୩୬୦୦ ଡାନ୍ସରଙ୍କ ପାଇଁ ଏକ ମାସର ରାସନ ସାମଗ୍ରୀର ବ୍ୟବସ୍ଥା କଲେ ଅକ୍ଷୟ କୁମାର
ମୁମ୍ବାଇ : ଦେଶରେ କରୋନା ମହମାରୀର ଦ୍ୱିତୀୟ ଲହର ଜାରି ରହିଛି । ଖାଲି କରୋନା ନୁହେଁ ବର୍ତ୍ତମାନ ଆଉ ଏକ ମହାମାରୀର ମଧ୍ୟ ସାମନା କରୁଛି ଭାରତ । ଯାହା ହେଲା ବ୍ଲାକ୍ ଫଙ୍ଗସ୍ । ଏହି ଭଳି ପରିସ୍ଥିତିର ସାମନା କରି…