହାନ ଲ୍ୟାବର ୩ ଗବେଷକ Odisha Bhaskar Bureau May 24, 2021 ନୂଆଦିଲ୍ଲୀ: ଆମେରିକାର ଗୁଇନ୍ଦା ବିଭାଗ କରିଛି ଏକ ବଡ଼ ପର୍ଦ୍ଦାଫାସ । ଖୋଲିଛି ଚୀନର ଗୁମର । ସାରା ବିଶ୍ୱକୁ କଲବଲ କରୁଥିବା କରୋନା ଭାଇରସ୍ ଚୀନର ଉହାନ ଲ୍ୟାବରୁ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଆସୁଥିବାବେଳେ ଆମେରିକାର…
Breaking News ଆସିଗଲା କୋଭିଡର ତୃତୀୟ ଲହର! ବଢ଼ିଚାଲିଛି ପିଲାମାନଙ୍କ ଠାରେ ସଂକ୍ରମଣ Odisha Bhaskar Bureau May 24, 2021 ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ କମିବାରେ ଲାଗିଛି । ସେପଟେ ଲୋକମାନଙ୍କ ଟିକାକରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଏହାରି ମଧ୍ୟରେ ଆଉ ଏକ ସଙ୍କଟ ଧୀରେ ଧୀରେ ମୁଣ୍ଡ ଟେକିବାକୁ ଲାଗିଲାଣି ।…