ରାଜଧାନୀରେ ଚିକିତ୍ସାର କରୁଣ ଚିତ୍ର, ମିଳିଲାନି ବେଡ୍, ଆମ୍ବୁଲାନ୍ସରେ ପଡି ରହି ପ୍ରାଣ ହରାଇଲେ ନବବଧୂ
ବାଲିପାଟଣା, ୧୬/୫: କରୋନାର କରୁଣ ପରିସ୍ଥିତି, ୧୮ ଦିନ ତଳେ ବୋହୂ ହୋଇ ଶାଶୂଘରକୁ ଆସିଥିବା ନବବଧୂଙ୍କର କରୋନାରେ ଚାଲିଯାଇଛି ପ୍ରାଣ ।
ଘଟଣା ଅନୁଯାୟୀ ଖୋର୍ଦ୍ଧା ବାଲିପାଟଣା ବାଲିପାଟଣା ଇନ୍ଦୋଳ କୁସିଆରି ଗ୍ରାମର…