ଗୋଟିଏ ଡୋଜରେ ଶେଷ ହେବ କରୋନା, ବ୍ରିଟେନରେ ଜନସନ ଆଣ୍ଡ ଜନସନ ଟିକାକୁ ମିଳିଲା ଅନୁମତି
ନୂଆଦିଲ୍ଲୀ: ବ୍ରିଟେନ ସରକାର ଶୁକ୍ରବାର ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନର ସିଙ୍ଗଲ ଡୋଜ ଟିକାକୁ ଅନୁମୋଦନ କରିଛନ୍ତି। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ କହିଛନ୍ତି - ଏହି ନିଷ୍ପତ୍ତି ବ୍ରିଟେନର ସଫଳ…